Movie prime

ବାତ୍ୟା ବେଳେ ନବୀନ ସବୁ କରିକି ରଖିଥିଲେ...ମୋହନ ମାଝି ଆସିକି ନାଆଁ ନେଉଛନ୍ତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ବରିଷ୍ଠ ସାମ୍ବାଦିକ ମିଡ଼ିଆ ସାମ୍ନାରେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଆମେ ଏବେ ବଞ୍ଜିବା ସହ ଆମର ଭବିଷ୍ୟତରେ ଆମେ କାହା ସାହାଯ୍ୟରେ ବଞ୍ଚିବା ତାହା ମଧ୍ୟ ଦୃଷ୍ଟି ରେ ରଖିବା ନିହାତି ଭାବରେ ଆବଶ୍ୟକ ଅଟେ। ପରବର୍ତ୍ତୀ ପୀଢ଼ି କାହା ଉପରେ ଆଧାର କରି ବଞ୍ଚିବେ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ। ସବୁ ଜିନିଷ ଚିନ୍ତା କରିବା ଦରକାର୍।
Bh
ଯଦି ଆଗାମୀ ଭବିଷ୍ୟତ ପାଇଁ ସମ୍ବଳ କୁ କିଭଳି ଭାବରେ ଗଚ୍ଛିତ କରି ରଖି ତାହାର ବ୍ଯବହାର କରିବା ଆଉ ଆଉ ତା ଉପରେ ଯଦି ରାଜ୍ୟ ସରକାର ଗୁରୁତ୍ବ ଦେବେ ଓ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ର ବ୍ୟବସ୍ଥା କରିବେ ତାହା ହେଲେ ହିଁ ଆମର ସମ୍ପଦ ସୁରକ୍ଷିତ ଭାବରେ ରହିବ ବୋଲି ବରିଷ୍ଠ ସାମ୍ବାଦିକ ଜଣକ କହିଥିଲେ। ଏବଂ ଆମର ଅସରନ୍ତି ଯେଉଁ ବିଭିନ୍ନ ଉତ୍ସ ସବୁ ରହିଛି ତାହାର ବିକାଶ ହେଲେ ରାଜ୍ୟରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ର ସୁଯୋଗ ମିଳିବ।
Vg
ଏହା ଦ୍ବାରା ଆମର ଭବିଷ୍ୟତ ର ବଂଶଧର ମାନେ ମଧ୍ୟ ସୁରକ୍ଷିତ ଭାବରେ ରହି ପାରିବେ। ବିଗତ ୧୦ ବର୍ଷ ଭିତରେ ନବୀନ ପଟ୍ଟନାୟକ ଙ୍କ ତରଫରୁ ଯେତିକି ଉଦ୍ୟମ ହୋଇଥିଲା ସବୁ ବିଫଳ ହୋଇ ନଥିଲା। କିଛି କାରଖାନା ଓ କିଛି କମ୍ପାନୀ ଆସି ସେମାନଙ୍କର ପୁଞ୍ଜି ନିବେଶ କରିଛନ୍ତି। ଆଶା କରାଯାଉଛି କି ଏହି ସରକାରଙ୍କ ବେଳରେ ମଧ୍ୟ ସେଭଳି ପୁଞ୍ଜି ନିବେଶ ହେବ। ହେଲେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ ଦେବା ପୂର୍ବରୁ,
ରାଜ୍ୟ ସରକାର ଦେଶରେ ଅବା ଆମ ରାଜ୍ୟରେ ଗଚ୍ଛିତ ଖଣିଜ ସମ୍ପର୍କର ଆକଳନ କରିବା ଦରକାର୍। ଆଉ କେତେ ବର୍ଷ ତାହା ଯିବ ସେଟା ମଧ୍ୟ ଚିନ୍ତା କରିବା ଦରକାର୍। ଯଦି ସେ ସବୁ କୁ ଚିନ୍ତା କରିକି କରାଯିବ ତାହେଲେ ହିଁ ଭବିଷ୍ୟତ ସୁରକ୍ଷିତ ହେବ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ଏହି ବରିଷ୍ଠ ସାମ୍ବାଦିକ ଜଣକ କେତେଦୂର ଠିକ କଥା କହିଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.