Movie prime

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ...ଏବେ ଏହିମାନେ ପାଇବେ ମାସକୁ ୩୫୦୦ ଟଙ୍କା

 
Gg
ଏବେ ଏକ ବଡ଼ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯାହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି।୮୦ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ଭାଗରୁ ଅଧିକ ଥିବା ଦିବ୍ୟାଙ୍ଗ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କା ପାଇଁ ଏହା ଏବେ କ୍ୟାବିନେଟ୍ ରେ ଅନୁମଦିତ ହୋଇଛି। ନିମାପଡ଼ା ଏନଏସେ ଅଞ୍ଚଳର ସାମାଜିକ ସୁରକ୍ଷା ଭତ୍ତା ଆଜି ୪୧ ଜଣକୁ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ସାତ ଜଣ ବିଧବା ଭତ୍ତା,
Hg
୩୩ ଜଣ ବାର୍ଦ୍ଧକ୍ୟ ଭତ୍ତା ଆଉ ଜଣେ ଭିନ୍ନକ୍ଷମ ଭତ୍ତା ପାଇଲେ। ନୁଆ ସରକାର ଆସିବା ପରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ଭାଗ ରୁ ଅଧିକ ଥିବା ଦିବ୍ୟାଙ୍ଗ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀ ଙ୍କ ପାଇଁ ମାସିକ ୩୫୦୦ ଟଙ୍କା ଦେବା ପାଇଁ ଏହା କ୍ୟାବିନେଟ୍ ରେ ଅନୁମୋଦନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ସରକାର ଜନ ସାଧାରଣ ମାନଙ୍କ ପାଇଁ ଅନେକ ଯୋଜନା ଆଣିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ।
Gh
ଏହି ଭତ୍ତା କାହାକୁ ହେଲେ ମଧ୍ୟ ନଦେଇ ନିଜର ବିକାଶରେ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆହ୍ବାନ ରହିଛି। ଯେଉଁମାନେ ୬୦ ବର୍ଷରୁ ଉର୍ଦ୍ଧ୍ବ ହୋଇ ଗଲେଣି ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମାଜିକ ସୁରକ୍ଷା ଵା ଯଥା ଶୀଘ୍ର ଭତ୍ତା ରେ ଯୋଡ଼ା ଯିବ। ଏବଂ ଯେଉଁ ମହିଳା ମାନଙ୍କୁ ୬୦ ହୋଇନି ସେମାନଙ୍କୁ ସୁଭଦ୍ରା ଯୋଜନା ରେ ତୁରନ୍ତ ବେଗରେ ଯୋଡ଼ି ଦିଆ ଯିବ। ଏହାକୁ ନେଇ ନିମାପଡ଼ା ମେଡିକାଲ ରେ ଏକ ବହୁ ଅପେକ୍ଷିତ ମିଶନ ଶକ୍ତି ର ମଧ୍ୟ ଉଦ୍ଘାଟନ ହେଲା।
ଏନେଇ ନିଜେ ହିଁ କହିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଖୁବ୍ ପ୍ରତିକ୍ରିୟା ରଖିଛନ୍ତି। ଅନେକ ଲୋକମାନେ ମଧ୍ଯ ଏହାକୁ ନେଇ ବେଶ ଖୁସୀ ଥିବା ଜଣା ପଡିଛି। ତେବେ ଏହି ଘଟଣା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.