Movie prime

ପୁଣି ଅଚାନକ ଏତିକି ଖସିଲା ସୁନା ଦର ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଅପଡଟେ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Hh
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ କମିଲା ସୁନାଦର। ଲଗାତାର କିଛିଦିନ ହେବ ସୁନାଦରରେ ହ୍ରାସ ପାଉଛି। ୭ ରୁ ୮ ଦିନ ମଧ୍ୟରେ ଖସି ଯାଇଛି ସୁନାଦର। 
Bh
ଗତ ୨୧ ତାରିଖରେ ସୁନାଦର୍ ୭୫ ହଜାର ଟପି ଯାଇଥିବା ବେଳେ ୨୨ ତାରିଖ ବେଳକୁ ଟିକେ ହ୍ରାସ ପାଇଥିଲା ସୁନାଦର। ୨୩ ତାରିଖ ବେଳକୁ ସୁନାଦର୍ ସ୍ତିର୍ ରହିଥିବା ବେଳେ ପୁଣି ୨୪ ତାରିଖ ବେଳକୁ କମିଥିଲା ସୁନାଦର। ଏହାପରେ ଲଗାତାର ୨୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥିର ରହିଛି ସୁନାଦର।
୯୦୦ ଟଙ୍କା କମି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାଦର ୧୦ ଗ୍ରାମ ପ୍ରତି ୬୬ ହଜାର ୪୦୦ ଟଙ୍କା ହେଇଥିବା ବେଳେ ୨୪ କ୍ୟାରେଟ ସୁନା ୭୨ ହଜାର ୪୪୦ ଟଙ୍କା ରହିଛି। ଆଗ କିଛିଦିନ ଅପେକ୍ଷା ଏହି ଦୁଇଦିନ ହେବ ସୁନାଦର ବହୁ ପରିମାଣରେ ତଳକୁ ଖସିଛି।
ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାଦର ୬୪ ହଜାର ୪୦୦ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନାଦର ୭୨ ହଜାର ୪୦ ଟଙ୍କା ହେଇଛି। ଏଥିସହିତ ମୁମ୍ୱାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ମୂଲ୍ୟ ୬୪ ହଜାର ୪୦୦ ଟଙ୍କା ଓ ୭୨ ହଜାର ୪୦୦ ଟଙ୍କା ରେକଡ୍ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ୬୬ ହଜାର ୫୫୦ ଟଙ୍କା ଓ ୨୪ କ୍ୟାରେଟର ମୂଲ୍ୟ୭୨ ହଜାର ୫୯୦ ଟଙ୍କା ହେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.