Movie prime

ପୁଣି ବିବାଦରେ ହ୍ୟୁମାନ ସାଗର ଦେଖନ୍ତୁ ଶେଷରେ ମୁଁହ ଖୋଲିଲେ ରୁକୁ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଓଲିଉଡ ଜଗତର କିଛି ଖବର ଆପଣମାନେ ପାଇପାରିବେ । ଓଲିଉଡ ବଲିଉଡ ଏବଂ ସିନେମା ଜଗତର ସବୁ ଖବର ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଜାଣିଥିବେ । ଏହି କଣ୍ଠଶିଳ୍ପୀ ଜଣକ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । 
Gh
ଏବେ ଏହି କଣ୍ଠଶିଳ୍ପୀ ଜଣଙ୍କୁ ନେଇ କିଛି ଖବର ଆସିଛି । ଏବେ କଣ୍ଠଶିଳ୍ପୀ ରୁକୁ ସୁନା କିଛି କଥା କହିଛନ୍ତି । ଏହି କଣ୍ଠଶିଳ୍ପୀ ଜଣକ ଅନେକ କିଛି କଥା କହିଛନ୍ତି । କଣ୍ଠଶିଳ୍ପୀ ରୁକୁ ସୁନା କହିଛନ୍ତି କିଛିଦିନ ହେବ ଖବର ଓଡ଼ିଶା ନାମକ ଫେସବୁକ୍ ପେଜରେ ତାଙ୍କର କିଛି ଭିଡିଓ ଭାଇରାଲ ହୋଇଥିଲା । ଆଉ ଏହି ଭିଡିଓ ବିଷୟରେ ସେ ଅନେକ କିଛି କଥା କହିଛନ୍ତି । ଏବେ କଣ୍ଠଶିଳ୍ପୀ ରୁକୁ ସୁନା ଏବଂ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଲୋକମାନେ ଅଭିଯୋଗ ଆଣିଛନ୍ତି । 
Bb
ଆଉ ତାଙ୍କ ନାଁରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଏବେ ଏହି କଥାକୁ ନେଇ କଣ୍ଠଶିଳ୍ପୀ ରୁକୁ ସୁନା କିଛି କଥା କହିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ସେ ଅଭିଯୋଗ କରିଛନ୍ତି । ଏହି ଭିଡିଓ ସେ ପୁରା ଛାଡ଼ି ନାହାଁନ୍ତି । ଆଉ ଏହି ଭିଡିଓ ବହୁତ ପୁରାତନ । ଏହି ଭିଡିଓ ୨୦୨୨ ମସିହାର । ସେତେବେଳେ ତାଙ୍କୁ ପଚାରି ଯାଇଥିଲା ଆପଣଙ୍କ ଶୋ ରେ ଏତେ ଭିଡ କାହିଁକି ? ଏହାପରେ କଣ୍ଠଶିଳ୍ପୀ ରୁକୁ ସୁନା କହିଥିଲେ ସେ କେବଳ ଗୀତ ଗାଆନ୍ତି ନାହିଁ ସେ କମେଡି ବି କରନ୍ତି ।
ସେ କେଉଁ ସିଙ୍ଗର ଏହି ଗୀତ ଗାଇଥିଲେ କେମିତି ଗାଇଥାନ୍ତେ ଏହିସବୁ କଥା ସେ କହୁଥିଲେ ଆଉ ଏହି କଥା ଶୁଣି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ହସିଥିଲେ । ଆଉ ଏହି ସବୁ ଭିଡିଓ କରାଯାଇଛି । ଆଉ ଏହି ଭିଡିଓ ଦେଖି ଲୋକମାନେ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । କଣ୍ଠଶିଳ୍ପୀ ରୁକୁ ସୁନା କହିଛନ୍ତି ଏଥିରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କିଛି ଦୋଷ ନାହିଁ । ସେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଅନେକ ଗୀତ ଗାଇଛନ୍ତି । ସେ ଏଭଳି କିଛି ଭଗବାନଙ୍କୁ ନେଇ କହି ନାହାଁନ୍ତି । ଯଦି ତାଙ୍କ କଥା ଜଗନ୍ନାଥ ପ୍ରେମୀଙ୍କୁ କଷ୍ଟ ଦେଇଛି ତାହେଲେ ସେଥିପାଇଁ ସେ କ୍ଷମା ମାଗିଛନ୍ତି ।