Movie prime

ପୁଣି ପ୍ରେମ ପ୍ରତାରଣା ସାଙ୍ଘାତିକ ଧୋକାର ଆସିଲା ସାଙ୍ଘାତିକ ରୂପ ଦେଖନ୍ତୁ କଣ ହେଲା ଏମିତି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ଯୁବତୀଙ୍କ ମୃ-ତ୍ୟୁକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ବାର ଡ୍ୟାନ୍ସର୍ । 
Bb
ଏହି ବାର ଡ୍ୟାନ୍ସର ଜଣକ ପ୍ରତିଦିନ ବାରକୁ ଆସି ନାଚ କରୁଥିଲେ । ଆଉ ସେତେ ସେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ଯୁବକଙ୍କ ପ୍ରେମରେ ପଡ଼ିବା ପରେ ସେ ତାଙ୍କ ସହିତ ରହୁଥିଲେ । ଯୁବକ ଜଣକ ଯୁବତୀଙ୍କ ସହିତ ରହି ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିଲେ ।
ଆଉ ଏବେ ଏହି ଯୁବତୀ ଜଣଙ୍କର ମୃ-ତ୍ୟୁ ହୋଇଛି । ଏହି ଯୁବତୀ ଜଣଙ୍କର ମୃ-ତ୍ୟୁକୁ ନେଇ ଏବେ ଅନେକ କଥା ଆସୁଥିବା ବେଳେ ତାଙ୍କ ମୃ-ତ୍ୟୁ ମାମଲାର ଯାଞ୍ଚ କରାଯାଉଛି । ଏହି ଯୁବତୀ ଜଣଙ୍କର ମୃ-ତ୍ୟୁ ପାଇଁ ଅଭିଯୋଗ ଆଣିଛନ୍ତି ତାଙ୍କ ସାନ ଭଉଣୀ । 
ଯୁବତୀଙ୍କ ସାନ ଭଉଣୀ ନିହାର ନାମକ ଯୁବକ ନାଁରେ ଆଣିଛନ୍ତି ଅଭିଯୋଗ । ଯୁବତୀ ଜଣଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାର କୌଣସି ତଥ୍ୟ ମିଳିନାହିଁ । ଯୁବତୀ ଜଣଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖି ତାଙ୍କ ସହିତ ଗୋଟିଏ ଘରେ ରହୁଥିଲେ ଯୁବକ ଜଣକ ।
Bb
ଏହି ଯୁବକ ଜଣକ ଏବେ ତାଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ସାନ ଭଉଣୀ । ତାଙ୍କ ସହିତ ସମ୍ପର୍କ ରଖିବା ପରେ ଯୁବକ ଜଣକ କହିଥିଲେ କି ସେ ତାଙ୍କ ସହିତ ବିବାହ କରିପାରିବେ ନାହିଁ ।
କାରଣ ସେ ଜଣେ ବାର ବାଲି । ଏହି ଯୁବତୀ ଜଣକର ଅକାଳରେ ମୃ-ତ୍ୟୁ ହୋଇଯାଇଛି । ଏହି ଯୁବତୀ ଜଣକର ମୃ-ତଦେହ ଏବେ ଉଦ୍ଧାର ହୋଇଛି । ଏହି ଯୁବତୀ ଜଣଙ୍କର ମୃ-ତଦେହ ଗୋଟିଏ ବନ୍ଦ କୋଠରୀରୁ ଉଦ୍ଧାର ହୋଇଛି । ସୁଲୋଚନାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଲଣା ଗାଁରେ ।
ସେ ରାଜଧାନୀରେ ରହୁଥିଲେ । ଆଉ ସେଠାରେ ରାତିରେ ସେ ଏକ ବାରରେ ନାଚ କରୁଥିଲେ । ସେଠାରେ ସେ ଅଭିଯୁକ୍ତ ନିହାରକୁ ଭଲପାଇ ବସିଥିଲେ । ସେମାନେ ଏକାଠି ଭଡାଘରେ ରହୁଥିଲେ । ସୁଲୋଚନାଙ୍କ ମୃ-ତ୍ୟୁ ଖବର ନିହାର ଦେଇଥିଲେ । ଆଉ ଏବେ ସେ ଫେରାର ଅଛନ୍ତି । ଏହି ମାମଲା ଏବେ ଥାନାରେ ଚାଲିଛି ।