ସାହାର୍ଯ୍ୟ କରିବା ପଡ଼ିଲା ମହଙ୍ଗା ସାହାର୍ଯ୍ୟ କରି ମାଡ ଖାଇଲେ ବ୍ୟକ୍ତି ଦେଖନ୍ତୁ ଏହି ଦୃଶ୍ୟ

 
ଆଜିକାଲି ସ୍ୱାର୍ଥ ପର ଦୁନିଆରେ ମଣିଷ ମାନଙ୍କୁ ଚିହ୍ନିବା ବହୁତ୍ କଷ୍ଟ ହେଇଗଲାଣି। ଜଣେ ମଣିଷ ର ଭଲ ଚିନ୍ତା କଲେ ଆଜି କାଲି ଦୁନିଆରେ ତାଙ୍କୁ ଲୋକ ମାନେ ଭୁଲ୍ ବୁଝୁଛନ୍ତି। କିନ୍ତୁ ପଶୁ ପକ୍ଷୀ ମାନଙ୍କର ବୁଝିବା ଶକ୍ତି ଅଛି।
ପଶୁ ପକ୍ଷୀ ମାନଙ୍କୁ ଯିଏ ଥରେ ସାହଯ୍ୟ କରିଥାଏ ତାକୁ ପଶୁ ପକ୍ଷୀ ମାନେ ସାରା ଜୀବନ ମାନେ ରଖିଥାନ୍ତି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି। ଦୁନିଆର ୬୫ କୋଟି ଜୀବ ଜନ୍ତୁ ଓ ପ୍ରାଣୀ ବାସ କରନ୍ତି। କିନ୍ତୁ ସେମାନଙ୍କ ମଧ୍ୟ ରୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମଣିଷ ଅଟେ।
 ଅନ୍ୟ ପ୍ରାଣୀ ଙ୍କ ଠାରୁ ମଣିଷ ର ଗୁଣ ଟିକେ ଭିନ୍ନ ଅଟେ। କାରଣ ଖାଇବା ପିଇବା ଶୋଇବା ଅନ୍ୟ ପ୍ରାଣୀ ଓ ମଣିଷ ମାନେ ବି କରିଥାଆନ୍ତି। କିନ୍ତୁ ମଣିଷ ଅନ୍ୟ ପ୍ରାଣୀଙ୍କ ଠାରୁ ଗୋଟିଏ ଗୁଣ ରେ ଭିନ୍ନ ଯାହା ମଣିଷ କୁ ସଂସାର ରେ ଶ୍ରେଷ୍ଠ ବୋଲି ପ୍ରମାଣିତ କରୁଛି।
ଆଉ ସେଇଟା ହଉଛି ବିଚାର କରିବାର ଶକ୍ତି। କାରଣ ପୁରାଣ ରେ ରହିଛି " ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ" । କିନ୍ତୁ ଏ କଳିଯୁଗରେ ସବୁ ଓଲଟା ଦେଖାଯାଉଛି , ଗୋଟେ ପଶୁ ବା ପ୍ରାଣୀ କୁ ଥରେ ମାତ୍ର ଭଲ ପାଇବା ଯଦି ଗୋଟେ ମଣିଷ ଦେଇ ଦିଏ ତାହାଲେ ତାକୁ ପଶୁ ବା ପ୍ରାଣୀ ଟି ସବୁଦିନ ପାଇଁ ମନେ ରଖିଥାଏ। 
ଏହାର ଚଳନ୍ତ ଉଦାହରଣ ଆପଣ ମାନେ ଅନେକ ଥର ନିଜ ଆଖିରେ ଦେଖିଥିବେ। ହେଲେ ମଣିଷ ଏମିତି ଏକ ପ୍ରାଣୀ ଅଟେ ଯେ ଯାହାଠୁ କିଛି ସାହାଯ୍ୟ ପାଉଛି ତାର ସାହାଯ୍ୟ କୁ ସେଇଠି ହିଁ ଭୁଲି ଯାଉଛି।
କିନ୍ତୁ ଗୋଟେ ମଣିଷକୁ ସାହାଯ୍ୟ କରିଥିବା ଲୋକଟି କୁ ଧନ୍ୟବାଦ କହିବା କଥା କିନ୍ତୁ ସେହି ମଣିଷ ଟି ଲୋକଟିକୁ ଧନ୍ୟବାଦ ନଅ କହି ତାକୁ ବାଡଉଛି। ଏହି ଦୃଶ୍ୟ ଟି ଏବେ ସୋସିଆଲ ମିଡ଼ିଆରେ ବହୁତ୍ ଜୋର୍ ରେ ଭାଇରାଲ୍ ହେଉଛି। 
ସିସି ଟିଭି ରେ ରେକଡିଂ ହୋଇଥିବା ଏହି ଭିଡିଓ ଟି କୁ ଆପଣ ମାନେ ସମସ୍ତେ ଦେଖିଲେ ନିଜେ ଜାଣିପାରିବେ ଯେ ମଣିଷ କେତେ ଅମାନବ୍ୟ ହୋଇପାରେ ।
ଏଥର କାହାକୁ ଥର ଟେ ସାହଯ୍ୟ କରିବା ପୂର୍ବରୁ ଆପଣ ମାନେ ବି ଶହେ ଥର ଭାବିବା ଉଚିତ୍ କାହାକୁ ସାହଯ୍ୟ କରିବା କଥା ଆଉ କାହାକୁ କରିବା କଥା ନୁହେଁ। ରାସ୍ତାରେ ଯିବା ବେଳେ ହଉ ବା ଅନ୍ୟ କେଉଁ ସ୍ଥାନରେ ଯଦି ଆମେ କେବେ କାହାକୁ ଅସୁବିଧାରେ ଦେଖିଲେ ଆମ ପାଟିରୁ ନିହାତି ଭାବରେ ଆହା ପଦେ ବାହାରି ଯାଏ।