Movie prime

ପାକିସ୍ତାନକୁ ହରାଇବାକୁ ବାବର ନେଉଥିଲେ କୋଟି କୋଟି ଟଙ୍କା !! ଦେଖନ୍ତୁ ସାମ୍ନାକୁ ଆସିଲା ଏମିତି ଖବର

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ପାକିସ୍ତାନ ଦେଶର ଖେଳାଳି ବାବର ଆଜମଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହି କ୍ରିକେଟର ଜଣଙ୍କର ନାଁରେ ଏବେ ସାଙ୍ଘାତିକ ଅଭିଯୋଗ ଆସିଛି । 
Gh
ପାକିସ୍ତାନୀ ଖେଳାଳି ବାବର୍ ଆଜମଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପାକିସ୍ତାନ ସାମ୍ବାଦିକ । ସାମ୍ବାଦିକ ଜଣକ ଅଭିଯୋଗ ଆଣିଲେ କି ସେ କୋଟି କୋଟି ଟଙ୍କା ନେଇ ଜାଣି ଜାଣି ପାକିସ୍ତାନ ଦେଶକୁ ଖେଳରେ ହରାଇ ଦେଉଛନ୍ତି । ଏବେ ଏହି ଅଭିଯୋଗ ଆସିଛି । ପାକିସ୍ତାନୀ କ୍ରିକେଟ ଦଳର ଅଧିନାୟକ ବାବର୍ ଆଜମଙ୍କର ଏହି ଜୁନ ମାସ ପୁରା ଖରାପ ହୋଇଛି । ପାକିସ୍ତାନୀ କ୍ରିକେଟ ଟିମର କପ୍ଟାନୀ କରି ମଧ୍ୟ ଟି ୨୦ ବିଶ୍ଵକପରେ ସୁପରହିଟ ଷ୍ଟେଜରେ ମଧ୍ୟ ଆଗକୁ ବଢାଇ ପାରିନଥିଲେ ।
Gh
ଟିମକୁ ବିଶ୍ୱକପରେ ଆମେରିକା ବିପକ୍ଷରେ ହୋଇଥିବା ମୁକାବିଲାରେ ହାରିଥିଲା ପାକିସ୍ତାନ ଟିମ୍ । ଏହି କଥାକୁ ନେଇ ପାକିସ୍ତାନ ଦେଶର ପୁରୁଣା କ୍ରିକେଟ ସାମ୍ବାଦିକ ପାକିସ୍ତାନୀ ଖେଳାଳି ବାବର୍ ଆଜମଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ସେ ମ୍ୟାଚ୍ ଫିକ୍ସ କରିବାକୁ ନେଇ ଅନେକ କଥା କହିଛନ୍ତି । ସେ କହିଛନ୍ତି ଏହି କ୍ରିକେଟର ଜଣକ ହାରିବା ପାଇଁ କୋଟି କୋଟି ଟଙ୍କା ନେଉଛନ୍ତି । ପାକିସ୍ତାନ ଟିମ୍ ଜାଣିଶୁଣି ଅନେକ ଦଳ ସହ ଖେଳରେ ହାରିଛନ୍ତି ବୋଲି ସେ କହିଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ।
ତାଙ୍କୁ ନିକଟରେ ତାଙ୍କ ଭାଇ ଏକ କାର ଗିଫ୍ଟ କରିଥିଲେ ବୋଲି ସୂଚନା ମିଳିଥିଲା । ଏବେ ଏହି କାର ତାଙ୍କ ଭାଇ ନୁହେଁ ବରଂ ଅନ୍ୟ କେହି ତାଙ୍କୁ ଗିଫ୍ଟ କରିଥିଲେ ବୋଲି ଅଭିଯୋଗ କରାଯାଉଛି । ଏବେ ଏହି ସାମ୍ବାଦିକ ଜଣଙ୍କର ଅଭିଯୋଗ ଆଧାରରେ କୌଣସି କଥା କୁହାଯାଇ ପାରୁନାହିଁ । ଏହି ଘଟଣା ଯଦି ସତ ହୁଏ ତାହେଲେ ତାଙ୍କୁ ଦଣ୍ଡ ମିଳିବ । ଏବେ ପାକିସ୍ତାନୀ ମିଡିଆରେ ପାକିସ୍ତାନୀ ଖେଳାଳି ବାବର୍ ଆଜମଙ୍କୁ ନେଇ ଅନେକ କଥା ଆସୁଛି ଆଉ ଅନେକ ପ୍ରଶ୍ନ ଆସୁଛି । ଏହି ଘଟଣାର ସତ୍ୟତା ଜଣାପଡି ନାହିଁ ।