Movie prime

ପୁଣି ମୁଁହ ଖୋଲିଲେ ବିଜେଡି ନେତ୍ରୀ ମୋନାଲିସା ଦେଖନ୍ତୁ ସିଧା କଲେ ଟାର୍ଗେଟ

 
Tt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ବିଜେଡି ଦଳକୁ ନେଇ ଅନେକ କଥା ଆସୁଥିବାର ଶୁଣିଥିବେ । ଏବେ ଏହି ଭିଡିଓରେ ଜଣେ ବିଜେଡି ଦଳର ନେତ୍ରୀ ବିଜେଡି ଦଳ ଏବଂ ପାଣ୍ଡିଆନଙ୍କୁ ନେଇ କିଛି କଥା କହିଛନ୍ତି ଯାହା ଆପଣମାନେ ଜାଣିପାରିବେ । ଏହି ବିଜେଡି ନେତ୍ରୀ ଜଣକ ଅନେକ କଥା କହିଛନ୍ତି ।
Bb
ସେ କହିଛନ୍ତି, ଭି କେ ପାଣ୍ଡିଆନ ଏବେବି ଛାୟା ନାଟକ କରୁଛନ୍ତି । ଭି କେ ପାଣ୍ଡିଆନ ବିଜେଡି ଦଳକୁ ଠେଲି ଦେଇଛନ୍ତି । ପ୍ରଥମ ଥର ବିଜୁ ଜନତା ଦଳ ବିରୋଧୀ ଦଳ ଭୂମିକାରେ ରହିଛି । ଯେଉଁଠାରେ ସରକାର କିଛି କାମ କରିନଥାଏ ସେତେବେଳେ ବିରୋଧୀ ଦଳ ଏହାର ସ୍ୱର ଉଠାଇଥାଏ । ବିଜୁ ଜନତା ଦଳ ହେଉଛି ଏକ ଆଞ୍ଚଳିକ ଦଳ । ଆଉ ଏହାର ଭାଷା ହେଉଛି ଓଡ଼ିଆ । ନବୀନ ପଟ୍ଟନାୟକ ଓଡ଼ିଆ ଭଲରେ କହି ପାରନ୍ତି ନାହିଁ । ସେ ବିରୋଧୀ ଦଳ ଭାବରେ କଣ ପ୍ରଶ୍ନ ପଚାରିବେ ।
Gg
ବିଜେଡି ଦଳ ଭିତରୁ କେହି ଏଭଳି ଜଣେ ଭଲ ନେତା ଦେଖା ଯାଉନାହାନ୍ତି ଯିଏ ଏଭଳି ଯୁକ୍ତି କରିବ । ରାଜନୀତିରେ ଅନେକ ନେତା ଅଛନ୍ତି । ଯେତେବେଳେ ଯାଏଁ କେହି ରାଜନୀତି ବୁଝି ପାରନ୍ତି ନାହିଁ ସେମାନେ ରାଜନୀତିକୁ ଯାଇପାରିବେ ନାହିଁ । ଏହି ବିଜେଡି ନେତ୍ରୀ ଜଣକ ସବୁ ରାଜନୀତିଜ୍ଞ ଲୋକଙ୍କୁ ପ୍ରଶ୍ନ ପଚାରିଛନ୍ତି । ୫୧ ସିଟ ବିଜେଡିର ବୋଲି ଜଣାପଡିଛି । ଏବେ ବିଜେଡି ସରକାର ରହିବ ନ ରହିବନି ଏହା ବିଜେଡି ଦଳର ନେତାମାନଙ୍କ ଉପରେ ନିର୍ଭର କରିଥାଏ । ୨୦୨୪ ମସିହାରେ ସେ ଅନେକ କିଛି କଥା ଭାବିଛନ୍ତି ଆଉ ଅନେକ କିଛି ତଥ୍ୟ ସେ ବାହାର କରିଛନ୍ତି । ଏବେ ବିଜୁ ଜନତା ଦଳ ସରକାରଙ୍କୁ ଆସିବ କି ନାହିଁ ଏହା ଜଣାପଡି ନାହିଁ । 
ଭି କେ ପାଣ୍ଡିଆନଙ୍କୁ ନେଇ ଅନେକ କଥା ସେ କହିଛନ୍ତି । ସେ ଆଗରୁ ବିଜେଡି ଦଳରେ ନଥିଲେ । ଭି କେ ପାଣ୍ଡିଆନ କିଛି ମିଶନ ନେଇ ଆସିଥିଲେ । ଆଉ ବିଜେଡି ଦଳକୁ ସେ ହରାଇବା ପାଇଁ ଆସିଥିଲେ । ସେ ଆସିବା ପରେ ଅନେକ ନେତା ବିଜେଡି ଦଳ ଛାଡ଼ି ବିଜେପି ଦଳକୁ ପଳେଇଲେ । ପାଣ୍ଡିଆନ ଥିବା ବେଳେ ନବୀନ ପଟ୍ଟନାୟକଙ୍କ ଦେହ ଖରାପ ଥିଲା ବୋଲି ଜଣାପଡୁଥିବା ବେଳେ ଏବେ ସେ ପୁରା ଭଲ ଅଛନ୍ତି । ବିଜେଡି ଦଳ ଭାଙ୍ଗିଲେ ଭି କେ ପାଣ୍ଡିଆନଙ୍କ ସ୍ଥିତି ସରିବ ବୋଲି ବିଜେଡି ନେତ୍ରୀ କହିଛନ୍ତି । ଏଭଳି ବିଜେଡି ନେତ୍ରୀ ମୋନାଲିସା ଅନେକ କଥା କହିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।