Movie prime

ଆପଣଙ୍କ ଗ-ର୍ଭ-ରେ ପୁଅ ଅଛି ନା ଝିଅ ଦେଖନ୍ତୁ ଏହି ୬ ଟି ଗୁପ୍ତ ଉପାୟ ରେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯେତେବେଳେ ଜଣେ ମହିଳା ଗ-ର୍ଭ-ବ-ତୀ ହୋଇଥାଏ ସେତେବେଳେ ସେହି ମହିଳା ମନରେ ଜାଣିବା ପାଇଁ ଆଗ୍ରହ ରହିଥାଏ କି ତାଙ୍କ ପେଟରେ ଥିବା ସନ୍ତାନ ପୁଅ ହେବ ନା ଝିଅ।
ଯଦିଓ ଆମ ଦେଶରେ ଭ୍ରୁ-ଣର ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ କିନ୍ତୁ ପ୍ରତ୍ୟେକ ମା ଏହା ଜାଣିବା ପାଇଁ ଚାହିଁଥାନ୍ତି କି ପେଟରେ ଥିବା ସନ୍ତାନ ପୁଅ ହେବ ନା ଝିଅ। କାରଣ ଆସୁଥିବା ସନ୍ତାନକୁ ସେମାନେ ସେହି ହିସାବରେ ସ୍ବାଗତ କରି ପାରିବେ। 
ଆମ ଦେଶ ବିଦେଶରେ ଏମିତି ବହୁତ୍ ଜ୍ଞାନୀ ଗୁଣୀ ଜନ ରହିଛନ୍ତି ଯେଉଁମାନେ ଗ-ର୍ଭ-ବ-ତୀ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ କରି କହି ଦେଇ ପାରନ୍ତି କି ଗ-ର୍ଭରେ ଥିବା ଶିଶୁ ପୁଅ ନା ଝିଅ।
ଏହି ଅନୁମାନ ସବୁବେଳେ ଯେ ସଠିକ ତାର କିଛି ଗ୍ୟାରେଣ୍ଟି ନାହିଁ ବେଳେବେଳେ ଏହା ସଠିକ ହୁଏତ ଆଉ କେତେବେଳେ ଏହା ଭୁଲ ମଧ୍ୟ ପ୍ରମାଣିତ ହୋଇଛି। ଆଜି ଆମେ ଆପଣଙ୍କୁ କିଛି ଏମିତି ଲକ୍ଷଣ ବାବଦରେ ଜଣାଇବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ। 
୧. ଯଦି ଗ-ର୍ଭ-ବ-ତୀ ମହିଳାର ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ। ସେହିପରି ଯଦି ପେଟର ଆକାର ଚଉଡା ଅଛି ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ।
୨. ଯେଉଁ ମହିଳାଙ୍କର ପ୍ରେଗନେନ୍ସିର ପ୍ରଥମ ୩ ମାସରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରବର୍ତ୍ତୀ ୩ ମାସରେ ଅଧିକାଂଶ କଥାରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ ତେବେ ହେବାକୁ ଥିବା ଛୁଆ ପୁଅ ହୋଇ ପାରେ। ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ଖୁସିର ଭାବନା ପ୍ରକାଶ କରିଥାନ୍ତି।
୩. ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣା ଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେସି ହୋଇଥାଏ ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ।
୪. ପ୍ରଥମେ ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିଶ୍ରା ନେବେ ଏଥିରେ ଗୋଟିଏ ଚାମଚ ବେକିଂ ସଢା ପକାଇବେ। କୁହାଯାଏ ଯେ ଯଦି ବେକିଂ ସଢା ପକେଇଲା ପରେ ପରିଶ୍ରାରେ ଫେଣ କିମ୍ବା ଫୁଟ ଫୁଟକା ହୋଇଥାଏ ତେବେ ଗର୍ଭରେ ଝିଅ ଅଛି। ଯଦି ସଢା ପକାଇଲା ପରେ କୌଣସି ପରିବର୍ତ୍ତନ ନଆସେ ତେବେ ଗର୍ଭରେ ପୁଅ ଥାଇପାରେ।
୫. ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଛା ହୋଇଥାଏ ତେବେ ତାଙ୍କ ପେଟରେ ଝିଅ ହୋଇଥାଏ। ଅନ୍ୟପକ୍ଷେ ଯଦି ତାଙ୍କୁ ଅଧିକ ଖଟା ଚଟପଟା ମସଲା ଯୁକ୍ତ ଖାଦ୍ୟ ଏବଂ ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ।
୬. ଯଦି ମହିଳାଙ୍କର ପେଟରେ ପୁଅ ଥାଏ ତେବେ ତାଙ୍କର ଫେସରେ ବ୍ରଣ ଆଦି ସମସ୍ୟା ଅଧିକ ଦେଖା ଯାଇଥାଏ। ଅନ୍ୟପକ୍ଷେ ଯଦି ମହିଳାଙ୍କ ରଙ୍ଗରେ ନିଖାର ଆସିଥାଏ ତ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.