ଆଜିହିଁ ଘରେ ବସି ବସି ଆରମ୍ଭ କରନ୍ତୁ ଏହି Business ଆଉ ମାସକୁ ପାଆନ୍ତୁ ୫୦୦୦୦/- ଲାଭ ଦେଖନ୍ତୁ କେମିତି କରିବେ ଆରମ୍ଭ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାଦ୍ଵାରା କି ଆପଣ ମାନେ ଘରେ ବସି ମଧ୍ୟ ପଇସା ରୋଜଗାର କରି ପାରିବେ। ଆପଣ ମାନେ ଯଦି ମାସକୁ ୫୦ ହାଜର ଟଙ୍କାରୁ ଅଧିକ ଟଙ୍କା ଇନକମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏକ ପେପର୍ କପ ତିଆରି କରିବା ବିଯିନେଶ ମଧ୍ୟ ଆରମ୍ଭ କରି ପାରିବେ। ଆଜି ଆମେ ଆପଣଙ୍କୁ କହିବୁ ଆପଣ ମାନେ କିଭଳି ଓ କିପରି ଏହି ମେସିନ କିଣି ବ୍ୟବହାର କରି ପାରିବେ।
ପେପର୍ କପ୍ ତିଆରି କରିବା ମେସିନ ର ନାମ ହେଉଛି ପେପର୍ କପ୍ ମେକିଂ ମେସିନ। ଆପଣ ମାନେ ଏହାର ସାଇଜ ୩୦ml ରୁ ଆରମ୍ଭ କରି ୩୦୦ml ପର୍ଯ୍ୟନ୍ତ କରି ପାରିବେ। ପ୍ରଥମେ ଆପଣ ମାନେ ଏହାକୁ ଚାହା ଦୋକାନ ରେ ବିକ୍ରି କରି ପାରିବେ କାରଣ ଆମର ଚାରି ଆଡେ ଓଡ଼ିଶାରେ ଚାହା ଦୋକାନ ଥାଏ। ଏହାକୁ ଆପଣ ଡାଇରେକ୍ଟ ସେଲ କରି ପାରିବେ ନଚେତ୍ କୌଣସି ହୋଲ୍ସେଲାର ଙ୍କୁ ଦେଇ ମଧ୍ଯ ବିକ୍ରୀ କରି ପାରିବେ।
ଯୁସ ପାର୍ଲର ରେ ମଧ୍ୟ ଆପଣ ଏହାକୁ ସେଲ୍ କରି ପାରିବେ। ହୋଟେଲ୍ ରେଷ୍ଟୁରାଣ୍ଟ ଏବଂ ଅନେକ ଗୁଡ଼ିଏ ଅଫିସିଆଲ୍ ଜାଗାରେ ମଧ୍ୟ ପାଣି ପିଇବା ପାଇଁ ପେପର୍ କପ୍ ର ବ୍ୟବହାର କରାଯାଇ ଥାଏ। ସେଠାରେ ମଧ୍ୟ ଆପଣ ଦେଇ ପାରିବେ। ଏହା ସହ ଆଇସ କ୍ରିମ କମ୍ପାନୀ ଙ୍କୁ ମଧ୍ୟ ଆପଣ ମାନେ ଦେଇ ପାରିବେ। ଏହାର ଗୋଟେ ମେସିନ ଥାଏ ଏବଂ ତାହା ମଧ୍ୟ ଫୁଲି ଅଟୋମେଟିକ ମେସିନ ହୋଇଥାଏ। ଏଥିରେ ଆପଣଙ୍କ ପେପର୍ କପ୍ ର ସାଇଜ ଅନୁସାରେ ଡ଼ାଇ ସଂଯୋଗ କରିବାକୁ ପଡ଼ିଥାଏ।
ପେପର୍ କପ୍ ଉପର କଭର ପାଇଁ ବିଭିନ୍ନ ପ୍ରକାରର କାର୍ଡ ମଧ୍ୟ ମିଳିଥାଏ। ଏବଂ ଆପଣ ମାନେ ମଧ୍ୟ ସେହି ସାଇଜ ର କାର୍ଡ କିଣି ତାହା ଉପରେ କଭର ଦେଇ ପାରିବେ। ଏହି ମେସିନ କୁ ଆପଣ ୬ ଲକ୍ଷ ଟଙ୍କାରେ ହିଁ କିଣି ପାରିବେ। ଏହାର ଉନ୍ନତ ଧରଣର ଓ ବଡ଼ ବଡ଼ ମଡେଲ ମଧ୍ୟ ଅଧିକ ଟଙ୍କାରେ ମିଳିଥାଏ। ର ମେଟାଲ ପାଇଁ ୫୦ ହାଜର ଟଙ୍କା ଲାଗିବ ତେବେ ଆପଣ ସାଢେ଼ ଛଅ ଲକ୍ଷ ଟଙ୍କା ଦେଇ ଏହି ବିଯିନେସ ଆରମ୍ଭ କରି ପାରିବେ। ର ମେଟାଲ ମଧ୍ଯ ଆପଣଙ୍କୁ ମେସିନ କିଣିଥିବା କମ୍ପାନୀ ଯୋଗାଇ ଦେବ। ଏବଂ ଅଧିକ ଜାଣିବାକୁ ହେଲେ ଭିଡିଓ କୁ ସଂପୂର୍ଣ୍ଣ ଭାବରେ ଦେଖିବେ।