Movie prime

ବଣ ଭୋଜିରେ ଗଡିଗଲା ମୁଣ୍ଡ ପଥର ତଳୁ ମିଳିଲା ପୁଅର ମୁଣ୍ଡ ଆଉ ତାପରେ

 
Gg
ନୂଆବର୍ଷରେ ବଣଭୋଜି କରୁଥିଲେ ଆପଣ ମାନେ ହୋଇ ଯାଆନ୍ତୁ ସମାଧାନ। କାରଣ ଏଇ ଏବେ ଏବେ ଏହି ସ୍ଥାନରେ ଗୋଟେ ପୁଅର ମୁଣ୍ଡ ଗଡି ଯାଇଛି। ପଥର ଉପରେ ଠିଆ ହୋଇ ପୁଅ ଫଟୋ ଉଠାଉ ଥିଲା। ଆଉ ଫଟୋ ଉଠାଉ ଉଠାଉ ହିଁ ଅକାତ କାତ ପାଣି ଭିତରେ ସେ ହଜି ଯାଇଥିଲା।+୨ ବିଜ୍ଞାନ ପାଠ ପଢ଼ୁଥିବା ବେଳେ ପୁଅ ଟିଉସନ୍ ସାଙ୍ଗ ମାନଙ୍କ ସହ ପିକନିକ୍ କରିବାକୁ ଯାଇଥିଲା। ହେଲେ ସେହି ପିକନିକ୍ ଭିତରେ ପୁଅର ଜୀବନ ଚାଲି ଯାଇଥିଲା।
Hh
ଏହି ଜଳ ପ୍ରପାତ ଦୃଶ୍ୟ ଆପଣ ଯଦି ଦେଖିବେ ତେବେ ଆପଣଙ୍କୁ ଖାଲିରେ ମଧ୍ୟ ଡର ଲାଗିବ। ଏଭଳି ଭୟଙ୍କର ଜାଗାରେ ଗାଧଉ ଗାଧଉ ପୁଅର ଜୀବନ ଚାଲି ଯାଇଥିଲା। କେଇଟା ସେକେଣ୍ଡ ମଧ୍ୟରେ ଏତେ ବଡ ପିଲାଟି ଏହି ପାଣି ଭିତରେ କେଉଁ ଆଡେ ହଜି ଯାଇଥିଲା ନୁଆ ବର୍ଷ ପାଖେଇ ଆସୁଥିବା ବେଳେ ସମସ୍ତେ ମିଶି ବଣ ଭୋଜି କରିବା ପାଇଁ ଯାଉଛନ୍ତି। ସେମାନେ ବିଭିନ୍ନ ଜାଗା ମଧ୍ଯ ବୁଲିବା ପାଇଁ ଯାଉଛନ୍ତି।
Vb
ହେଲେ ଆଜି ଏହି ଜଳ ପ୍ରପାତ ରେ ଗାଧଉ ଗାଧଉ ପୁଅ ନିଶିକାନ୍ତ ର ନୀନବ ଚାଲି ଯାଉଛି। ମୟୂରଭଞ୍ଜ ଜିଲ୍ଲାରେ ଏହା ହେଉଛି କ
କାଣ୍ଡିଆ ଜଳ ପ୍ରପାତ। ଏଠାକୁ ଅନେକ ପିଲାମାନେ ବଣ ଭୋଜି କରିବାକୁ ଆସୁଛନ୍ତି। ହେଲେ ଏଠାକୁ ବୁଲିବାକୁ ଆସିଥିବା ପୁଅ ନିଶିକାନ୍ତ କିନ୍ତୁ ଆଉ ଘରକୁ ଫେରି ପାରି ନଥିଲା। ଏଠାରେ ହିଁ ସେ ମରି ଯାଇଥିଲା। ଏହି ଯୁବକ ଜଣକ ହେଉଛି ଯାଜପୁର ଜିଲ୍ଲା, କୁଆଖିଆ ଅନ୍ତର୍ଗତ ନରସିଂହପୁର ଗ୍ରାମର,
ଦେବକାନ୍ତ ନାୟକଙ୍କ ପୁଅ ନିଶିକାନ୍ତ ନାୟକ ଯାହାର ବୟସ ହେଉଛି ମାତ୍ର ୧୭ ବର୍ଷ। ପୁଅ +୨ ବିଜ୍ଞାନ ବିଭାଗରେ ପାଠ ପଢ଼ୁଥିଲା। ଆଉ ସାଙ୍ଗ ମାନଙ୍କ ସହ ସେ ପିକନିକ୍ ମନେଇବାକୁ ଯାଇଥିବା ବେଳେ ପୁଅର ଏବେ ଜୀବନ ଚାଲି ଯାଇଛି। ଯାହାକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.