Movie prime

ମଝି ଆକାଶରୁ ଖସିଲା ବିମାନ ଦେଖନ୍ତୁ ଚାହୁଁ ଚାହୁଁ ହେଇଗଲା କିଛି ଏମିତି

 
Vv
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁ-ର୍ଘ-ଟ-ଣା ଘଟିଛି। ବୋଏପାସ୍ ATR- ୭୨ ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁ-ର୍ଘ-ଟ-ଣାଗ୍ରସ୍ତ ହୋଇଛି। ଏହି ଦୁ-ର୍ଘ-ଟ-ଣାରେ ବିମାନରେ ଥିବା ସମସ୍ତ ୬୨ ଜଣଙ୍କ ମୃ-ତ୍ୟୁ ହୋଇଛି। ମୃ-ତ-କଙ୍କ ମଧ୍ୟରେ ୫୮ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର ଥିବା ଜଣାଯାଇଛି। ବୋଏପାସ୍‌ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି, ବିମାନଟି କାସ୍କାବେଲରୁ ସାଓ ପାଓଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ସାଓ ପାଓଲୋଠୁ ପ୍ରାୟ ୮୦ କିମି ପୂର୍ବରୁ ବିମାନଟି ବିନହେଡୋ ସହରରେ ଦୁ-ର୍ଘ-ଟ-ଣାଗ୍ରସ୍ତ ହୋଇଥିଲା। 
Gg
ଏହାର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ବିମାନଟି କଣ୍ଟ୍ରୋଲ ରୁମ୍‌ ସହ ଶେଷଥର ପାଇଁ ଯୋଗାଯୋଗ କରିଥିଲା। ବିନହେଡୋ ସହରରେ ବିମାନଟି ଉଡ଼ୁଥିବା ବେଳେ ଜନବସତି ଅଞ୍ଚଳ ଉପରେ ଅନିୟନ୍ତ୍ରିତ ହୋଇ ଚକ୍କର କାଟିବାକୁ ଲାଗିଲା। ଏହାପରେ ବିମାନଟି ତଳେ ଖସି ପଡ଼ିଥିଲା। ଏହାପରେ ସେଠାରୁ ମୋଟା ଆସ୍ତରଣର କଳା ଧୂଆଁ ବାହାରିବା ସହ ବିମାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। 
Bh
ବହୁ ପ୍ରଚେଷ୍ଟା ପରେ ବିମାନର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହାପରେ ବିମାନର ଭଗ୍ନାବଶେଷ ଭିତରୁ ୬୨ ଜଣଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି। ବିମାନଟି ଜନବସତି ଅଞ୍ଚଳ ନିକଟରେ ପଡ଼ିଥିଲେ ବି କେହି ମୃତାହତ ହୋଇନାହାନ୍ତି। କେବଳ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ବିମାନଟି ଦୁ-ର୍ଘ-ଟ-ଣାଗ୍ରସ୍ତ ବେଳର ଭୟଙ୍କର ଦୃଶ୍ୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। 
ବ୍ରାଜିଲ ରାଷ୍ଟ୍ରପତି ବିମାନ ଦୁ-ର୍ଘ-ଟ-ଣା ସମ୍ପର୍କରେ ଦେଶବାସୀଙ୍କୁ ସୂଚିତ କରି ଏକ ଦୁଃଖଦ ଘଟଣାର ବାହକ ସାଜିବାକୁ ପଡ଼ୁଥିବା କହିଛନ୍ତି। ଏଥିସହ ଏହି ଦୁ-ର୍ଘ-ଟ-ଣାରେ ମୃ-ତ-କଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଯାଇଛି। ସାଓ ପାଓଲୋ ଗଭର୍ଣ୍ଣର ଏହି ଦୁ-ର୍ଘ-ଟ-ଣାରେ ଗଭୀର ଶୋକ ପ୍ରକାଶ କରିବା ସହ ୩ ଦିନିଆ ଶୋକ ପାଳନ ନିମନ୍ତେ ଘୋଷଣା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.