ଗଛରୁ ବାହାରୁଛି ଖାଲି ମୁଦ୍ରା ଏମିତି ଗଛ ଦେଖିବେ ତ ଆପଣ ବେହୋସ୍ ହେଇଯିବେ ଦେଖନ୍ତୁ ଏହି ଟଙ୍କା ଗଛ Money Tree

 
ବର୍ତ୍ତମାନ ସମୟରେ ଲୋକମାନେ ପଇସା ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି।ପଇସା ଥିଲେ ହିଁ ଖୁସି ହେଉଛନ୍ତି। ଯଦି ଆପଣଙ୍କୁ ଟଙ୍କାର ଗଛ ମିଳିଯିବ ତାହେଲେ ଆପଣମାନେ କଣ କରିବେ?ହୁଏତ ଦେଖିଥିବା ସ୍ବପ୍ନ କୁ ପୂରଣ କରିବାକୁ ଚାହିବେ।
ସମସ୍ତେ ମନରେ ସ୍ବପ୍ନ ଦେଖିଥାଆନ୍ତି ଯେ ଗାଡ଼ି କରିବେ ନହେଲେ ବଡ଼ ବଡ଼ ଘର କରିବେ। ରହିବା ପାଇଁ ଆଉ ଖାଇବା ପାଇଁ ସବୁ ସୁବିଧା କରିବେ।
ଓ ବ୍ୟାଙ୍କ ରେ ପଇସା ରଖିବା ଭଳି ଚିନ୍ତା କରିଥାନ୍ତି। କେହି କେହି ଏହାକୁ ସତ କରିବା ପାଇଁ କିଛି ବି କରି ପାରନ୍ତି। ଯଦି ସମସ୍ତଙ୍କୁ ଟଙ୍କା ଗଛ ମିଳିଯିବ ତାହେଲେ ସେ ସବୁ ସ୍ବପ୍ନ ପୂରଣ କରିବା ପାଇଁ ନିଶ୍ଚୟ ଭାବରେ ଚାହିବେ।
ବର୍ତ୍ତମାନ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି।ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଳ ହେବାରେ ଲାଗିଛି।ଯାହାକି ଶୁଣିଲେ ଆପଣମାନେ ବିଶ୍ୱାସ କରି ପାରିବେ ନାହିଁ।
ଖାସ୍ କରି ଛୁଆ ଥିବା ବେଳେ ଟଙ୍କା ଗଛ କୁ ନେଇ ଆମେ ଅନେକ ଆଶ୍ଚର୍ଯ୍ୟ କରି ଦେବା ଭଳି ଗପ ଶୁଣିଛନ୍ତି।କେବଳ କାହାଣୀ ନୁହେ।
କେତେବେଳେ ଘରେ କୌଣସି ଜିନିଷ କିଣିବାକୁ ନେଇ ଜିଦ୍ ଧରି ବସୁ ଏଭଳି ମଧ୍ୟ ଶୁଣିବାକୁ ମିଳିଛି ଆମ ଘରେ କେହି ଟଙ୍କା ଗଛ ଲଗାଇ ନାହାନ୍ତି ଯେ ମନ ଇଛା ଖର୍ଚ୍ଚ କରିପାରିବ।ଏମିତି ବି ଶୁଣିବାକୁ ମିଳେ ଯେ ଟଙ୍କା କଣ ଗଛରେ ଫଳୁଛି।
ସାଧାରଣତଃ ଜଣେ ଅନ୍ୟ ଜଣଙ୍କୁ ଏଭଳି କଥା କହିଥିବର ଆପଣମାନେ ଜାଣିଥିବେ।ତାହେଲେ ବ୍ରିଟେନ ରେ ଏଭଳି ଏକ ଗଛ ରହିଛି ଯାହାକି ଟଙ୍କା ଗଛ କହିଲେ ଭୁଲ ହେବନାହିଁ।
କାରଣ ଗଛ ର ଡାଳ ଠାରୁ ଆରମ୍ଭ କରି ମୂଳ ପର୍ଯ୍ୟନ୍ତ ଟଙ୍କା ରେ ପୁରା ଭର୍ତି ରହିଛି।କେବଳ ସେତିକି ନୁହେଁ ଦିନକୁ ଦିନ ସେଥିରେ ଟଙ୍କା ବୃଦ୍ଧି ପାଇବାରେ ଲାଗିଛି।ଏହି ଗଛର ଇତିହାସ ୧୭ ସହ ବର୍ଷ ପୁରୁଣା ଅଟେ।