ଦିଅର ହୋଇ ମଧ୍ୟ ଥିଲା ଭାଉଜ ଦେହ ଉପରେ ନଜର, ଦିନ ମଉକା ଦେଖି ଭାଉଜ ସହ ସମ୍ପର୍କ ରଖିଲା ଦିଅର

 
ଆପଣମାନେ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖୁଥିବେ।ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।
ମୋଗାର ଡାନୁୱାଲା ଗ୍ରାମର ଜଣେ ଦିଅର ଭାଉଜ ଙ୍କ ସହିତ ଜବରଦସ୍ତ କରୁଥିବାର ଘଟଣା ସାମ୍ନାକୁ ଆସିଛି।ଯେତେବେଳେ ମହିଳା ଜଣକ ଏହାକୁ ବିରୋଧ କରିଥିଲେ ଯୁବକ ଜଣଙ୍କ ମହିଳାଙ୍କୁ ବହୁତ ମାରପିଟ କରିଥିଲେ।ଏବଂ ତାଙ୍କୁ ଆଘାତ ଦେଇଥିଲେ।
ବର୍ତମାନ ଆହତ ମହିଳାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଧରମକୋଟ ର ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିଥିଲେ ଏବଂ ଏହି ଘଟଣା ର ତଦନ୍ତ ଜାରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଡାନୁୱାଲା ଗାଁର ବାସିନ୍ଦା ରାଜ କୌର କହିଛନ୍ତି ଯେ ତାଙ୍କ ସ୍ୱାମୀ ଜଣେ ଶ୍ରମିକ ଭାବରେ କାମ କରନ୍ତି। ବୁଧବାର ଅପରାହ୍ନ ତିନିଟାରେ ସେ ଘରେ ଏକୁଟିଆ ଥିଲେ। 
ସ୍ୱାମୀ କାମ କରିବାକୁ ଯାଇଥିଲେ।ଆଉ ତାଙ୍କ ଶାଶୁ ପଡୋଶୀ ଙ୍କ ଘରକୁ ଯାଇଥିଲେ।ପିଲାମାନେ ମଧ୍ୟ ଖେଳିବାକୁ ଯାଇଥିଲେ। ଏଭଳି ପରିସ୍ଥିତିରେ ଦିଅର ମ-ଦ୍ୟ-ପା-ନ କରି ଆସିଥିଲେ।
ମହିଳା ଜଣଙ୍କ ରୋଷେଇ ଘରେ କାମ କରୁଥିବାବେଳେ ମୋବାଇଲରେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଯେତେବେଳେ ମହିଳା ଜଣଙ୍କ ଦିଅର ଙ୍କ ଏଭଳି କାରନାମା ଦେଖିଲେ ତାଙ୍କୁ ବିରୋଧ କରିଥିଲେ।
କିନ୍ତୁ ଦିଅର ଜଣଙ୍କ କିଛି ଶୁଣି ନଥିଲେ।ଏକ ରୁମ ଭିତରକୁ ନେଇ ଯାଇଥିଲେ।ଏବଂ ସେଠାରେ ମାରପିଟ କରିଥିଲେ।ଶାଶୁ ଘରକୁ ଆସିବା ପରେ ମହିଳା ଙ୍କୁ ପଛକୁ ଠେଲି ଦେଇଥିଲେ।
ସୁଯୋଗ ପାଇବା ପରେ ସେ ସେଠାରୁ ପଳାଇ ଯାଇଥିଲେ।ମହିଳା ଜଣକ ଆହତ ଅବସ୍ଥାରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅନ୍ୟପକ୍ଷରେ, ଆହତ ମହିଳାଙ୍କ ବୟାନ ଆଧାରରେ ଧରମକୋଟ ପୋଲିସ ତଦନ୍ତ ଆରମ୍ଭ କରିଛି।