Movie prime

ବାନ୍ତି କରିକରି ଫିନାଇଲ୍ ବାହାର କରୁଛି ସ୍ତ୍ରୀ ଡାକ୍ତର ଦେଖି ଛାନିଆ ଆଉ ତାପରେ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସମାଜରେ ସବୁ ପ୍ରକାରର ଘଟଣା ଆପଣମାନେ ଦେଖି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଆପଣମାନେ ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ସହ ଅନେକ କିଛି ଘଟଣା ବିଷୟରେ ଜଣାପଡ଼ିବ । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଯୁବତୀ ଫିନାଇଲ୍ ପିଇ ଦେଇଛନ୍ତି । ଆଉ ସେ ଏବେ ପାଣି ଫିନାଇଲ ବାନ୍ତି କରୁଛନ୍ତି । ଏହି ସ୍ତ୍ରୀ ଜଣକ ଭକ ଭକ କରି ବାନ୍ତି କରୁଛନ୍ତି । ପୋଲିସ ଆଗରେ ଫିନାଇଲ୍ ପାଏ ଆ-ତ୍ମ-ହ-ତ୍ୟା କରିବାକୁ ବସିଥିଲେ । 
Bb
ଆଉ ଏବେ ଏହି ମହିଳା ଜଣକ ପାଣି ପିଇ ପିଇ ଏହି ଫିନାଇଲ ବାହାର କରୁଛନ୍ତି । ସେ ମରୁ ମରୁ ଅଳ୍ପକେ ବଞ୍ଚି ଯାଇଛନ୍ତି । ପାଣି ପିଇ ପିଇ ହସ୍ପିଟାଲରେ ଏଭଳି ପିଇଥିବା ବିଷକୁ ବାହାର କରୁଛନ୍ତି ମହିଳା ଜଣକ । ଏହି ଦୃଶ୍ୟ ଯିଏ ବି ଦେଖୁଛି ସେ ଭୟଭୀତ ହୋଇଯାଉଛି । ଏହି ମହିଳା ଜଣକ ଗୁଜୁରାଟ ରାଜ୍ୟର ଅହମଦାବାଦ ଅଞ୍ଚଳର ବୋଲି ଜଣାପଡିଛି । ଏହି ମହିଳା ଜଣକ ପ୍ରେମ ବିବାହ କରିଥିଲେ । ସେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ବିବାହ କରିଥିଲେ ।
Vv
ଆଉ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି । କିନ୍ତୁ ତାଙ୍କ ସହିତ ଏଭଳି ଘଟଣା ଘଟିଥିଲା । ମହିଳା ଜଣକ ପ୍ରେମ ବିବାହ କରି ପୁତ୍ର ସନ୍ତାନ ଜନ୍ମ କରିବା ପରେ ତାଙ୍କୁ ଏଭଳି ଧୋକା ମିଳିବ ତାହା ଏବେ ଠିକ୍ ହେଉନାହିଁ । ମହିଳା ଜଣକ ଭାବି ନଥିଲେ ତାଙ୍କ ସହ ଏଭଳି ହେବ ବୋଲି । ସ୍ଵାମୀ ଜଣକ ସ୍ତ୍ରୀର କମ୍ପାନୀ ଏବଂ ଘରକୁ ବନ୍ଧା ପକାଇ ୫ କୋଟିରୁ ଅଧିକ ଟଙ୍କା ଲୋନ କରିଥିଲା । ଏବେ ଏହି ଘର ନିଲାମ ହେବାକୁ ବସିଲାଣି । କିନ୍ତୁ ସ୍ଵାମୀ ଜଣକ ସବୁ ଟଙ୍କା ନେଇ କେଉଁଆଡେ ପଳାଇ ଯାଇଛନ୍ତି । 
ସ୍ଵାମୀ ଜଣଙ୍କୁ ଖୋଜି ଖୋଜି ସ୍ତ୍ରୀ ଜଣକ ନୟାନ୍ତ ହୋଇଗଲାଣି । ମହିଳା ଜଣକ ନିଜ ସ୍ବାମୀଙ୍କୁ ଖୋଜିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ତ୍ରୀ ଜଣକ ହାରି ଯାଇଛନ୍ତି ବୋଲି ଭାବି ଦେଇଛନ୍ତି ଆଉ ସେଥିପାଇଁ ସେ ଏଭଳି ଫିନାଇଲ ପିଇ ଆ-ତ୍ମ-ହ-ତ୍ୟା କରିବାକୁ ବସିଥିଲେ । ତାଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ମହିଳା ଜଣକ ବିଷ ବାହାର କରୁଛନ୍ତି । ଦେଖିବାକୁ ବାକି ରହିଲା ଏବେ ପୋଲିସ ଏହି ଘଟଣାରେ ସ୍ଵାମୀ ଜଣଙ୍କୁ କେବେ ଗିରଫ କରୁଛି ।

Around The Web