Movie prime

ବାବୁସାନଙ୍କୁ ଫୋନରେ ଏମିତି କହିଲେ ଅପରାଜିତା...ବାବୁ ବାପାଙ୍କୁ ଭଲ କରି ଫେରେଇ ଆଣିବୁ

 
Bh
ଆପଣମାନେ ସମସ୍ତେ ଓଲିଉଡ , ବଲିଉଡ୍ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅନେକ କଳାକାରଙ୍କୁ ଜାଣିଥିବେ । ବହୁତ୍ ପ୍ରସିଦ୍ଧ ଓଲିଉଡ ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଏ ବା ନ ଜାଣିଛି । ଏବେ ତାଙ୍କ ଦେହ ଅସୁସ୍ଥ ଅଛି ବୋଲି ଖବର ଆସୁଛି । ଲିଭର ସିରୋସିସ ରୋଗରେ ଏବେ ସେ ଆକ୍ରାନ୍ତ ଅଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ମେଡ଼ିକାଲକୁ ନିଆଯାଇଥିଲା । ଆଉ ଏବେ ତାଙ୍କୁ ଦିଲ୍ଲୀକୁ ନିଆଯାଇଛି ।
 V
ତାଙ୍କୁ ଏୟାର ଲିଫ୍ଟ କରି ଦିଲ୍ଲୀର ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଓଡ଼ିଶାବାସୀ କାନ୍ଦି ପକାଇଛନ୍ତି । ଓଡ଼ିଶାବାସୀ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ଅପରାଜିତା ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯାଉଛି । ଏବେ ସେ ତାଙ୍କ ପୁଅ ବାବୁଙ୍କୁ ବଡ ଦାୟିତ୍ଵ ଦେଇଛନ୍ତି । ଏବେ ଏଭଳି ମୁହୂର୍ତ୍ତରେ ଗୁରୁ ଦାୟିତ୍ଵ ଦେଇଛନ୍ତି ଅଭିନେତ୍ରୀ ଅପରାଜିତା । 
Bv
ଅଭିନେତ୍ରୀ ଅପରାଜିତା ମହାନ୍ତି ଏବେ ତାଙ୍କ ପୁଅ ବାବୁଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି । ସେ ବାବୁଶାନଙ୍କୁ କହିଛନ୍ତି ତାଙ୍କ ବାପାଙ୍କୁ ଭଲ କରି ଫେରାଇ ଆଣିବାକୁ ଆଉ ବାପାଙ୍କୁ ଫେରାଇ ଆଣିଲେ ପୁଣି ତାଙ୍କ ଘର ହସି ଉଠିବ । ବାପାଙ୍କୁ ଭଲ କରି ଫେରାଇ ଆଣିବାକୁ ଏବେ ମାଆ ଅପରାଜିତା ଗୁରୁ ଦାୟିତ୍ଵ ଦେଇଛନ୍ତି । ଆଉ ଏହି ବିଷୟରେ ଏବେ ଅନେକ କିଛି ଖବର ଆସୁଛି । ଏବେ ତାଙ୍କୁ ସେ ଭଲ କରି ଫେରାଇ ଆଣିବାକୁ କହିଛନ୍ତି । ଅଭିନେତା ଉତ୍ତମ ମହାନ୍ତିଙ୍କ ଏଭଳି ଅବସ୍ଥାରେ ତାଙ୍କ ପାଖରେ ଅନେକ କଳାକାର ଅଛନ୍ତି । 
ତାଙ୍କ ପାଖରେ ଅଭିନେତା ବବି ମିଶ୍ର , ଅଭିନେତା ଅର୍ଧେନ୍ଦୁ , ଅଭିନେତ୍ରୀ ଲିପି, ଅଭିନେତ୍ରୀ ଉସାସୀ ମିଶ୍ର, ଏବଂ ଅନେକ ଅଭିନେତା ଆଉ ଅଭିନେତ୍ରୀ ଅଭିନେତ୍ରୀ ଏଠାକୁ ଆସିଥିଲେ । ଭୁବନେଶ୍ଵରର ଘରୋଇ ମେଡ଼ିକାଲକୁ ସେମାନେ ଆସିଥିଲେ । ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବୁଝାଇବା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଓଡ଼ିଶାବାସୀ ମଧ୍ୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଭିତରେ ବୋହୂ ତୃପ୍ତିଙ୍କ ଗୁରୁ ଦାୟିତ୍ଵ ଦେଖିବାକୁ ମିଳିଥିଲା । ଶଶୁରଙ୍କ ପାଇଁ ଏ ଜାଗାରୁ ସେ ସ୍ଥାନ ହୋଇ ସବୁ କାମ କରୁଥିଲେ । ଏବେ ଏହାକୁ ନେଇ ଆସୁଛି ଖବର ।

Around The Web