ରଖିଲେ ହରି ମାରିବ କିଏ : ଚମତ୍କାର ଭାବେ ବୃଦ୍ଧ ଙ୍କୁ ବଞ୍ଚାଇ ଦେଲେ ଭଗବାନ ଦେଖନ୍ତୁ live video

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ଆଉ ଏଭଳି କିଛି ଭିଡିଓ ଦେଖିପାରିବେ ଯାହା ବହୁତ ପରିମାଣରେ ଭାଇରାଲ ହୋଇଥାଏ।
ଆଉ ଏଭଳି କିଛି ଘଟଣା ଦେଖିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ଭିଡିଓରେ ଏବେ ଆଶ୍ଚର୍ଯ୍ୟ ଚକିତ କରିଲା ଭଳି ଘଟଣା ଆପଣମାନେ ଦେଖିପାରିବେ।
ଏହି ଭିଡିଓ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବ। ଏହି ଭାଇରାଲ ଭିଡିଓରେ ଗୋଟିଏ ଘଟଣା ଆସିଛି ମଧ୍ୟପ୍ରଦେଶ ରାଜ୍ୟର କଟନି ଅଞ୍ଚଳରୁ। 
ସେହି ଅଞ୍ଚଳର ଜଣେ ବୟସ୍କ ଲୋକ ଗୁରୁଦ୍ୱାର ଟ୍ରେନ ଟ୍ରାକ ପାରି ହେଉଥିଲେ। କିନ୍ତୁ ସେ ଜାଣିନଥିଲେ କି ସେ ଯେଉଁ ଟ୍ରେନ ଟ୍ରାକ ଦେଇ ଯାଉଛନ୍ତି ସେହି ଟ୍ରାକରେ ଟ୍ରେନ ଆସୁଥିଲା।
ସେହି ବ୍ୟକ୍ତି ଜଣକ ଟ୍ରେନ ଟ୍ରାକ ପାର ହେବା ସମୟରେ ଟ୍ରେନ ଆସୁଛି ଆଉ ସେଠାରେ ଜଣେ ଟେକ୍ନିସିଆନ୍ ଥିଲେ। ଯାହାଙ୍କ ନାମ ହେଉଛି ବିନିତ୍ କୁମାର।
ଏହି ବ୍ୟକ୍ତି ଜଣକ ଟ୍ରେନ ଟ୍ରାକକୁ ଦେଖି ଦୌଡ଼ି ସେହି ବୟସ୍କ ଲୋକଙ୍କୁ ବଞ୍ଚାଇଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି। 
ଏହି ଭିଡିଓରେ ଆପଣମାନେ ଆଉ ଏକ ଭିଡିଓ ଦେଖିପାରିବେ କି ଜଣେ ବ୍ୟକ୍ତି ଛୁରୀ ଆସି ଫାଇନାନ୍ସ କମ୍ପାନୀ ଭିତରକୁ ପଶି ଯାଇଥିଲେ। ଆଉ ସେଠାରେ ଥିବା ଲୋକମାନଙ୍କୁ ଡରାଇ ଥିଲେ।
ଏହାପରେ ସେଠାରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଏହାପରେ ସେଠାରେ ଥିବା କେହି ଜଣେ ବ୍ୟକ୍ତି ଏହି ଲୋକଟି ଛୁରୀ ଦେଖାଇ ଧମକ ଦେଇ ପଇସା ମାଗୁଥିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲା।
ଏହାପରେ ସେହି ଭିଡିଓ ଦେଖି ପୋଲିସ ସେହି ଲୋକଟିକୁ ନିର୍ଦ୍ଧୁମ ମାଡ ମାରିଥିଲା। ଏହି ଘଟଣା ଘଟିଛି ଭୋପାଳରେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି।
ଏହାସହ ଏହି ଭିଡିଓରେ ଆପଣମାନେ ଆଉ ଏକ ଭିଡିଓ ଦେଖିପାରିବେ ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ପତ୍ରକାର ତାର ପତ୍ନୀଙ୍କ ସହିତ ଖରାପ ବ୍ୟବହାର କରିଲେ ଆଉ ଏହାସହ ତାଙ୍କୁ ମାଡ ବି ମାରିଥିଲେ।
ଏହାପରେ ସେଠାରେ ଥିବା ଲୋକମାନେ ଏହାର ବିରୋଧ କରିବାରୁ ତାଙ୍କୁ ମଧ୍ୟ ସେ ଗାଳି କରିଥିଲେ। ଏହାପରେ ଏହି ମାମଲାକୁ କମିଶନର ସାରଙ୍କ ପାଖକୁ ଯାଇ ମୋକଦ୍ଦମା ରୁଜ୍ଜୁ କରାଯାଇଥିଲା। ଏହି ଘଟଣା ଘଟିଛି କାନପୁରରେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।