Movie prime

ଆଉ ୨୪ ଘଣ୍ଟା ପରେ ହେବ ତାଣ୍ତବ ୬ଟି ଜିଲ୍ଲାକୁ ଦିଆଗଲା ବିପଦ ସଂକେତ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ବିଷୟରେ କିଛି ସୂଚନା ପାଇପାରିବେ । ନିକଟରେ ବର୍ଷା ହେବାଦ୍ବାରା ଚାଷୀମାନେ ଅନେକ କିଛି କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଚାଷଜମିରେ ଧାନ ଗଜା ହୋଇଯାଇଛି । ଏହି ଖବର ପାଇ ଅନେକ ଚାଷୀ ଚିନ୍ତାରେ ଅଛନ୍ତି । ଏବେ ପୁଣି ପାଣିପାଗ ବିଭାଗ ପକ୍ଷରୁ ବର୍ଷା ନେଇ ସୂଚନା ଆସିଛି । ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Vv
ଏବେ ଏବେ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଆଗାମୀ ଦିନରେ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତା ୨୪ ଘଣ୍ଟା ଭିତରେ ଅନେକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଥିବା ବେଳେ ଏବେ ଏନେଇ କିଛି ସୂଚନା ଦେଇଛି ଆଞ୍ଚଳିକ ବିଭାଗ । ୨୪ ଘଣ୍ଟା ଭିତରେ ଅନେକ ଜିଲ୍ଲାରେ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି ।
Bb
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ବିଷୟରେ ସୂଚନା ଦେଇଛନ୍ତି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହି କରଣରୁ ବର୍ଷା ହେବ ବୋଲି ଖବର ଆସିଛି । ଏହାସହ ପୂର୍ବଭଳି ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଏବଂ ସମ୍ପୂର୍ଣ୍ଣ ସାମୁଦ୍ରିକ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଛି । ରାଜ୍ୟ ଭିତରକୁ ପ୍ରବେଶ କରିବା ସହିତ ଦକ୍ଷିଣ ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଏବଂ ଉତ୍ତର ପୂର୍ବ କୂଳରେ ଓଡ଼ିଶାରେ ମେଘ ଦେଖାଯିବ ।
ଆକାଶରେ ମେଘୁଆ ଦେଖାଯିବ ବୋଲି ସୂଚନା ମିଳିଛି । ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ମିଳିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, 
ଏବଂ ରାୟଗଡା ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ ଏହାସହ ରାଜ୍ୟର ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଜାରି କରାଯାଇଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।

Around The Web