Movie prime

ଆସୁଚି ବଡ଼ ବଡ଼ ଲଘୁଚାପ..ଆଗାମୀ ୨ ଦିନ ରେ ହେବ ବର୍ଷା ..

 
Hh

ଦଶ ଦିନର ବ୍ୟବଧାନ ପରେ ପୁଣି ମାଡ଼ି ଆସୁଛି ବାତ୍ୟା। ଲାଗୁଛି ସବୁକିଛି କରି ଦେବ ଧ୍ଵଂସ। ପ୍ରବଳ କ୍ଷୟକ୍ଷତି ନେଇ ରହିଛି ଆଶଙ୍କା। ସୋମବାର ପବନର ବେଗ ଥିଲା ୨୮୫ କି.ମି. । ହଁ ଦର୍ଶକ ବନ୍ଧୁ ପୁଣି ସବୁକିଛି ଛାରଖାର୍ କରିବାକୁ ମାଡ଼ି ଆସୁଛି ଆଉ ଏକ ଶକ୍ତିଶାଳୀ ବାତ୍ୟା । ବିନାଶକାରୀ ବାତ୍ୟା ବର୍ତ୍ତମାନ ସମୟରେ ସ୍ଥଳଭାଗ ଆଡ଼କୁ ଗତି କରୁଛି।

Hh

ଭୟଙ୍କର ସାମୁଦ୍ରିକ ଘୂର୍ଣିଝଡ଼ ଏବେ କ୍ୟାଟାଗୋରୀ ଫାଇଭ୍ ଅର୍ଥାତ୍ ଅତି ଭୀଷଣ ରୂପ ନେଇ ଆଟଲାଣ୍ଟିକ ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି। ବର୍ତ୍ତମାନ ସମୟରେ ଏହା ଟେମ୍ପାପ ଫ୍ଲୋରିଡା ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୪୮୫ କି.ମି. ଦୂରରେ ରହିଛି। ଏହା ଆସନ୍ତାକାଲି ଫ୍ଲୋରିଡା ସମୟ ଭୋର୍ ୨ ଟାରୁ ସକାଳ ସମୟ ୬ଟା ମଧ୍ୟରେ ସେଣ୍ଟ୍ରାଲ ଗୋଫ୍ ପୋଷ୍ଟରେ ଲ୍ୟାଣ୍ଡଫଲ୍ କରି ପାରେ।

Hh

ଏହା ରିକେନ୍ ମେଲିଟନ୍ ଅସ୍ବାଭାବିକ ଭାବରେ ପଶ୍ଚିମରୁ ପୂର୍ବକୁ ମୁହାଁଇଛି। ଆଉ ଲ୍ୟାଣ୍ଡ ଫଲ୍ ପୂର୍ବରୁ ଏହାର ତୀବ୍ରତା ସାମାନ୍ୟ ହ୍ରାସ ଘଟି ପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଦଶ ଫୁଟ୍ ଉଚ୍ଚ ସମୁଦ୍ର ଜୁଆର ଆସି ପାରେ। ଫ୍ଲୋରିଡାର ଜନ ସାଧାରଣଙ୍କୁ ତୁରନ୍ତ ସହର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍।

ପ୍ରାୟ ଦଶ ଲକ୍ଷ ଲୋକଙ୍କୁ ତଟ ଛାଡ଼ିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଏବଂ ଏଥିପାଇଁ ଉଦ୍ଧାର ପ୍ରକ୍ରିୟା ରହିଛି ଜାରି। ପ୍ରାୟ ତିରିଶ ଲକ୍ଷ ଲୋକ ଋତୁବାର୍ ଟାପାବେ ଅଞ୍ଚଳରେ ରହିଛି ଅଧିକ ବିପତ୍ତି। ଫ୍ଲୋରିଡାରେ ୧୧ଟି ଦେଶରେ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ଦୁଇ ହାଜରରୁ ଅଧିକ୍ ବିମାନ ଉଡାଣ ବାଦ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.