Movie prime

ବାହାଘର ପୂର୍ବଦିନ ପ୍ରେମିକ ସହ ଝିଅ ଫେରାର ଏବେ ପୋଲିସ୍ ଲଗାଇ ଧମକ ଦେଉଛି ଆଉ ତାପରେ

 
Gg
ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏବେ ଜଣେ ଯୁବକଙ୍କ ସହିତ ଘଟିଛି ଏଭଳି ଘଟଣା । ପ୍ରେମ କରି ବିବାହ କରିବା ପଡ଼ିଲା ମହଙ୍ଗା । ଦୀର୍ଘ ଛଅ ବର୍ଷ ଧରି ପ୍ରେମ କରୁଥିଲେ ଯୁବକ ଆଉ ଯୁବତୀ ଆଉ ସେମାନେ ବିବାହ କରିବାକୁ ଯାଉଥିଲେ କିନ୍ତୁ ବିବାହ ଦିନର ଦୁଇଦିନ ପୂର୍ବରୁ ପ୍ରେମିକା ଜଣକ ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇ ଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ପ୍ରେମିକ ଜଣକ ହେଉଛନ୍ତି ଦୀପକ ।
Ggyy
ଦୀପକ ରେଖା ନାମକ ଝିଅକୁ ଭଲ ପାଇଥିଲେ । ଟିକଟକରୁ ଏହି ଦୁଇଜଣ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣ ପ୍ରେମ କରି ବିବାହ କରିବେ ବୋଲି ଭାବିଥିଲେ । ଏହି ଯୁବତୀ ଜଣକ ଯୁବକ ଜଣଙ୍କୁ ବିବାହ କରିବା ବଦଳରେ ଅନ୍ୟ ଜଣେ ଯୁବକ ସହ ଫେରାର ହୋଇ ଯାଇଥିଲେ । ଏହି ପ୍ରେମିକ ଆଉ ପ୍ରେମିକା ୨୦୧୯ ମସିହାରୁ ପ୍ରେମ କରୁଥିଲେ । ଆଉ ବିବାହ ହେବାକୁ ଥିବା ଦୁଇଦିନ ପୂର୍ବରୁ ସେହି ପ୍ରେମିକା ଜଣକ ଏଭଳି କାଣ୍ଡ କରିଥିଲା। ଏହି ପ୍ରେମିକ ଜଣଙ୍କର ଘର ବାଲେଶ୍ଵର ଜିଲ୍ଲାରେ ।
Gg
ଆଉ ପ୍ରେମିକା ଜଣଙ୍କ ପୁରୀ ଜିଲ୍ଲାର ଗୋପ ଅଞ୍ଚଳର ବୋଲି ଜଣାପଡିଛି । ଏହି ଯୁବକ ଆଉ ଯୁବତୀ ପରସ୍ପର ସହ କଥାବାର୍ତ୍ତା ହୋଇ ପ୍ରେମ ବନ୍ଧନରେ ବାନ୍ଧି ହୋଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ । ହସଖୁସି, ମଜା ମସ୍ତି କରି ଏହି ଦୁଇଜଣ ପ୍ରେମରେ ଥିଲେ । ଆଉ ଉଭୟଙ୍କ ବିବାହ ଗତ ମାର୍ଚ୍ଚ ମାସ ୭ ତାରିଖରେ ହେବାକୁ ଥିବା ବେଳେ ପ୍ରେମିକା ରେଖା ଆଉ ଜଣେ ପୁଅ ସହ ଫେରାର ହୋଇଯାଇଛି । ଏହି ପ୍ରେମିକା ରେଖା ଦିପକଙ୍କୁ ଭଲପାଇବା ପରେ ମଧ୍ୟ ଆଉ ଜଣେ ଯୁବକଙ୍କୁ ଭଲ ପାଉଥିଲେ । 
ଆଉ ବିବାହ କରିବାର ଦୁଇଦିନ ପୂର୍ବରୁ ଏହି ପ୍ରେମିକା ରେଖା ସେହି ନୂଆ ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି । ଏବେ ଏହି ପ୍ରେମିକ ଦିପକ ଅଭିଯୋଗ ଆଣିଛି କି ତାର ପ୍ରେମିକା ତାସହ ଏଭଳି କାମ କରିଛି ଆଉ ତାଙ୍କୁ ଧୋକା ଦେଇଛି । ଏବେ ଏହି ଅଭିଯୋଗ ଆଧାରରେ ପୋଲିସ ଏହାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏବେ ଗଣମାଧ୍ୟମ ଏହି ସବୁ ସାମ୍ନାକୁ ଆଣିଥିବା ବେଳେ ଏହି ପ୍ରେମିକା ଜଣକ ରିପୋର୍ଟର ଜଣଙ୍କ ସହ କଥା ହେଉଛି । ଆଉ ଏବେ ଏହି ଘଟଣା ଗଣମାଧ୍ୟମ ସାମ୍ନାକୁ ଆଣିଥିବା ବେଳେ ଗୋପ ପୋଲିସ ଗଣମାଧ୍ୟମ ସହ ଏଭଳି କରିବା କେତେ ଦୂର ଠିକ୍ ଏହା ଆପଣମାନେ ଭାବନ୍ତୁ ।

Around The Web