Movie prime

ଆସିଲା ବାତ୍ୟାର ନୂଆ ମଡେଲ....ଏହି ସବୁ ସ୍ଥାନରେ ହେବ ଲ୍ୟାଣ୍ତଫଲ୍...!

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାତ୍ୟା ଏବେ ଅବପାତ ର ରୂପ ନେଇ ସାରିଛି। ଆଉ ଯାହା ଜଣା ପଡ଼ିଛି କି ଆଗକୁ ଏହା ସାମୁଦ୍ରିକ ଝଡ଼ର ମଧ୍ୟ ରୂପ ନେବା ପାଇଁ ଯାଉଛି। ବର୍ତ୍ତମାନ ସମୟରେ ଏହା ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରିବାରେ ଲାଗିଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଏହାର ଗତିପଥ ରହିଛି। ଆସନ୍ତା କାଲି ସକାଳୁ ଯାହା ଜଣା ପଡ଼ିଛି କି ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବ ଆଉ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରହିବ।
Bg
ଏହା ଉତ୍ତର ପଶ୍ଚିମ ଦିଗରେ ମଧ୍ୟ ଗତି କରିବ। ଆସନ୍ତା କାଲି ସନ୍ଧ୍ୟା ସମୟରେ ମଧ୍ୟ ବାତ୍ୟାରେ ମଧ୍ୟ ପରିଣତ ହେବ।୨୪ ତାରିଖ ସକାଳୁ ନିକଟତର ହୋଇ ଏକ ଭୀଷଣ ବାତ୍ୟାର ରୂପ ନେଇଛି। ଆସନ୍ତାକାଲି ଦିନ ୧୧:୩୦ ସୁଦ୍ଧା ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବା ପାଇଁ ଯାଉଛି। ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୧୧୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ୨୪ ତାରିଖ ଅପରାହ୍ନ ପରଠାରୁ ଉପକୂଳ କୁ ଅତିକ୍ରମ କରିବ।
Bb
୨୪ ରାତିରୁ ଏହା ପ୍ରକ୍ରିୟା ଆରମ୍ଭ କରି ତାହା ଭୀଷଣ ସାମୁଦ୍ରିକ ବାତ୍ୟା ହୋଇ ଉପକୂଳ କୁ ଅତିକ୍ରମ କରୁଛି। ଏହାର ପ୍ରଭାବ ସଂପୂର୍ଣ୍ଣ ଭାବରେ ଉପକୂଳବର୍ତ୍ତୀ ଉତ୍ତର ଓଡ଼ିଶା ଉପରେ ପଡ଼ିବ। ବାତ୍ୟାର ଆଖି ମଧ୍ୟ କାଲି ସମ୍ପୂର୍ଣ୍ଣ ଭାବରେ ଜଣା ପଡ଼ିଯିବ। ଏହାପରେ ଏହା ବାତ୍ୟାରେ ପରିଣତ ହେବ। ଯାହା ପରେ ଟ୍ରାକ ଟି ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇଯିବ। ଏହା କେନ୍ଦ୍ରାପଡ଼ାରୁ ଭଦ୍ରକ ମଧ୍ୟରେ ଗତି କରିବ ବୋଲି କୁହା ଯାଉଛି।
ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ ଯାଇଛନ୍ତି। କଣ କରିବେ କଣ ନାହିଁ ତାହା ସେ ଜାଣି ପାରୁ ନାହାଁନ୍ତି।ବର୍ତ୍ତମାନ ସମୟରେ କଣ ହେବ କଣ ନାହିଁ ସେନେଇ ସେ ଚିନ୍ତା ରେ ରହିଛନ୍ତି।ତେବେ ଏହାକୁ ନେଇ ଆପଣ ମାନେ କଣ ପ୍ରସ୍ତୁତ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.