Movie prime

ଆଉ ମାତ୍ର ତିନି ଦିନ ଆଧାର କାର୍ଡ ଅପଡେଟ କରିନିଅନ୍ତୁ ନହେଲେ ହେବ ଏମିତି

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ସରକାର ଲାଗୁ କରୁଥିବା ସବୁ ନିୟମ ବିଷୟରେ ତ ଜାଣି ପାରୁଛନ୍ତି । ଏବେ ସରକାରଙ୍କ ତରଫରୁ ଆଧାର କାର୍ଡ ନେଇ କିଛି ଅପଡେଟ କରାଯାଉଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ବିଷୟରେ ଜାଣିପାରିବେ । ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ବଡ ଖବର । ଶୀଘ୍ର କରିବାକୁ ପଡ଼ିବ ଏହି କାମ ନହେଲେ ଆପଣ ହୋଇପାରନ୍ତି ହଇରାଣ । 
Hb
ପୂର୍ବରୁ ମାଗଣାରେ ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ ହେଉଥିଲା । ଆଉ ଏହା ପରବର୍ତ୍ତୀ ସମୟରେ କରିବାକୁ ହେଲେ ଏକ ହଜାର ଟଙ୍କା ଦେବାକୁ ପଡ଼ିଲା । ସେମିତି ଯଦି କୌଣସି ବ୍ୟକ୍ତିଙ୍କ ଆଧାର କାର୍ଡରେ କୌଣସି ଭୁଲ ଭଟକା ରହିଛି ତାହେଲେ ଆଗାମୀ ଦିନରେ ଆପଣମାନେ ଅସୁବିଧା ଭୋଗ କରି ପାରନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ଆଧାର କାର୍ଡରେ ତ୍ରୁଟି ରହିଛି ତାହେଲେ ଆପଣ ଏହାକୁ ଠିକ୍ କରି ନିଅନ୍ତୁ । କାରଣ ଏବେ ଏହା ନିଃଶୁଳ୍କ ଅଟେ । ଏବେ ମାଗଣାରେ ଆଧାର କାର୍ଡ ଅପଡେଟ ହେଉଛି।  Hb
ଆଉ ମାତ୍ର ତିନିଦିନ ଏହି ମାଗଣା ଆଧାର କାର୍ଡ ଅପଡେଟ ହୋଇପାରିବ । ଏହି ତିନିଦିନ ପରେ ଯିଏ ଆଧାର କାର୍ଡ ଅପଡେଟ କରିବ ତାପାଇଁ ଶୁଳ୍କ ଲାଗୁ ହେବ । ଏହା ପ୍ରଥମେ ଜୁନ ୧୪ ତାରିଖ ଥିଲା ଏହାପରେ ସେପ୍ଟେମ୍ବର ୧୪ ଆଉ ତାପରେ ଡିସେମ୍ବର ୧୪ କୁ ଘୁଞ୍ଚାଇ ଦିଆଯାଉଛି । ତେଣୁ ସେଥିପାଇଁ ଆପଣମାନେ ଯଥାଶୀଘ୍ର ଆପଣଙ୍କ ଆଧାର କାର୍ଡ ଅପଡେଟ କରାଇ ଦିଅନ୍ତୁ । ଅନଲାଇନରେ ଆପଣ ଆଧାର ଅପଡେଟ କରିପାରିବେ । ପ୍ରଥମେ ଆପଣ http:/ /uidai.gov.in:/ ୱେବସାଇଟକୁ ଯାଇ ଲଗ ଇନ୍ କରନ୍ତୁ ।
ଏହାପରେ ହୋମ ପୋର୍ଟାଲରେ ଥିବା ଆଧାର ପୋର୍ଟାଲ ଉପରେ କ୍ଲିକ୍ କରନ୍ତୁ । ମୋବାଇଲକୁ ଆସିଥିବା ଓଟିପିକୁ ଦେଇ ଲଗ୍ ଇନ୍ କରନ୍ତୁ । ଏହାପରେ କହିଥିବା ଅନୁସାରେ ଆପଣମାନେ ଆପଣଙ୍କ ଆଧାର କାର୍ଡ ଅପଡେଟ କରିପାରିବେ । ଏହାସହ ଆପଣ ଯଦି ନିଜ ଆଧାରରେ ଥିବା ତ୍ରୁଟି ସଂଶୋଧନ କରିବେ ନାହିଁ ତାହେଲେ ଆପଣଙ୍କୁ ଆଗକୁ ଶୁଳ୍କ ଦେବାକୁ ପଡ଼ିବ । ଡେଡଲାଇନ ପରେ ଯେ କୌଣସି ବ୍ୟକ୍ତି ଆଧାର ଅପଡେଟ କରିଲେ ୫୦ ଟଙ୍କା ଦେବାକୁ ପଡିବ ବୋଲି ଖବର ଆସିଛି ।

Around The Web