ବାହାରିଲା ବିରିୟାନି ମସଲା ବିଦେଶୀ ଭକ୍ତ ଙ୍କ ପାଇଁ ଦାମୀ ବଙ୍ଗଳା
Nov 21, 2024, 15:29 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପୁଣି ଧରା ପଡ଼ିଛି ଆଉ ଜଣେ କେଳେଙ୍କାରୀ ବାବା । ଏହି ବାବା ନିଜକୁ ପ୍ରଭୁ ଜଗନ୍ନାଥଙ୍କ ସହିତ ତୁଳନା କରିଛନ୍ତି । ଏବେ ଏହି ବାବାଙ୍କୁ ନେଇ ପୋଲିସ ଥାନାରେ ଅଭିଯୋଗ ହୋଇଛି । ଏହି କଳେଙ୍କାରୀ ବାବା ଜଣକ ତୁଳସୀ ପତ୍ରକୁ ଗୋଡ଼ରେ ରଖିଥିଲେ । ଏହି ବାବା ଜଣକ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ଏହି ବାବା ଜଣକର ମଠ ଭିତରକୁ ଯେଉଁମାନେ ଆମିଷ ଖାଆନ୍ତି, ମଦ ପିଅନ୍ତି ସେମାନେ ଯାଇପାରିବେ ନାହିଁ ବୋଲି ବାବା କହିଥିଲେ । ସାରଥି, ସୁର ଆଦି ଅନେକ ବାବା ମାନଙ୍କର କଳା କାରନାମା ଧରା ପଡ଼ିଛି ଆଉ ଏବେ ଏହି ବାବା ଜଣଙ୍କର ଏବେ ସବୁ କଥା ଧୀରେ ଧୀରେ ସାମ୍ନାକୁ ଆସୁଛି । ବିଦେଶୀ ଭକ୍ତମାନେ କିଭଳି ଏଠାକୁ ଆସିବେ ଏନେଇ ଅନେକ ତଦନ୍ତ କରାଯାଉଛି । ଏହି ବାବା ଜଣଙ୍କର ଅନେକ କଥା ଏବେ ଜଣାପଡିଛି । ଏହି ବାବା ଜଣକ ନିଜକୁ କଳକୀ ଜଗନ୍ନାଥ ଭଗବାନଙ୍କ ଦ୍ଵିତୀୟ ଅବତାର ବୋଲି କହିଥାନ୍ତି ।
ବାବାଙ୍କ କେଳେଙ୍କାରୀ ତଥ୍ୟ ଏବେ ଧୀରେ ଧୀରେ ସାମ୍ନାକୁ ଆସିବା ପରେ ଅନେକ କିଛି ଜଣାପଡିଛି । ଏହି ବାବାଙ୍କର ଏକ ଆଲିସନ୍ ଘର ଅଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ବାବା ଜଣକ ବିଲ୍ଡିଙ୍ଗ କରିଛନ୍ତି । ଆଉ ଏହି ବିଲ୍ଡଙ୍ଗରେ ବିଦେଶୀ ଭକ୍ତମାନେ ରୁହନ୍ତି । ଆଉ ବାବାଙ୍କ ଘର ଭିତରେ ମହିଳା ମାନଙ୍କର ପୋଷାକ ରହିଥିଲା, ଆଉ ମହିଳା ମାନଙ୍କ ଅତର ମଧ୍ୟ ରହିଥିଲା । ଏବେ ପ୍ରଶ୍ନ ଆସିଛି କି ବାବାଙ୍କ ଘର ଭିତରେ ମହିଳା ରହୁଥିଲେ କି ? ଏହି ବାବା ଆମ ହିନ୍ଦୁ ସମାଜକୁ ଅପମାନ କରୁଛନ୍ତି ।
ଏହି ବାବା ଜଣଙ୍କର ବଙ୍ଗଳାରୁ ବିରିୟାନି ମସଲା ବାହାରିଛି । ଏହି ଘରେ ବିଦେଶୀ ଭକ୍ତମାନେ ରହୁଥିଲେ । ବାବା ଆମିଷ ଖାଉ ନଥିଲେ ବୋଲି କହିଥିଲେ କିନ୍ତୁ ଏହି ବଙ୍ଗଳାରୁ ବିରିୟାନି ମସଲା ମିଳିଥିଲା । ଏହି ଘରେ ସିସିଟିଭି ଲାଗିଛି । ଆଉ ଏହି ସିସିଟିଭି ଫୁଟେଜ ଅନେକ କିଛି କଥା ସାମ୍ନାକୁ ଆଣିବ । ବାବା ଜଣଙ୍କର କଳା କାରନାମା ଏବେ ସାମ୍ନାକୁ ଆସିଛି । ଭରତପୁର ଥାନା ପୋଲିସ ଏବେ ଏହି ଘଟଣାର ତଦନ୍ତ କରି ଅନେକ କିଛି କଥା ସାମ୍ନାକୁ ଆଣିଛି । ଏହାକୁ ନେଇ ଏବେ ଲୋକଙ୍କ ମନରେ ଅନେକ କଥା ଆସୁଛି ।