ଯୁବତୀ ଜଣଙ୍କ କଲେ ଏମିତି କାମ ଭିଡିଓ ସଙ୍ଗେ ସାଙ୍ଗେ ହେଲା ଭାଇରାଲ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ସେଥି ମଧ୍ୟରୁ ମଧ୍ୟ କିଛି ଅଡିଓ କଲ୍ ଭାଇରାଲ ର ଭିଡିଓ ହୋଇଥିବ।
ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଆଡିଓ କଲ ଭାଇରାଲ ହେଉଛି ଯାହାକି ହେଉଛି ପ୍ରେମିକ ଓ ପ୍ରେମିକା ମଧ୍ୟରେ ହେଉଥିବା ବାର୍ତ୍ତାଳାପ ର।
ଆମେ ଆପଣଙ୍କୁ ଠିକ୍ ସେହି ଭଳି ଏକ ଅଡିଓ କଲ୍ ଶୁଣାଇ ବାକୁ ଯାଉଛୁ। ଯେଉଁଥିରେ ଆପଣ ଶୁଣିବାକୁ ପାଇବେ ଉଭୟ ପ୍ରେମିକା ଓ ପ୍ରେମିକ ଦୁହେଁ କିଭଳି ଭାବରେ କଥା ହେଉଛନ୍ତି।
ଆଜ୍ଞା ହଁ ପ୍ରେମିକା ଜଣକ ଜଣକ ଅନେକ ଖରାପ୍ ଖରାପ୍ କଥା ହେଉଛନ୍ତି ପ୍ରେମିକ ଜଣକ ସହ। ସେ କହୁଛନ୍ତି କି ଆଗ ସେ ହନିମୁନ କରିବେ ତାପରେ ତାଙ୍କର ପିଲା ହୋଇ ସାରିଲେ ସେ ଯାଇ ବିବାହ କରିବେ ବୋଲି।
ହେଲେ ପ୍ରେମିକ ଜଣକ ପ୍ରେମିକା ଙ୍କ କଥାରେ ସମ୍ପୂର୍ଣ ଭାବରେ ଅରାଜି ଅଟନ୍ତି। ଏଭଳି ଅନେକ ଖରାପ୍ କଥାରେ କଥା ହେବା ସହ ଅସଭ୍ୟ ଭାଷାର ପ୍ରୟୋଗ ମଧ୍ଯ କରୁଛନ୍ତି।
ପ୍ରେମିକ ଜଣକ ମଧ୍ୟ ପ୍ରେମିକା ସହ ବେଶ ଖୁସୀରେ କଥା ହେଉଛନ୍ତି। ଏବଂ ଦୁହେଁ ମଧ୍ୟ ଅନେକ ଖୁସୀରେ କଥା ହୋଇ ହସା ହସି ହେଉଛନ୍ତି। ଏବଂ ଏସବୁ କଲ୍ ରେକଡିଙ୍ଗ ହୋଇଛି। ଯାହାକି ଏବେ ସମସ୍ତେ ଲୋକ ମାନେ ଶୁଣିଛନ୍ତି।
ଏବଂ ଏହି କଲ୍ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଶୀଘ୍ର ଭାଇରାଲ ହେବାରେ ଲାଗିଛି। ଲୋକେ ମଧ୍ୟ କହୁଛନ୍ତି କି ଏସବୁ ଦ୍ବାରା ସମାଜ ଉପରେ କୁପ୍ରଭାବ ପଡୁଛି।
ଏବଂ ସେହି ପ୍ରେମୀ ଜୁଗଳ ଦୁହିଁଙ୍କ ଏଭଳି କଥା ବାର୍ତ୍ତା କୁ ଘୋର ନିନ୍ଦା ମଧ୍ୟ କରିଛନ୍ତି। ତେବେ ଆପଣ ଏହି କଲ୍ ରେକର୍ଡ ଶୁଣିବା ପରେ କଣ ଚିନ୍ତା କରୁଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।