Movie prime

ଏହି କାରଣ ପାଇଁ ମିଳିଲାନି ଅନୁଭବ ମହାନ୍ତିଙ୍କୁ ଟିକେଟ !! ଜାଣନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ ଖବର

 
Anubhav
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ଅନେକ ଦିନ ହେବ ରାଜନୀତିରେ ପାଦ ଦେଇଥିଲେ । ଏହି ଅଭିନେତା ଜଣକ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଭାବରେ ନିର୍ବାଚନରେ ଛିଡ଼ା ହୋଇ ବିଜୟ ଲାଭ କରି ଶାସନ କରିଥାନ୍ତି ।
ସେ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ଭାବରେ କାର୍ଯ୍ୟ କରନ୍ତି । ଏହି ନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି । ନିକଟରେ ଆପଣମାନେ ଏକ ଖବର ଶୁଣିଥିବେ ଯେଉଁ ଖବର ହେଉଛି ଅନେକ ନେତା ବିଜେଡି ଦଳ ଛାଡ଼ି ବିଜେପି ଦଳରେ ମିଶିଛନ୍ତି। 
Hb
ଏହି ନେତାମାନଙ୍କ ଭିତରେ ଅନୁଭବ ମହାନ୍ତି ମଧ୍ୟ ଥିଲେ । ଅନୁଭବ ମହାନ୍ତି ବିଜେଡି ଦଳ ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ ଏଥର ଟିକେଟ ମିଳିଲା ନାହିଁ ଆଉ ଏହାର କାରଣ କଣ ରହିଛି ତାହା ଆପଣମାନେ ଜାଣିପାରିବେ । ଅନୁଭବ ମହାନ୍ତିଙ୍କୁ ଟିକେଟ ନ ମିଳିବା ପଛରେ ରହିଛି ବଡ କାରଣ ।
ବର୍ଷାଙ୍କ ଉପରେ ଘରୋଇ ହିଂସା ନଷ୍ଟ କରିଦେଲା ଅନୁଭବ ମହାନ୍ତିଙ୍କ ରାଜନୀତି ଜୀବନ । ସେ କେନ୍ଦ୍ରାପଡ଼ାରୁ ଟିକେଟ ପାଇଲେ ନା କଟକ ବାରବାଟୀରୁ ଟିକେଟ ମିଳିଲା । ଟିକେଟ ପାଇବା ଆଶାରେ ସେ ବିଜେପି ଦଳରେ ମିଶିଥିଲେ ।
ଆଉ ବିଜେଡି ଦଳ ଛାଡିଥିଲେ । କିନ୍ତୁ ବିଜେପି ତାଙ୍କୁ ଟିକେଟ ଦେଲା ନାହିଁ । ଏବେ ତାଙ୍କୁ ଟିକେଟ ନ ମିଳିବାର କାରଣ ସାମ୍ନାକୁ ଆସିଛି । ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଚାର୍ଜସିଟ୍ ଦାଖଲ କରିଛନ୍ତି । ଘରୋଇ ହିଂସା ହେଉଛି ବୋଲି ସେ କହିଛନ୍ତି ।
Uu
ବିଜେପି ଟିକେଟ ଦେବା ପୂର୍ବରୁ ଯେଉଁ ବ୍ୟକ୍ତିଙ୍କୁ ଟିକେଟ ଦେବ ତାଙ୍କର ପୁରା ଯାଞ୍ଚ କରେ । ଆଉ ଅନୁଭବ ମହାନ୍ତିଙ୍କୁ ଯାଞ୍ଚ କରିବା ପରେ ଦଳ ଜାଣିଥିଲା କି ସେ ପୁଣି ପାରିବାରିକ ମାମଲାରେ ଫସିବାକୁ ଯାଉଛନ୍ତି ଆଉ ସେଥିପାଇଁ ତାଙ୍କୁ ଟିକେଟ ଦେଇନଥିଲା ।
ଆଉ ଏହି ଟିକେଟ ନ ଦେବାର କାରଣ ଏହା ବୋଲି ଏବେ ଚର୍ଚ୍ଚା ହେଉଛି । ତାଙ୍କୁ କଟକ ବାରବାଟି ବିଧାନସଭା ଆସନରୁ ଟିକେଟ ଦେବା ବଦଳରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଜେପି ଦେଇଛି ବୋଲି ଚର୍ଚ୍ଚା ହେଉଛି । ବିଜେଡି ଛାଡ଼ି ବିଜେପିରେ ମିଶିଲେ 
କିନ୍ତୁ ଟିକେଟ ମିଳିଲା ନାହିଁ ।
ଆଉ ତାଙ୍କର ରାଜନୀତି ଜୀବନ ସତେ ଯେପରି ନଷ୍ଟ ହୋଇଗଲାଣି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ସେ ପୁଣି ପାରିବାରିକ ବିବାଦରେ ଫସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଗାମୀ ୧୦ ତାରିଖରେ ସେ କୋର୍ଟ ଯିବେ ବୋଲି ଖବର ଆସିଛି ।