Movie prime

ଆସୁଛି ବଡ଼ ଲଘୁଚାପ,ସତର୍କ ହେଇଯାଆନ୍ତୁ...ବର୍ଷାରେ ଧୋଇ ହୋଇଯିବ ଓଡିଶା

 
Gvb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଘଟଣା ଘଟୁଥିବାର ନିଶ୍ଚୟ ଭାବରେ ଦେଖିଥିବେ। କିଛି ଦିନ ର ପାଗ ପରିବର୍ତ୍ତନ ପରେ ଆଗକୁ ଆସୁଛି ବଡ଼ ଲଘୁଚାପ।ଆସନ୍ତା ୬ ତାରିଖ ରେ ବଙ୍ଗୋପ ସାଗର ରେ ଆଉ ଏକ ଲଘୁଚାପ ହେବାର ଆଶଙ୍କା ରହିଥିବା ବେଳେ ଆସନ୍ତା ୪ ତାରିଖ ରୁ ରାଜ୍ୟ ରେ ବର୍ଷା ବଢିବ।
Gg
ସମୁଦ୍ର ଅଶାନ୍ତ ହେବା କାରଣ ରୁ ସମୁଦ୍ର କୂଳିଆ ଲୋକ ମାନେ ବର୍ତ୍ତମାନ ବିପଦ ରେ ରହିଛନ୍ତି।ଆସନ୍ତା ୪ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବର୍ଷାର ପରିମାଣ ବଢିବ।ହେଲେ ରାଜ୍ୟ ର କେଉଁ ଜିଲ୍ଲା ରେ ଏହାର କେତେ ପ୍ରଭାବ ପଡ଼ିବ ସେନେଇ ପାଣି ପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି।ମୟୂରଭଞ୍ଜ, କେନ୍ଦୁଝର,ମାଲକାନଗିରି,କୋରାପୁଟ,ରାୟଗଡ଼ା, ନବରଙ୍ଗପୁର,କଳାହାଣ୍ଡି,ନୂଆପଡ଼ା,ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାରେ ୟେଲୋ ୱାର୍ଣିଂ ଜାରି କରାଯାଇଛି।ଆଗାମୀ ୭ ଦିନ ଯାଏଁ ରାଜ୍ୟ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ବିଶେଷ ସମ୍ଭାବନା ରହିଛି।
Gh
ଏହି କାରଣ ରୁ ଦିନ ର ତାପମାତ୍ରା ଅଧିକ ରହିବ। ତେବେ ଆଜି ଆଉ କାଲି କିଛି କିଛି ସ୍ଥାନ ରେ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛ।ଯେଉଁ କାରଣ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରୁ ସତର୍କ ସୂଚନା ଜାରି କରାଯାଇଛି।ଉତ୍ତର ଓଡ଼ିଶା ସହ ଦକ୍ଷିଣ ଓଡ଼ିଶା ରେ ଆଜି ବିଜୁଳି, ଘଡଘଡି ଏବଂ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଗୋଟିଏ ପଟେ ମା ଜଗତ ଜନନୀ ଙ୍କ ଆଗମନ ପାଇଁ ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି।
ଅନ୍ୟପଟେ ପାଣିପାଗ ବିଭାଗ ର ଆକଳନ ଅନୁସାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।ବର୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଅନେକ କଥା ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.