Movie prime

ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ ଓଡ଼ିଶା ମୁହଁରେ ସକ୍ରିୟ ବାତ୍ୟା...

 
Hg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଦେଶ, ବିଦେଶ ଏବଂ ଅନେକ ଅଞ୍ଚଳର ଖବର ପାଇବା ସହ ଏବେ ପାଣିପାଗ ସମ୍ବନ୍ଧୀୟ କିଛି ଖବର ପାଇପାରିବେ । ପାଣିପାଗକୁ ନେଇ ଆସିଛି କିଛି ଖବର ଯାହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏବେ ସାମ୍ନାକୁ ଆସିଲା ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଉ ଏହି ଲଘୁଚାପ ପ୍ରଭାବରେ ଅନେକ କିଛି କ୍ଷତି ହୋଇପାରେ ।
Tt
ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତାକାଲି ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଅନେକ କିଛି କ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଆଜି ଆଉ ଆସନ୍ତାକାଲି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ପଛକୁ ପଛ ସୃଷ୍ଟି ହେଉଛି ଲଘୁଚାପ ଆଉ ଏହି ଲଘୁଚାପ ଯୋଗୁଁ ବର୍ଷା ହେବ ବୋଲି ସୂଚନା ମିଳିବା ସହ ପାଣିପାଗ ବିଭାଗ ଏନେଇ ଅନେକ କିଛି ସୂଚନା ଦେଇଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Gg
ଏହି ଲଘୁଚାପ ଶ୍ରୀଲଙ୍କା ଉପକୂଳ ଛୁଇଁପାରେ ବୋଲି ସୂଚନା ମିଳିଛି । ଏହି ଲଘୁଚାପ ପ୍ରଭାବରେ କେରଳ, ତାମିଲନାଡୁ ଏବଂ ଶ୍ରୀଲଙ୍କାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଉପକୂଳ ଆନ୍ଧ୍ରପ୍ରଦେଶରେ ବର୍ଷା ହୋଇପାରେ ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ପୂର୍ବ ଆଣ୍ଡମାନ ସାଗରରେ ଲଘୁଚାପ ରୂପ ନେବ ବୋଲି ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏଭଳି ସବୁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 
ଆସନ୍ତା ୨୪ ଘଣ୍ଟା ଭିତରେ ଏହି ଲଘୁଚାପ ଅବପାତର ରୂପ ନେବ ବୋଲି ସୂଚନା ମିଳିଛି । ଏହି ଅବପାତ ଶ୍ରୀଲଙ୍କା ଏବଂ ଦକ୍ଷିଣ ତାମିଲନାଡୁ ଆଡ଼କୁ ଯିବ ବୋଲି କୁହାଯାଇଛି । ପଶ୍ଚିମ ବାୟୁ ପ୍ରଭାବରେ ଆଜି ଆଉ ଆସନ୍ତା କାଲି ବର୍ଷା ହୋଇପାରେ ବୋଲି ସୂଚନା ମିଳିବା ସହ ଅନେକ ଅଞ୍ଚଳରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ସୂଚନା ମିଳିଛି କି ଆଜି ଅନୁଗୁଳ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଉତ୍ତର ଓଡ଼ିଶା ସହ ଅନେକ ସ୍ଥାନରେ ବର୍ଷା ହେବା ସହ କୁଆପଥର ବର୍ଷା ହେବ ବୋଲି ସୂଚନା ମିଳିଛି ।

Around The Web