ପଇସା ର ଗର୍ବ ରେ ଅନ୍ଧ ହୋଇଗଲେଣି ଦୀପିକା ପାଦୁକନ, ଦେଖେଇଲେ ଏମିତି ବ୍ୟବହାର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦୀପିକା ପାଦୁକୋନ ହେଉଛନ୍ତି ବଲିଉଡ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ତାଙ୍କର ଖୁବ ନାଁ ମଧ୍ଯ ଅଛନ୍ତି। ସେ ତାଙ୍କର ଅଭିନୟର ଯାଦୁ କୁ ମଧ୍ୟ ଦର୍ଶକ ଉପରେ ଚଳାଇବା ପାଇଁ ସଫଳ ବିବେଚିତ ହୋଇଛନ୍ତି।
ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେଶ ପସନ୍ଦ ମଧ୍ଯ କରିଛନ୍ତି। କାରଣ ତାଙ୍କ ଅଭିନୟ ରେ କାହାର ତୁଳନା ମଧ୍ୟ ନାହିଁ। ସେ ଅନେକ ଫିଲ୍ମ୍ ରେ ମଧ୍ୟ ଅଭିନୟ କରି ସାରିଛନ୍ତି।
ଏଥି ସହ ସମସ୍ତ ଫିଲ୍ମ୍ ମଧ୍ୟ ତାଙ୍କର ସୁପର୍ ହିଟ୍ ହୋଇଛି। ତେବେ ଆପଣ ମାନେ ଜାଣିଥିବେ ବଲିଉଡ ରେ ଅନେକ ଅଭିନେତ୍ରୀ ଧନୀ ଅଟନ୍ତି। ହେଲେ ଦୀପିକା ପାଦୁକୋନ ଏବେ ସମସ୍ତଙ୍କୁ କାଟି ଏବେ ଧନୀ ରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି।
ଆପଣ ମାନେ ଜାଣିଥିବେ କି ଅନେକ ସମୟରେ ଏହି ହିରୋଇନ୍ ମାନେ ଏଭଳି କିଛି କରନ୍ତି ଯାହାକି ଦର୍ଶକ ମାନଙ୍କୁ ପଶନ୍ଦ ଆସେ ନାହିଁ। ପ୍ରାୟତଃ ସମୟରେ ସେମାନେ ସେମାନଙ୍କ ଅଙ୍ଗରକ୍ଷୀ ମାନଙ୍କ ସହ ଖରାପ୍ ବ୍ଯବହାର କରନ୍ତି।
ଦୀପିକା ପାଦୁକୋନ ମଧ୍ଯ ନିକଟରେ ଏଭଳି କିଛି ଖରାପ୍ ବ୍ଯବହାର କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ତାଙ୍କୁ କପିଲ ଶର୍ମା ଙ୍କ ଶୋ ରେ ଦେଖିବାକୁ ମିଳିଥିଲା। ଯେଉଁଥିରେ କି କପିଲ ଦୀପିକା ଙ୍କୁ ତାଙ୍କ ଅଙ୍ଗରକ୍ଷୀ କୁ ଡାକିବା ପାଇଁ କହିଥିଲେ।
ଏହାପରେ ଦୀପିକା ତାଙ୍କର ଅଙ୍ଗରକ୍ଷୀ ଙ୍କୁ ଜଲାଲ୍ ଉଦ୍ଦିନ ନାମରେ ଡାକିଥିଲେ। ସେ ଏତେ ଜୋରେ ଏହି ନାମକୁ ଉଚ୍ଚାରଣ କରିଥିଲେ କି ତାଙ୍କ ଅଙ୍ଗରକ୍ଷୀ ଜଣକ ମଧ୍ଯ ବ୍ୟସ୍ତ ବିବ୍ରତ ହୋଇ ଯାଇଥିଲେ।
ଆଉ ତାଙ୍କୁ ଡାକିବା ପରେ ନିଜ ହାତର ଇଶାରା ରେ ବାହାରକୁ ଚାଲି ଯିବା ପାଇଁ କହିଥିଲେ। ଯାହାକି ଦର୍ଶକ ମାନଙ୍କୁ ପସନ୍ଦ ଆସି ନଥିଲା। ଏବେ ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଦର୍ଶକ ମାନେ ଏହାକୁ ଘୋର ନିନ୍ଦା ମଧ୍ୟ କରିଛନ୍ତି। ତେବେ ଆପଣଙ୍କୁ ଦୀପିକା ଙ୍କ ଏହି ବ୍ଯବହାର କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।