Movie prime

ଆସୁଛି ମହାବିପଦ ହେଇ ଯାଆନ୍ତୁ ସତର୍କ ଆସୁଛି ଭୟଙ୍କର ବାତ୍ୟା ୧୦ ଜିଲ୍ଲାକୁ ସତର୍କ ସୂଚନା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଯାହା ପାଣିପାଗକୁ ନେଇ ଆସିଛି ତାହା ଜାଣିପାରିବେ । ଏବେ ପୁଣି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଆଉ ଏହି ଲଘୁଚାପ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେବା ସହ ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ପାଇପାରିବେ ।
Vg
ଏବେ ଏବେ ପାଣିପାଗ ସମ୍ବନ୍ଧୀୟ ଆଉ କିଛି ଖବର ଆସିଛି । ଏବେ ଏବେ ଖବର ଆସିଛି କି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଆଉ ଆସନ୍ତା କାଲି ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା କାଲି ଓଡ଼ିଶାରେ ବର୍ଷା ହେବ ବୋଲି ସୂଚନା ମିଳିଥିବା ବେଳେ ଏନେଇ ଆସିଛି କିଛି ଖବର । ଏବେ ଆପଣମାନେ ଏହି ଖବର ଉପରେ ନଜର ପକେଇ ଏହି ବିଷୟରେ ଜାଣିପାରିବେ । ପଛକୁ ପଛ ଲଘୁଚାପ ହେବାର ଲାଗିଛି । ଆଉ ଏବେ ପୁଣି ଏକ ଲଘୁଚାପ ଆସୁଛି ।
Vv
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଅନେକ କିଛି ପରିବର୍ତ୍ତନ ହେବ । ଆସନ୍ତା ଦୁଇଦିନ ମଧ୍ୟରେ ଲଘୁଚାପ ସୃଷ୍ଟି ହେବ ବୋଲି ସୂଚନା ମିଳିଥିବା ବେଳେ ଏହା ଆଗାମୀ ୧୨ ତାରିଖରେ ଶ୍ରୀଲଙ୍କା ଉପକୂଳ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ କେରଳ ଆଉ ତାମିଲନାଡୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ଉପକୂଳ ଆନ୍ଧ୍ରପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଦକ୍ଷିଣ ଆଣ୍ଡମାନ ସାଗର ଏବଂ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ ବୋଲି ସୂଚନା ମିଳିଛି ।
ଏସବୁ ନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି କି ଶ୍ରୀଲଙ୍କା ଆଉ ଦକ୍ଷିଣ ତାମିଲନାଡୁରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ପଶ୍ଚିମ ବାୟୁ ପ୍ରଭାବରେ ତାପମାତ୍ରା ଅଧିକ ରହେ ବୋଲି କୁହାଯାଉଛି । ଆଜି , ଆସନ୍ତା କାଲି କିଛି ସ୍ଥାନରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଆଜି ଖୋର୍ଦ୍ଧା, ଅନୁଗୁଳ ଏବଂ ଯାଜପୁର ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ୧୪ ତାରିଖରେ ବର୍ଷା ହେବ ବୋଲି ସୂଚନା ମିଳିଛି ।

Around The Web