ଅପରେସନର ଦୁଇ ବର୍ଷ ପରେ ପେଟରୁ ବାହାରିଲା କଇଁଚି ଆଉ ତାପରେ
Updated: Dec 3, 2024, 14:51 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଜାଣିବା ସହ ଢେଙ୍କାନାଳ ଜିଲ୍ଲାରେ ଘଟିଥିବା ଗୋଟିଏ ଘଟଣା ସମ୍ପର୍କରେ ଜାଣିପାରିବେ । ଏବେ ଏହି ଘଟଣା ହେଉଛି ଜଣେ ସ୍ତ୍ରୀକୁ ତାର ସ୍ଵାମୀ ହ-ତ୍ୟା କରିଛି । ଜଣେ ପାଗଳ ସ୍ଵାମୀ ଘଟାଇଛି ଉନ୍ମୁକ୍ତ କାଣ୍ଡ । ଏହି ପାଗଳ ସ୍ଵାମୀ ଜଣକ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ହାଣି ହ-ତ୍ୟା କରିଛି । ଏହି କାଣ୍ଡ ସେ ଘଟାଇବାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।
ଜଣେ ସ୍ଵାମୀ ଏଭଳି କାମ କରିବ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସ୍ଵାମୀ ଆଉ ସ୍ତ୍ରୀର ସଂପର୍କ ବହୁତ ମଧୁର ହୋଇଥାଏ କିନ୍ତୁ ଯଦି ଜଣେ ସ୍ଵାମୀ ଏଭଳି କାମ କରିବ ତାହେଲେ ଏହି ସମାଜ ଆଉ କାହାକୁ କହିବ । ଏବେ ଏହି ବ୍ୟକ୍ତି ଜଣକ ତାର ପାଗଳାମି ପାଇଁ ଏଭଳି ସବୁ କାମ କରିଛି । ଏବେ ଏହି ସ୍ଵାମୀ ଜଣକ ଏଭଳି କିଛି କରିଛନ୍ତି । ସ୍ଵାମୀ ଜଣକ ପୂର୍ବରୁ ଭଲ ଥିଲେ କିନ୍ତୁ ଏଭଳି କିଛି କରିବେ ବୋଲି କେହି କେବେ ଭାବି ନଥିଲେ । ସ୍ଵାମୀ ଜଣକ ନିଜର ପାଗଳାମି କାରଣରୁ ସ୍ତ୍ରୀକୁ ଜୀବନରୁ ମାରି ଦେଇଛି ।
ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡା ଥାନା ମଝିକା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଗାଁର ଜଣେ ବ୍ୟକ୍ତି ଯିଏ କି ପାଗଳ ହୋଇ ଯାଇଥିଲେ । ସେ ଟାଣ ସ୍ତ୍ରୀକୁ ରାତିରେ ଟାଙ୍ଗିଆରେ ହାଣି ହ-ତ୍ୟା କରିଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଗା ଦେହୁରୀ ଏବଂ ତାଙ୍କ ସ୍ତ୍ରୀ ହେଉଛନ୍ତି ଝୁମୁରୀ ଦେହୁରୀ । ଏହି ପାଗଳ ସ୍ଵାମୀ ଜଣକ ନିଜ ସ୍ତ୍ରୀକୁ ହ-ତ୍ୟା କରିଦେଇ ଗାଁ ଶ୍ମଶାନରେ ପୋତି ଦେବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସେଠାରେ ପୋଲିସ ପହଞ୍ଚି ଯାଇଥିଲେ ।
ପୋଲିସ ପହଞ୍ଚି ଏହି ବ୍ୟକ୍ତି ଜଣଙ୍କୁ ଅଟକାଇଥିଲେ । ଆଉ ଏବେ ତାଙ୍କ ସ୍ତ୍ରୀଙ୍କ ଶବକୁ ନେଇ ବ୍ୟବଚ୍ଛେଦ କରିବାକୁ ପଠାଇଛି । ପୋଲିସ ଟାଙ୍ଗିଆକୁ ଉଦ୍ଧାର କରିବା ସହ ଏହି ବ୍ୟକ୍ତି ଜଣଙ୍କୁ ଗିରଫ କରିଛି । ସ୍ତ୍ରୀ ଜଣକ ଶୋଇଥିବା ସମୟରେ ଏଭଳି ଘଟଣା ଘଟେଇଥିଲା ପାଗଳ ସ୍ଵାମୀ । ଏବେ ଏହି ବ୍ୟକ୍ତି ଜଣକ ପରିବାର ଲୋକେ କହିଛନ୍ତି ତାଙ୍କ ପୁଅ ତିନିଦିନ ହେଲା ପାଗଳ ହୋଇଯାଇଛି ଆଉ ତାକୁ ଆୟତ୍ତ କରିବା ସମ୍ଭବ ନଥିଲା । ସେ ତାର ପାଗଳାମିରୁ ଏଭଳି କରିଛି ବୋଲି ଘରଲୋକ କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସେହି ଗାଁରେ ଚର୍ଚ୍ଚା ହେଉଛି ।