Movie prime

ଅନ୍ଧାର ରାସ୍ତାରେ ନ ଜାଣି ପାରି ୩୦ଫୁଟ୍ ତଳକୁ ଖସିପଡିଲେ, ଚାଲିଗଲା ଜୀବନ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ବନ୍ଧୁଗଣ ଆଜି ପ୍ରଶାସନିକ ଅବହେଳା ଯୋଗୁଁ ଅକାଳରେ ଜଣଙ୍କର ଜୀବନ ଚାଲି ଯାଇଛି। ଜଣେ ଯୁବକ ୩୦ଫୁଟ ବ୍ରିଜ ତଳକୁ ଖସି ଯିବା ଫଳରେ ତାଙ୍କର ମୃ-ତ୍ୟୁ ଘଟିଛି। ଘରକୁ ଫେରୁଥିବା ସମୟରେ ଘଟିଛି ଏଭଳି ଅଭାବନୀୟ ଦୁ-ର୍ଘ-ଟ-ଣା। ସୂଚନା ଅନୁସାରେ ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ନିକଟରେ ଭଗ୍ନ ଅବସ୍ଥାରେ ଥିବା ପୋଲର ତଳକୁ ଖସି ଜଣେ ବାଇକ ଚାଳକ ଗୁରୁତର ଅବସ୍ଥାରେ ଆହତ ହେଇଛନ୍ତି। 
Bb
ତାଙ୍କର ପରବର୍ତ୍ତୀ ସମୟରେ ମୃ-ତ୍ୟୁ ହେଇଛି। ଦୁଇବର୍ଷ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଉକ୍ତ ବ୍ରିଜ ଭୁଷୁଡି ପଡ଼ିଥିଲା। ବର୍ତ୍ତମାନ ଭଙ୍ଗା ପୋଲ ପାଖରେ ଏକ ଅସ୍ଥାୟୀ ପୋଲ କରାଯାଇଛି। ବାଇକ୍ ଚାଳକ ଜଣଙ୍କ ଜାଣିନପାରି ପୁରୁଣା ଭଙ୍ଗା ପୋଲ ଆଡ଼କୁ ଚାଲିଯିବାରୁ ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଗାଁ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଚାଳକଙ୍କୁ ଉଦ୍ଧାର କରିବା ସହ କୋରାପୁଟ ସଦର ଥାନା ଓ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। 
ସଦର ଥାନା ପୋଲିସ ଅଗ୍ନିଶମ ଟିମ ଓ ଆମ୍ବୁଲାନ୍ସ ସହ ପହଞ୍ଚି ଗୁରୁତର ଅବସ୍ଥାରେ ବାଇକ୍ ଚାଳକଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷଣ ନାୟକ କଲେକ୍ ଓ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃ-ତ୍ୟୁ ଘୋଷଣା କରିଛନ୍ତି। ତେବେ ବାଇକ୍ ଚାଳକଙ୍କର ଗାଡ଼ି ପୁରା ଭାଙ୍ଗି ଯାଇଛି। ଅନ୍ଧାର ରାସ୍ତାରେ କିଛି ଦେଖା ଯାଇନଥିଲା ଆଉ ହଠାତ ଯୁବକ ଜଣଙ୍କ ବ୍ରିଜ ତଳକୁ ଖସି ପଡ଼ିଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃ-ତ୍ୟୁ ଘଟିଥିଲା।