ବହୁ ଚର୍ଚ୍ଚିତ କୃଷ୍ଣପ୍ରିୟା ଘଟଣା ରେ କୋର୍ଟ ଙ୍କ ରାୟ...!ଦଶହରା ରେ ଅଭିଯୁକ୍ତ ଦଇତାରୀ କୁ ହେବ ଫାଶୀ..
Updated: Oct 8, 2024, 14:28 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ କଳାହାଣ୍ଡି ଜିଲ୍ଲାରେ ଘଟିଛି କିଛି ଏଭଳି ଘଟଣା ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଜଣେ ଯୁବକ କୃଷ୍ଣପ୍ରିୟା ନାମକ ମହିଳାଙ୍କୁ ଛୁରୀ ଭୁସି ଭୂଷି ମାରି ଦେଇଥିଲା । ଏବେ ଏହି ଯୁବକ ଜଣଙ୍କୁ ଫାଶୀ ମିଳିବ । ଏହି ଯୁବକ ଜଣକ ହେଉଛନ୍ତି ଦୈତାରୀ ପଟେଲ ।

ମାଆ ବୟସର ମହିଳା କୃଷ୍ଣପ୍ରୀୟା ଛଟପଟ ହେଉଥିଲା । ଆଉ ଅନ୍ୟପଟେ ଏହି ଦୈତାରୀ ପଟେଲ ନାମକ ଯୁବକ ଛୁରୀ ଭୁଷି ଦେଇ ମହିଳାଙ୍କ ପେଟରୁ ଅନ୍ତ ବୁଜୁଲା ବାହାର କରିଦେଇଛି । ମାଆ ବୟସର ମହିଳା ଛଟଛଟ ହେଉଥିଲା । ଏବେ ଏହି ଅଭିଯୁକ୍ତ ଜଣଙ୍କୁ ଫାଶୀ ଦିଆଯିବ ବୋଲି ସୂଚନା ମିଳିଛି । ଏଭଳି କାଣ୍ଡ କରିଥିବା ଯୁବକଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ସମସ୍ତେ ଦାବି କରିଛନ୍ତି । ପୋଲିସ ଏହି ଯୁବକ ଜଣଙ୍କୁ ଟାଣି ଟାଣି ନେଉଥିଲା । ଏହି ନୃଶଂସ ଯୁବକ ଏଭଳି କାମ କରିଛି ଯାହା ପାଇଁ ତାଙ୍କୁ ଏହି ଦଣ୍ଡ ମିଳିବ ।

ନେହୁରା ହେଉଥିଲା କୃଷ୍ଣପ୍ରିୟା । କିନ୍ତୁ ଏହି ଦୈତାରୀ କିଛି ଶୁଣି ନଥିଲା । ଆଉ ଏହି ଯୁବକ ଜଣକ ଏବେ ମହିଳାଙ୍କ ପେଟରେ ଛୁରୀ ଭୁଷି ଦେଇ ପେଟରୁ ଅନ୍ତ ବୁଜୁଳା ବାହାର କରିଦେଇ ତାଙ୍କୁ ଗୁରୁତର ଅବସ୍ଥାରେ ପକାଇ ଦେଇଥିଲା । ଏବେ ଏହି ଯୁବକ ଜଣଙ୍କୁ ଦଣ୍ଡ ମିଳିବ ବୋଲି ସମସ୍ତେ ଦାବି କରୁଥିବା ବେଳେ ଏବେ ଅନେକ କିଛି କଥା ସାମ୍ନାକୁ ଆସିଛି । ଏହି ମହିଳା ଜଣକର ଅବସ୍ଥା ଏଭଳି ହୋଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ଆଉ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଜମିବାଡ଼ି ପାଇଁ ସେମାନଙ୍କ ଭିତରେ ଝଗଡ଼ା ହେଇଥିଲା ଆଉ ଏହି ଝଗଡ଼ା ଏଭଳି ରୂପ ନେଇଥିଲା । ଗତ ଜୁଲାଇ ମାସରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପରୁଆଗଡ ଗାଁରେ ଏହି ଘଟଣା ଘଟିଥିବାର ଦେଖାଯାଇଛି । ପୂର୍ବ ଘଟଣାକୁ କେନ୍ଦ୍ର କରି ଏଭଳି କାଣ୍ଡ କରିଥିଲେ ଦୈତାରୀ ପଟେଲ । ସେ ମାଆକୁ ମାରିବା ସହ ତାଙ୍କ ଛୁଆକୁ ମଧ୍ୟ ମାଡ଼ ମାରିଥିଲେ । ଏବେ ଏହି ଘଟଣାରେ ଦୈତାରୀ ପଟେଲଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ଜଣାପଡିଛି ।