ହଷ୍ଟେଲ ଭିତରେ ଯୁବତୀମାନେ ନାଚିଲେ ଏମିତି ନାଚ ଭିଡିଓ ହେଲା ଭାଇରାଲ ଦେଖନ୍ତୁ ଏହି ଭିଡିଓ

 
ଦର୍ଶକବନ୍ଧୁ ଆପଣମାନେ ସୋସିଆଲ ମିଡ଼ିଆରେ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନଚର୍ଯା ଆଦି ବିଭିନ୍ନ ବିଷୟରେ ଭିଡିଓ ଦେଖୁଥିବେ ଯାହାକି ଆପଣମାନଙ୍କୁ ବିଭିନ୍ନ ବିଷୟରେ ଜ୍ଞାନ ପ୍ରଦାନ କରିଥାଏ। ଏଥିସହିତ କିଛି ଏପରି ଭିଡିଓ ମଧ୍ୟ ଆସିଥାଏ ଯାହା ଆପଣମାନଙ୍କୁ ମନୋରଞ୍ଜନ ମଧ୍ୟ ଯୋଗାଇଥାଏ। ଏହି ଭିଡିଓ ରେ ଆପଣ ମାନେ ଦେଖିପାରିବେ। ଆଜିକାଲି ସମାଜରେ ଗୋଟେ ଗୋଟେ ନାରୀ ମାନଙ୍କ ପାଇଁ ସବୁ ନାରୀ ଜାତି ଖରାପ୍ ହଉଛନ୍ତି। ବାପା ପିଲା ମାନଙ୍କୁ ପାଠ ପଢ଼ିବା ହଷ୍ଟେଲ ଛାଡୁଛନ୍ତି କିନ୍ତୁ ଏଠି ପିଲା ମାନେ ପାଠ ନ ପଢି ମ-ଦ ପିଇ ଡାନ୍ସ କରୁଛନ୍ତି।
ତେବେ ଆପଣମାନେ ଜାଣିଥିବେ ଯେ ପ୍ରାୟତଃ ଝିଅମାନେ ହଷ୍ଟେଲରେ ରହି ପାଠ ପଢନ୍ତି। ସେମାନଙ୍କୁ ତ ହଷ୍ଟେଲ ବାହାରକୁ ଯିବା ପାଇଁ ବେଶୀ ସମୟ ଦିଆଯାଏ ନାହିଁ। ଖୁବ୍ କଟକଣା ମଧ୍ୟରେ ସେମାନେ ହଷ୍ଟେଲରେ ରହିଥାନ୍ତି। ଆଉ ଝିଅ ମାନେ ନିଜ ମନ ଖୁସି କରିବା ପାଇଁ ନିନ୍ଦନୀୟ କାମ କରିବାକୁ ବି ପଛେଇ ନଥାନ୍ତି। କଲେଜରେ ପାଠପଢ଼ା କମ୍, ହେଲେ ଉତ୍ପାତ ଅଧିକ। ହଷ୍ଟେଲ ରୁମର କବାଟ ବନ୍ଦ କରି ଚାଲିଛି ମ-ଦ୍ୟ-ପା-ନ। ଛାତ୍ରୀମାନେ ଉଭୟ ମଦ ପିଇ କରୁଛନ୍ତି ଡାନ୍ସ। 
ମ-ଦ ପିଇବାରେ ଏତେ ମଜିଯାଇଛନ୍ତି ଯେ ଭୁଲିଯାଇଛନ୍ତି ନିଜର ଶାଳୀନତାକୁ। ଆପଣ ମାନେ ତ ଦେଖି ପାରୁଥିବେ କେମିତି ଲାଜ ସରମକୁ ଭୁଲି ଯାଇ ପାଠ ନପଢି ହଷ୍ଟେଲ ଭିତରେ ଡାନ୍ସ କରୁଛନ୍ତି।ବାପା ମାଆଙ୍କ ନାଁ ଏପରି ଝିଅ ମାନଙ୍କ ପାଇଁ ବଦନାମ୍ ହଉଛି। ହଷ୍ଟେଲ ଛାତ୍ରୀ ମାନେ ଡାନ୍ସ କଲେ ଏମିତି କି ପୁରା ବାବଲ୍ କରିଦେଇଛନ୍ତି ଏହି ଭିଡିଓଟି କୁ ଦେଖିଲେ ଜାଣିପାରିବେ। ପୁଣି ଝିଅ ପିଲାମାନେ ଗୋଟେ ରୁମ୍ ଭିତରେ ମିଶିକି ଡାନ୍ସ କରୁଛନ୍ତି। ଲାଜ ସରମକୁ ଭୁଲି ଯାଇ ଏମିତିକା ରୂପରେ ଡାନ୍ସ କରିବା ପୂର୍ବରୁ ଟିକେ ଭାବିବା କଥା।
ଆଜିକାଲି ଛାତ୍ର ଛାତ୍ରୀ ମାନେ ଯୁବ ବୟସରେ ଥିବା ବେଳେ ଅନେକ ମନ୍ଦ ଅଭ୍ୟାସକୁ ଆପଣେଇ ନେଉଛନ୍ତି। ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାକୁ ଲାଗିଛି। କଲେଜ୍ ହେଉଛି ବିଦ୍ୟାର ଭଣ୍ଡାର। ସେଠାରେ ଭବିଷ୍ୟତ ଗଢାଯାଏ। କିନ୍ତୁ କଲେଜରେ ଛାତ୍ରଛାତ୍ରୀଙ୍କର ଏଭଳି ଆଚରଣ ଆଗାମୀ ଭବିଷ୍ୟତ ପାଇଁ ବହୁତ ଖରାପ ହେବାକୁ ଯାଉଛି। ଏଭଳି ଆଚରଣ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଉଚିତ୍ ଦଣ୍ଡ ଦେବା ନିହାତି ଆବଶ୍ୟକ।