ଅଶ୍ଳୀଳତା ଡାନ୍ସ ବ୍ୟାନ ହେଲା ପରେ ଖଣ୍ଡଗିରିରେ କୌଣସି ପାର୍ଟି ହାଉସଫୁଲ୍ ହେଉନି
Updated: Feb 14, 2025, 19:14 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଏବେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ଆସିଥିବା ଖବର ପାଇପାରିବେ । ଏବେ ଲାଇଟ୍, ସାଉଣ୍ଡ ଆଉ ପେଣ୍ଡାଲରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି । ପ୍ରଥମ ପର୍ଯ୍ୟାୟରେ କିଛି ଯାତ୍ରା ପାର୍ଟି ଯାଇଛି ଆଉ ଏବେ ଆଉ ଅନେକ କିଛି ଯାତ୍ରା ପାର୍ଟି ଆସୁଛି । ଏବେ ଯାତ୍ରା ସ୍ବପ୍ନ ମହଲ ଖଣ୍ଡଗିରିକୁ ଆସିଛି । ଖଣ୍ଡଗିରିରେ ଅ-ଶ୍ଳୀ-ଳ ନୃତ୍ୟ ବ୍ୟାନ କରାଯାଇଛି । ପୂର୍ବରୁ ଖଣ୍ଡଗିରିରେ ଯେଉଁ ଯାତ୍ରା ହେଉଥିଲା ତାହା ସବୁ ହାଉସଫୁଲ ରହୁଥିଲା । ଆଉ ଏବେ ଦର୍ଶକଙ୍କ ସଂଖ୍ୟା କମି ଯାଇଛି ।

ଏବର୍ଷ ଯାତ୍ରା ସେତେ ଭଲ ହେଉନାହିଁ । ଦର୍ଶକମାନେ ଯେଉଁ ପରିମାଣରେ ଆସୁଥିଲେ ସେମାନେ ଆଉ ଆସୁ ନାହାଁନ୍ତି । ଯାତ୍ରା ମଞ୍ଚରେ ଏଭଳି ଅନେକ କିଛି ଘଟଣା ଘଟୁଛି । ସେଠାରେ ପୂର୍ବରୁ ଅ-ଶ୍ଳୀ-ଳତା ହୋଇଥାଏ ଆଉ ଏବେ ଏହା ବ୍ୟାନ କରାଯାଇଛି । ପୂର୍ବରୁ ଏହି ଅ-ଶ୍ଳୀ-ଳ ପାଇଁ ଅନେକ ଲୋକ ଖଣ୍ଡଗିରି ଆସୁଥିଲେ । ଆଉ ସେହି ସମୟରେ ମଧ୍ୟ କିଛି ଲୋକ ଆସି ନଥାନ୍ତି । ଏବେ ଆସିଥିବା ଖବର ଅନୁଯାୟୀ ଏହି ଅ-ଶ୍ଳୀ-ଳତା ବନ୍ଦ ହୋଇଛି ଆଉ ଏହା ଭଲ ହୋଇଛି ।

କିଛି ଲୋକ ଏବେ ପରିବାର ନେଇ ଆସୁଛନ୍ତି । ପ୍ରକୃତରେ ଯଦି ନାଚ ଆଉ ଭଲ ନାଟକ ହେବ ତାହେଲେ ଲୋକମାନେ ଆସିବେ ବୋଲି କହିଛନ୍ତି । ଏହି ବ୍ୟକ୍ତି ଜଣକ ଅନେକ କିଛି କଥା କହିଛନ୍ତି ଖଣ୍ଡଗିରି ନାଟକକୁ ନେଇ । ସରକାରଙ୍କୁ ଏହି ସବୁ ବିଷୟରେ କୁହାଯାଇଛି । ଖଣ୍ଡଗିରିରେ ଅ-ଶ୍ଳୀ-ଳ ନାଚ ହେଲେ ଠେଙ୍ଗା ମାଡ ହେବ ବୋଲି କହିଥିଲେ । ଆଉ ଏହି କାରଣରୁ ସେଠାରେ ଏବେ ଅ-ଶ୍ଳୀ-ଳତା ବନ୍ଦ ହୋଇଛି । ରାଣୀ ପ୍ରିୟଦର୍ଶିନୀ ଖଣ୍ଡଗିରିକୁ ଆସିଥିଲେ । ଅ-ଶ୍ଳୀ-ଳ ବନ୍ଦ ହୋଇଛି ଆଉ ଏହା ବହୁତ ଭଲ ହୋଇଛି ।
ଷ୍ଟେଜ ଉପରେ ଯେଉଁ ଆଇଟମ ଗାର୍ଲମାନେ ଅଙ୍ଗ ପ୍ରଦର୍ଶନ କରୁଛନ୍ତି ତାଙ୍କୁ ବ୍ୟାନ କରାଯାଇଛି । ଖଣ୍ଡଗିରିକୁ ଅନେକ ଲୋକ ତାଙ୍କ ପରିବାର ସହିତ ଆସିଥାନ୍ତି । ଆଉ ସେତେବେଳେ ଏଭଳି ଅ-ଶ୍ଳୀ-ଳତା ନାଚ ହେବା ନିନ୍ଦନୀୟ ଅଟେ । ଆଉ ଏହା ବନ୍ଦ ହୋଇଛି ଭଲ ହୋଇଛି । ଅ-ଶ୍ଳୀ-ଳତା ନାଚ କରୁଥିବା କିଛି ଆଇଟମ ଗାର୍ଲମାନଙ୍କୁ ଖଣ୍ଡଗିରି ଆସିବାକୁ ମନା କରାଯାଇଛି । ପୂର୍ବ ଭଳି ଆଉ ହାଉସଫୁଲ କୌଣସି ଯାତ୍ରା ପାର୍ଟି ହେଉନାହିଁ । ଆଉ ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି ।