Movie prime

ଆଶ୍ରମରେ ଦେହ ବ୍ୟବସାୟ ହେଉଛି ବୋଲି ମୋ ପାଖେ ପ୍ରମାଣ ଅଛି

 
Hg
ଜଣେ ସ୍ବାମୀ ଏବେ ଏହା ଅଭିଯୋଗ ଆଣିଛନ୍ତି କି ତାଙ୍କର ସ୍ତ୍ରୀ ତାଙ୍କୁ ନଅ ମାସ ହେବ ଆଉ ମିଳୁ ନାହିଁ। ଏହାପରେ ତାଙ୍କର ସ୍ତ୍ରୀ ଙ୍କ ମୁଣ୍ଡ ସଫା କରି ସେ କୋର୍ଟ ରେ ଏକ ଛାଡ଼ପତ୍ର ଫାଇଲ କରି ଦେଇଛନ୍ତି।ସେଥିପାଇଁ ସେ ବୈକୁଣ୍ଠ ଆଶ୍ରମ ନାମରେ ଅଭିଯୋଗ କରିଥିଲେ। ଆଉ ଏହାପରେ କହିଥିଲେ କି ଆଶ୍ରମ ବିରୁଦ୍ଧରେ ତାଙ୍କ ପାଖରେ ସବୁ ପ୍ରମାଣ ମଧ୍ୟ ରହିଛି। ଏହି ଆଶ୍ରମର ମାଷ୍ଟର ମାଇଣ୍ଡ ନାମରେ ମଧ୍ୟ ସେ କହିଥିଲେ।
Bb
ଆଉ ସେ ଏବେ ଫେରାର ଥିବା କଥା ମଧ୍ୟ ସେ କହିଥିଲେ। ଚାରି ବର୍ଷ ହେବେ ତାଙ୍କ ସ୍ତ୍ରୀ ସେହି ଆଶ୍ରମରେ ଥିଲେ ମାତ୍ର ଏବେ ନଅ ମାସ ହେବ ତାଙ୍କୁ ତାଙ୍କର ସ୍ତ୍ରୀ ଆଉ ମିଳୁ ନାହିଁ। ଏଭଳି ଅନେକ ପ୍ରମାଣ ବ୍ୟକ୍ତି ଜଣକ ନିକଟରେ ଆଶ୍ରମ ବିରୁଦ୍ଧରେ ଅଛି ବୋଲି ସେ କହିଥିଲେ। କ୍ରୀଷ୍ଣା ନନ୍ଦ ପ୍ରଭୁଙ୍କ ଆକାଉଣ୍ଟ ଙ୍କୁ ଯେଉଁ ପଇସା ସବୁ ଯାଉଥିଲା ତାହାର ସବୁ ପ୍ରମାଣ ଏହି ବ୍ୟକ୍ତି ଜଣକ ନିକଟରେ ଅଛି।
Hb
ଯୁବତୀ ମାନଙ୍କୁ ନେଇ ସେମାନେ ଦିଲ୍ଲୀ ଯାଉଥିଲେ ଆଉ ତାହାର ମଧ୍ଯ ପ୍ରମାଣ ବ୍ୟକ୍ତି ଜଣକ ନିକଟରେ ଅଛି ବୋଲି ସେ କହିଥିଲେ। ତାଙ୍କ ସ୍ତ୍ରୀ ଭଗବାନ ଙ୍କୁ ଖୁବ ମାନନ୍ତି ସେଥିପାଇଁ ସେହି ଆଶ୍ରମ ଲୋକ ହିଁ ତାଙ୍କର ସ୍ତ୍ରୀ ଙ୍କୁ ଟ୍ରାପ୍ କରି ନେଇଥିଲେ। ଆଶ୍ରମର ମୁଖ୍ୟ ଅଭିଯୁକ୍ତ ଯିଏକି ଫରେନ୍ ରୁ ପଇସା ଟ୍ରାନ୍ସଫର କରନ୍ତି ବର୍ତ୍ତମାନ ସମୟରେ ସେ ଫେରାର ଥିବା କଥା ବ୍ୟକ୍ତି ଜଣକ କହିଥିଲେ। ଆଉ ସେହି ବ୍ୟକ୍ତି ଜଣକ ମଧ୍ୟ ସାଉଥ୍ ର।
ଏଭଳି ଭାବରେ ବ୍ୟକ୍ତି ଜଣକ ଆଶ୍ରମ ନାମରେ ଅନେକ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ସେମାନେ ବାବାଙ୍କ ଏଭଳି କାର୍ଯ୍ୟକଳାପ କୁ ଆଦୌ ହେଲେ ମଧ୍ଯ ବିଶ୍ବାସ କରି ପାରୁ ନାହାଁନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.