Movie prime

ବଡ଼ ଖବର ଗାଦି ସମ୍ଭାଳିବେ ରକ୍ତ ସଂପର୍କୀୟ ଅରୁଣ ପଟ୍ଟନାୟକ ଦେଖନ୍ତୁ ଆସିଲା ବହୁତ୍ ବଡ଼ ତଥ୍ୟ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Gg
ବନ୍ଧୁଗଣ ୨୪ ବର୍ଷର ସରକାର ଭାଙ୍ଗିଯାଇଛି। ଦଳକୁ ସମ୍ଭାଳି ପାରିନାହାନ୍ତି ନବୀନ ପଟ୍ଟନାୟକ। କିନ୍ତୁ ବିଜୁ ପଟ୍ଟନାୟକଙ୍କ ପରେ ନବୀନ ପଟ୍ଟନାୟକ ବିଜେଡିରୁ ମୁଖ୍ୟମନ୍ତ୍ରୀ ହୋଇ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କଲେ। ହେଲେ ଏବେ ବିଜେଡିକୁ କିଏ ସମ୍ଭାଳିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଏବେ ନବୀନ ପଟ୍ଟନାୟକଙ୍କ ସାହାର ଅରୁଣ ପଟ୍ଟନାୟକ ହେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅରୁଣ ପଟ୍ଟନାୟକଙ୍କ ସହ ରହିଛି ନବୀନଙ୍କର ରକ୍ତ ସମ୍ପର୍କ। 
Vv
ଓଡ଼ିଶାର ଜନସାଧାରଣ ଅରୁଣଙ୍କ ମୁହଁରେ ଦେଖିପାରିବେ ନବୀନ ପଟ୍ଟନାୟକଙ୍କ ମୁହଁକୁ। ଅରୁଣ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ନିଜ ପୁତୁରା। ସେ ଜଣେ ଯୁବ ଉଦ୍ୟୋଗୀ ଅରୁଣ ପୂର୍ବରୁ ଅନେକଥର ନିଜର ରାଜନୈତିକ କ୍ୟାରିୟର ଉପରେ କିଛି କହିବାକୁ ମନା କରିଛନ୍ତି। କିନ୍ତୁ ସମସ୍ତେ କହୁଛନ୍ତି ଅରୁଣ ହେଉଛନ୍ତି ନବୀନଙ୍କ ଉତ୍ତରାଧିକାରୀ। ଅରୁଣ ଶେଷ ସମୟରେ ନବୀନ ପଟ୍ଟନାୟକଙ୍କ ହାତ ଧରି ପାରନ୍ତି ବୋଲି କୁହାଯାଉଛି। 
t
ବିଜୁ ପଟ୍ଟନାୟକଙ୍କ ପରେ ଯେମିତି ତାଙ୍କ ପୁଅ ନବୀନ ଆସିଥିଲେ। ସେମିତି ନବୀନଙ୍କ ହାତ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ଧରି ପାରନ୍ତି। କିନ୍ତୁ ଏନେଇ ଅରୁଣ ପଟ୍ଟନାୟକଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିପାରନାହିଁ। ସେପଟେ ଏବେ ନବୀନ ନିବାସରେ ଘନ ଘନ ବୈଠକ ବସିବାରେ ଲାଗିଛି। ପରାଜୟର ପୋଷ୍ଟମଟମ କରୁଛନ୍ତି ନବୀନ ପଟ୍ଟନାୟକ। ତେବେ ଦଳର ପରାଜୟ ପରେ ପାଣ୍ଡିଆନଙ୍କୁ ଦିଲ୍ଲୀକୁ ପଠାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।