Movie prime

ମନା କରିଦେଲେ ଅରୁଣ ପଟ୍ଟନାୟକ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର ! ଚିନ୍ତାରେ ପଡିଲେ ମୁଖ୍ୟମନ୍ତ୍ରୀ କିଏ ହେବ ଉତ୍ତରାଧିକାରୀ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଆପଣମାନେ ପାଇ ପାରୁଥିବେ । ଆପଣମାନେ ସମସ୍ତେ ବିଜେଡି ଦଳ ଆଉ ବିଜେପି ଦଳ ମଧ୍ୟରେ ଚାଲିଥିବା ଟକ୍କର ବିଷୟରେ ଜାଣିଥିବେ । ଓଡ଼ିଶାରେ ବିଜେଡି ଦଳ ପରାଜୟ ଲାଭ କରିଥିବା ବେଳେ ବିଜେପି ଦଳ ବିଜୟ ଲାଭ କରିଛି । 
Bb
ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କେହି ନାହାନ୍ତି । ସେ ବିବାହ କରିନାହାନ୍ତି । ତାଙ୍କ ଭାଇଙ୍କର ପୁଅ ଅରୁଣ ପଟ୍ଟନାୟକ ତାଙ୍କର ଉତ୍ତରାଧିକାରୀ ଅଟନ୍ତି । ଏବେ ବିଜେଡି ଦଳର ନେତାମାନେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀଙ୍କୁ ନେଇ ଅନେକ ଆଶା ରଖିଛନ୍ତି । ଏବେ ଏହାକୁ ନେଇ କିଛି ଖବର ଆସିଛି । ଏବେ ଅରୁଣ ପଟ୍ଟନାୟକଙ୍କୁ ନେଇ ଥିବା ଆଶା ମଉଳି ଗଲା । ଏବେ ନବୀନ ପଟ୍ଟନାୟକ ବୁଝି ପାରୁନାହାନ୍ତି ସେ କଣ କରିବେ । 
କିଏ ଦଳର ଉତ୍ତରାଧିକାରୀ ହେବ ଏହାକୁ ନେଇ ଏବେ ବଢିଛି ଚିନ୍ତା । ଦଳ ରହିବ ନା ପୁରା ଭାଙ୍ଗିଯିବ ତାହା ଜଣାପଡ଼ି ନାହିଁ । ଅରୁଣଙ୍କୁ ନେଇ ଯେଉଁ ଆଶା ଥିଲା ତାହା ଏବେ ମଉଳି ଯାଇଛି । ଦଳର ଉତ୍ତରାଧିକାରୀ ହେବାକୁ ଅରୁଣ ପଟ୍ଟନାୟକ ମନା କରୁଥିବା ବେଳେ ଏବେ ଚିନ୍ତାରେ ବିଜେଡି ଦଳର ମୁଖ୍ୟ ନବୀନ ପଟ୍ଟନାୟକ । ବିଜୁ ବାବୁ ଦଳର ସବୁ ଦାୟିତ୍ଵ ନବୀନଙ୍କ ଉପରେ ଦେଇଥିଲେ ଏବେ ସେ ଏହି ଭାର କାହାକୁ ଦେବେ ଏନେଇ ସେ ଚିନ୍ତାରେ ଅଛନ୍ତି । ୨୪ ବର୍ଷର ସରକାର ଭାଙ୍ଗିଗଲା । 
ଦେଖୁ ଦେଖୁ ସବୁକିଛି ବଦଳି ଗଲା । ନବୀନ ନିବାସ ଏବେ ଖାଲି ପଡ଼ିଛି । ଦେଖୁ ଦେଖୁ ସେଠାକୁ ନେତାମାନଙ୍କର ଯିବା ଆସିବା ବି କମି ଗଲାଣି । ଆଉ ସୁରକ୍ଷା ମଧ୍ୟ କମିବାକୁ ଲାଗିଲାଣି । ଏବେ ନବୀନ ନିବାସ ପୁରା ନିସ୍ତବ୍ଧ । ଆଉ ଏହାରି ଭିତରେ ଉତ୍ତରାଧିକାରୀଙ୍କୁ ନେଇ ନବୀନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କିଏ ଉତ୍ତରାଧିକାରୀ ହେବ ଆଉ କାହା ହାତରେ ବିଜେଡି ଦଳର ଦାୟିତ୍ଵ ଦେବେ । ଅରୁଣ ପଟ୍ଟନାୟକ ମନା କରିବା ପରେ ବାହାର କାହାକୁ ବାଛିବାକୁ କଥା ଜୋର୍ ଧରିଛି । ଏବେ ଓଡ଼ିଶାବାସୀ ବିଜେଡି ଦଳର ଉତ୍ତରାଧିକାରୀଙ୍କୁ ଅପେକ୍ଷା କରିଛନ୍ତି । ଅନ୍ୟ କେହି ଆସିଲେ ଦଳ ଭଙ୍ଗାଯିବ ବୋଲି ସୂଚନା ମିଳୁଛି । ଏବେ ଏଭଳି ଅନେକ କଥା ସାମନାକୁ ଆସୁଛି ।