Movie prime

ଆଶ୍ରମ ଭାଙ୍ଗିବା ବନ୍ଦ କର ମୁଁ ସନାତନି ହିନ୍ଦୁ...!

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ଆପଣମାନେ କାଶୀନାଥ ବାବାଙ୍କ ବିଷୟରେ ଆସିଥିବା ଖବର ସବୁ ଜାଣିଥିବେ । ଏହି ବାବା ବୈକୁଣ୍ଠ ଧାମରେ ରହିଥାନ୍ତି । ଆଉ ସେହି ଧାମ ଏବେ ଭଙ୍ଗା ଯାଇଛି । ପ୍ରଶାସନ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏବେ ଏହା ଭଙ୍ଗା ଯାଇଛି । ଆଉ ଏହି ଘଟଣାକୁ ନେଇ ଏବେ ଅନେକ କିଛି ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Gg
ଏବେ ବୈକୁଣ୍ଠ ଧାମକୁ ଭଙ୍ଗା ଯାଉଛି । ଆଉ ସେଠାରେ ଏବେ ସନାତନି ହିନ୍ଦୁ ଧର୍ମର ଲୋକମାନେ ଚିହିଁକି ଉଠିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ବୈକୁଣ୍ଠ ଧାମରେ ଅନେକ କିଛି କାର୍ଯ୍ୟ ହେଉଥିଲା । ସେଠାରେ ବାବା କାଶୀନାଥ ଏଭଳି କିଛି କାମ କରୁଥିଲେ ଯାହା ଏବେ ଚର୍ଚ୍ଚାକୁ ଆସିଛି । ସେଠାରେ ଅନୈତିକ କାର୍ଯ୍ୟ ହେଉଥିଲା । ଏତେ ସବୁ କାର୍ଯ୍ୟ ପରେ ମଧ୍ୟ ଏବେ ଲୋକମାନେ ତାଙ୍କୁ ବିଶ୍ୱାସ କରୁଛନ୍ତି । ଆଉ ବୈକୁଣ୍ଠ ଧାମ ଭଙ୍ଗା ନଯିବା ପାଇଁ ସେଠାରେ କହୁଛନ୍ତି । 
Rr
ଏହି ବୈକୁଣ୍ଠ ଧାମ ସରକାରଙ୍କ ଜମିରେ ହୋଇଥିଲା । ଆଉ ଏଠାକୁ ବିଦ୍ୟୁତ୍ ଏବଂ ପାଣି ବେଆଇନ ଭାବରେ ଅଣା ଯାଇଥିଲା । ଏହି ସବୁକୁ ଭିତ୍ତି କରି ଏହି ଆଶ୍ରମ ଭଙ୍ଗା ଯାଉ ବୋଲି ନିର୍ଦ୍ଦେଶ ହୋଇଥିଲା ଆଉ ଏବେ ଏହା ଭଙ୍ଗା ଯାଉଛି । କିନ୍ତୁ ଏହାକୁ ରୋକିବା ପାଇଁ ସନାତନି ହିନ୍ଦୁ ଏବେ ସେଠାରେ ପହଞ୍ଚିଛନ୍ତି । ଆଉ ସେମାନେ ସେଠାରେ ପହଞ୍ଚିବା ପରେ ଏହାକୁ ବନ୍ଦ କରାଯାଉ ବୋଲି ଦାବି କରିବା ସହ ଗଣମାଧ୍ୟମରେ ଅନେକ କଥା କହିଛନ୍ତି । ସେମାନେ କହିଛନ୍ତି, କଟକ ଭୁବନେଶ୍ଵର ସହରରେ ଅନେକ କିଛି ମନ୍ଦିର ମସଜିଦ ଜବରଦସ୍ତ କରାଯାଇଛି ।
ଆଉ ଏହାକୁ ଭଙ୍ଗା ଯାଉ ନାହିଁ କିନ୍ତୁ ଏହାକୁ ଭଙ୍ଗା ଯାଉଛି । ବଜରଙ୍ଗୀ ଦଳର ପୂର୍ବତନ ସଭାପତି ପ୍ରଭେସ କୁମାର ନାୟକ ଏହି ବୈକୁଣ୍ଠ ଧାମ ଭାଙ୍ଗିବାକୁ ନେଇ ଅନେକ କଥା କହିଛନ୍ତି । ସନାତନି ଧର୍ମର ଲୋକମାନେ ଏହାକୁ ବିରୋଧ କରୁଛନ୍ତି । ଏଠାକୁ ତାଙ୍କ ଅନ୍ତର ଆତ୍ମା ପଠାଇଛି ବୋଲି ସେ କହିଛନ୍ତି । ଏହି ବ୍ୟକ୍ତି ଜଣକ କହିଛନ୍ତି ସେ ହେଉଛନ୍ତି ସ୍ୱରାଜି ହିନ୍ଦୁ । ଆଉ ଜଣେ ବ୍ୟକ୍ତି କହିଛନ୍ତି ଏହା ହେଉଛି ସରକାରଙ୍କ ଜମି । ଆଉ ଏଠାରେ କିଛି ଲୋକ ଧର୍ମକୁ ଆକ୍ଷେପ କରି ଏଭଳି ସବୁ କାମ କରୁଛନ୍ତି । ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ବୈକୁଣ୍ଠ ଧାମ ଭଙ୍ଗା ଯାଉଥିବା ବେଳେ ସେଠାରେ ଚିହିଁକି ଉଠିଥିଲେ ସନାତନୀ ଧର୍ମର ଲୋକମାନେ ।

Around The Web