ଝିଅ ଦେଲା ସବୁ ଦେଖେଇ ହେଇ ଦେଖନ୍ତୁ କଣ ହେଲା

 
ଆପଣମାନେ ଜାଣିଥିବେ ଅନେକ ସମୟରେ ସୋସିଆଲ ମିଡିଆରେ ଅଜବ ପ୍ରକାରର ଭିଡିଓ ହେଉ ଅବା ଅଡିଓ ଭାଇ ରାୁଲ ହୋଇଥାଏ।
ବର୍ତ୍ତମାନ ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି। ଜଣେ ଯୁବତୀ ଓ ଯୁବକ କଥା ହେଉଥିବାର ଶୁଣିବାକୁ ମିଳିଛି।ସେଥିରେ ଯୁବତୀ ଜଣଙ୍କ ଯୁବକ ଙ୍କୁ କହିଛନ୍ତି ଯେ ପାଞ୍ଚ ଟା ବେଳେ ଆସିବେ।
ଯୁବତୀ ଜଣଙ୍କ ହିନ୍ଦୀରେ କଥା ହେଉଥିଲେ।କିନ୍ତୁ ଯୁବକ ଜଣଙ୍କ ହିନ୍ଦୀରେ କଥା ହୋଇ ପାରୁ ନଥିଲେ।ଯୁବକ ଜଣଙ୍କ ହିନ୍ଦୀ କହୁଥିଲେ ମଧ୍ୟ ମଝିରେ ମଝିରେ ଓଡ଼ିଆ ରେ କଥା ହେଇଥିଲେ।
ଏହାପରେ ଯୁବକ ଜଣଙ୍କ ଯୁବତୀ ଙ୍କୁ କହିଥିଲେ ଯେ ଆପଣକୁ ଓଡ଼ିଆରେ କଥା କହି ଆସୁଛି କି? ଯୁବତୀ ଜଣଙ୍କ ତାଙ୍କ କଥା କିଛି ବୁଝି ପାରୁ ନଥିଲେ।ବାରମ୍ବାର ପ୍ରଶ୍ନ ପଚାରି ଚାଲିଥିଲେ। କିନ୍ତୁ ଯୁବକ ଜଣଙ୍କ ହିନ୍ଦୀରେ ଭଲରେ କଥା ହୋଇ ପାରି ନଥିଲେ।
ଯୁବତୀ ଜଣଙ୍କ ଯେତେବେଳେ ଆସିବାକୁ କହିଥିଲେ ଯୁବତୀ ଜଣଙ୍କ ମନା କରିଥିଲେ।ଏବଂ ଯୁବତୀ ଜଣଙ୍କ କହିଥିଲେ କେଉଁ ଭାଷାରେ କଥା ହେଉଛନ୍ତି ସେ ଜାଣି ପାରୁ ନାହାଁନ୍ତି।ଏହାପରେ ଯୁବତୀ ଜଣଙ୍କ କହିଥିଲେ ଆପଣଙ୍କର ଲୋନ ଆସିଛି।
୫ ଟା ବେଳେ ଅିସ ନେଇଯିବେ।ଏହାପରେ ଯୁବକ ଜଣଙ୍କ ବୁଝି ପାରିଥିଲେ।ଯୁବତୀ ଜଣଙ୍କ କଲ୍ କରିବାକୁ ମଧ୍ୟ କହିଥିଲେ।କିନ୍ତୁ ବ୍ୟକ୍ତି ଜଣଙ୍କ ଓଡ଼ିଆରେ କହିଥିଲେ ଯେ ସେ ଯାଇ ପାରିବେ ନାହିଁ।
ତାଙ୍କ ମାମୁଁ ଯାଇ ଗାଡ଼ି ନେଇ ଆସିବେ।ଯୁବତୀ ଜଣଙ୍କ କିଛି ସମୟ ପାଇଁ ଚୁପ୍ ହୋଇ ଯାଇଥିଲେ।କିନ୍ତୁ ଯୁବତୀ ଜଣଙ୍କ କହିଥିଲେ ଯେ ଏହି ଗାଡ଼ିଟି ଆପଣ ହିଁ ନେଇପାରିବେ।
କାରଣ ଗାଡ଼ିଟି ବ୍ୟକ୍ତି ନମ୍ବର୍ ରେ ହୋଇଛି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯିଏ ଏହି ଅଡିଓ ଶୁଣୁଛନ୍ତି ସେ ହସୁଛନ୍ତୀ।