ପୁଣି ବିବାଦରେ ଚକଲେଟ ଦେଖନ୍ତୁ ସାମ୍ନାକୁ ଆସିଲା ପୁଣି କେଉଁ ତଥ୍ୟ

 

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବିବାଦ ଘେରରେ ପୁଣି ପଡ଼ିଲା ଏକ କ୍ୟାଡବରୀ ଚକଲେଟ୍ କମ୍ପାନୀ। କ୍ୟାଡବରୀ ଚକଲେଟ୍ କମ୍ପାନୀ ଉପରେ ଆସିଲା ସାଂଘାତିକ ଅଭିଯୋଗ।

ରବିବାର ଦିନ ସୋସିଆଲ ମିଡିଆ ସାଇଡ ଟୁଇଟରରେ ଏବେ ହାଜ୍ ବୟକଟକ୍ୟାଡବରୀ ଟ୍ରେଣ୍ଡ କରୁଛି। ଏଠାରେ କୁହାଯାଉଛି କି ଏହି କ୍ୟାଡବରୀ କମ୍ପାନୀ ତା'ର ସମସ୍ତ ଚକଲେଟ୍ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ମିଶାଉଛି ଗୋ ମାଂସ।

ଏମିତିରେ ବର୍ତ୍ତମାନ କମ୍ପାନୀର ନା ଥିବା ଏକ ଟୁଇଟର ପୋଷ୍ଟର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଗୋ ମାଂସ ମିଶାଯାଉଥିବାର ତଥ୍ୟ କିଛି ଦେଖିବାକୁ ମିଳୁଛି। କ୍ୟାଡବରୀ ପ୍ରୋଡକ୍ଟରେ ହଲାଲସାଟିଫାଏଡ୍ ଜେଲଟିନ ବ୍ଯବହାର ହେଉଛି। ଆଉ ସେହି ଜେଲଟିନ ଗୋ ମାଂସରୁ ହିଁ ପ୍ରସ୍ତୁତ ହେଉଛି।
ଏଭଳି କିଛି ଲେଖାଯାଇଛି ସେହି ପୋଷ୍ଟଟିରେ। ଆଉ ଏବେ ବିବାଦ ଘେରକୁ ଟାଣି ହେଇଛି କ୍ୟାଡବରୀ କମ୍ପାନୀ।
କମ୍ପାନୀ ତା'ର ଉତ୍ପାଦରେ ଗୋ ମାଂସ ମିଶାଉଥିବା ନେଇ ଟୁଇଟରରେ ଏବେ ୟୁଜର ଦାବି କରିଛନ୍ତି। ପୁଣି କୁହାଯାଉଛି କମ୍ପାନୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ଲାଗି ଏଭଳି ଏକ ବିଜ୍ଞାପନ ତିଆରି କରିଛି। 
ୟୁଜର ମାନେ ଏବେ ସେହି ବିଜ୍ଞାପନକୁ ନେଇ ଅଭିଯୋଗ ଆଣିଛନ୍ତି। କାହିଁକି ନା ବିଜ୍ଞାପନରେ ଥିବା ଦୀପ ବିକାଳୀଙ୍କର ନା ରହିଛି ଦାମୋଦର।
ତେବେ ଏଠାରେ ତା'ର କମ୍ପାନୀ ବିଜ୍ଞାପନରେ ଜଣେ ଦୀପ ବିକାଳୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିତା ଦାମୋଦର ଦାସ ମୁଲଚନ୍ଦ୍ ମୋଦୀ ଭାବେ ଦର୍ଶାଯାଇଛି ବୋଲି କୁହାଯାଇଛି।
ତେବେ ଏଠାରେ କ୍ୟାଡବରୀର ସେହି ଟୁଇଟର ପୋଷ୍ଟକୁ ଭାଇରାଲ କରାଯାଉଛି। ଆଉ କୁହାଯାଉଛି କି ଗୋ ମାଂସ ମିଶାଯାଉଥିବା ଅଭିଯୋଗକୁ ନେଇ କ୍ୟାଡବରୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। 
କମ୍ପାନୀ ମାନିନେଇଛି ଯେ ତା'ର ପ୍ରୋଡକ୍ଟରେ ଗୋ ମାଂସ ମିଶାଯାଉଛି। ଆଉ ସେଥିପାଇଁ କ୍ୟାଡବରୀ ତରଫରୁ ଏହି ପୋଷ୍ଟଟିକୁ ଭାଇରାଲ କରାଯାଉଛି। କିନ୍ତୁ ଏଠାରେ ପ୍ରକୃତରେ ଯିଏ କମ୍ପାନୀ ତରଫରୁ ଏହି ପୋଷ୍ଟ କରାଯାଇଛି କି ନାହିଁ ତା'ର ଯାଞ୍ଚ ଚାଲିଛି।
ତେବେ କମ୍ପାନୀ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ୍ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି। ତେବେ ଏହି ବିଜ୍ଞାପନରେ ଦୀପ ବିକାଳୀଙ୍କ ନା ଦାମୋଦର ରହିଥିବାରୁ ଡକ୍ଟର ପ୍ରାଚୀ ଏପରି କହିଥିବାର ଚର୍ଚ୍ଚା ହେଉଛି।