ଚର୍ଚ୍ଚାରେ ଭାରତୀୟ ଅଧିନାୟକ VIRAT KOHLI ଙ୍କ ପୋଷ୍ଟ ଏହି ପୋଷ୍ଟ ର ସଠିକ୍ ମାନେ କଣ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହେବେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ କ୍ରିକେଟ ଦେଖୁଥିବେ । ଆଉ କ୍ରିକେଟ ଖେଳ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ । ଏହି ଖେଳ ଦେଖିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସି ଭାବନା ଆଣିଥାଏ ।
ଆଉ ଏହି ଖେଳ ଦେଖିଲେ ଆପଣଙ୍କ ମନରେ ଏକ ପ୍ରକାରର ଚାର୍ମ ଆସିଥାଏ । ଆଉ ଆପଣମାନେ ତ ଆମ ଇଣ୍ଡିଆ ଟିମକୁ ବହୁତ ଭଲ ଭାବରେ ଜାଣିଥିବେ ।
ଆଉ ଇଣ୍ଡିଆ ଟିମର ସମସ୍ତ ମେମ୍ବରମାନଙ୍କୁ ମଧ୍ୟ ଆପଣମାନେ ସମସ୍ତେ ଜାଣିଥିବେ । ଆଉ ଇଣ୍ଡିଆ ଟିମର ଖେଳାଳିମାନେ ମଧ୍ୟ ତାଙ୍କ ଖେଳ ପ୍ରଦର୍ଶନକୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇପାରିଛନ୍ତି ।
ଆଉ ସମସ୍ତଙ୍କର ଭଲପାଇବା ମଧ୍ୟ ଜିତିଛନ୍ତି । ଆମ ଇଣ୍ଡିଆ ଟିମର ଖେଳାଳୀମାନଙ୍କୁ ଇଣ୍ଡିଆର ଲୋକମାନେ ବହୁତ ଭଲପାଇବା ଦେଇଥାନ୍ତି । ଆଉ କ୍ରିକେଟ ଖେଳ ହେଉଛି ଏପରି ଏକ ଖେଳ ଯାହାକୁ ଦେଖିବା ସମୟରେ ଆପଣ ଆପଣଙ୍କ ସବୁ କାମକୁ ଭୁଲିଯିବେ । 
ଏବେ ଭାରତୀୟ କ୍ରିକେଟ ଦଳରେ କ୍ରିକେଟ କିଙ୍ଗ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଗତ ଦୁଇବର୍ଷ ହେଲା ବିରାଟ କୋହଲି ଭଲରେ ଖେଳୁ ନାହାଁନ୍ତି । ତାଙ୍କ ବ୍ୟାଟରୁ ଆଉ ରନ୍ ବାହାରୁ ନାହିଁ ।
ଏବେ ତାଙ୍କ ଫର୍ମକୁ ନେଇ ତାଙ୍କୁ ଇଣ୍ଡିଆ ଟିମରୁ ବାଦ୍ ଦେବାକୁ ଡିବେଟ ଚାଲିଛି । ଆଉ ଏହାପରେ ସାମ୍ନାକୁ ଆସିଛି ବିରାଟ କୋହଲିଙ୍କ ଟୁଇଟ । ଆଉ ସେ ଏହି ସବୁର ଗୋଟିଏ ଶବ୍ଦରେ ଉତ୍ତର ଦେଇଛନ୍ତି।  
ସେ ଟୁଇଟଟରେ ଲେଖିଛନ୍ତି, ସେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ସହ ଗୋଟିଏ ପକ୍ଷୀର ଦୁଇଟି ଡେଣାର ଚିତ୍ର ଅଛି । ଗୋଟିଏ ରେ ଲେଖାଅଛି ମୁଁ ପଡ଼ିଗଲେ କଣ ହେବ, ଆଉ ଗୋଟିଏ ଡେଣାରେ ଲେଖାଅଛି ।
ଏହି ସସପେନ୍ସ ଭରା ଟୁଇଟକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେ ଏହାକୁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଆଉ ଏହା ସେ ନିଜ ଆଉ ଅନ୍ୟପାଇଁ କହିଛନ୍ତି । ବିଫଳତା ପରେ ସଫଳତା ନିଶ୍ଚୟ ମିଳିବ ବୋଲି ସେ ଏହି କଥା କହିଛନ୍ତି ।