Movie prime

ବଙ୍ଗଳାଦେଶ ରେ ଭୟଙ୍କର ଘଟଣା ଦେଖନ୍ତୁ ହିନ୍ଦୁ ମନ୍ଦିରରେ ହେଲା କଣ ଏମିତି

 
Cg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁକିଛି ଖବର ପାଇପାରିବେ । ଆପଣମାନେ ତ ଶୁଣିଥିବେ ବଙ୍ଗଳାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଛି । ଆଉ ସେଠାରେ ହିନ୍ଦୁମାନେ ସୁରକ୍ଷିତ ନୁହଁନ୍ତି । ଏବେ ପୁଣି କିଛି ଖବର ଆସିଛି ଏହି ଘଟଣାକୁ ନେଇ ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ହିନ୍ଦୁଙ୍କ ଉପରେ ତୁହା କୁ ତୁହା ଆକ୍ରମଣ ହେଉଛି ।
Gg
ମନ୍ଦିରରେ ପଶି ଶିବ ଶକ୍ତିଙ୍କୁ ଆକ୍ରମଣ କରିଲେ । ମାଆ କାଳୀଙ୍କୁ ପୋଡ଼ି ପକାଇଲେ । ମାଆ ଦୁର୍ଗାଙ୍କୁ ଗୁଳି ମାରିଲେ ଆଉ ପ୍ରଭୁ ଗଣେଶଙ୍କ ମୁଣ୍ଡ ଭାଙ୍ଗି ଦେଇଛନ୍ତି । ଅହରହ ବଢ଼ି ଚାଲିଛି ଆକ୍ରମଣ । ଆମ ଠାକୁରଙ୍କ ସହିତ ସେମାନେ ଏଭଳି କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ । ସେଠାରେ ହିନ୍ଦୁମାନଙ୍କ ଅବସ୍ଥା ଭଲ ନାହିଁ । ସେମାନେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଛନ୍ତି । ହିନ୍ଦୁମାନଙ୍କ ଅବସ୍ଥା ସେଠାରେ ଶୋଚନୀୟ ଅବସ୍ଥାରେ ଅଛି । 
Nn
ପୁରା ବଙ୍ଗଳାଦେଶ ହିନ୍ଦୁମାନଙ୍କ ରକ୍ତରେ ଭିଜି ଯାଇଛି । ଏବେ ପୁଣି ତାଙ୍କର ଅତ୍ୟାଚାର ଆରମ୍ଭ ହୋଇଯାଇଛି । ଏବେ ପୁଣି ହିନ୍ଦୁମାନେ କରିଥିବା ମନ୍ଦିରକୁ ଭାଙ୍ଗିବାକୁ ଲଗିଲେଣି ବଙ୍ଗଳାଦେଶୀ ବାସିନ୍ଦା । ହିନ୍ଦୁମାନେ ଯାହାକୁ ପୂଜା କରୁଛନ୍ତି ସେମାନେ ତାଙ୍କୁ ଅନାଦର କରୁଛନ୍ତି । ଆଗକୁ ଦୁର୍ଗାପୂଜା ଆସୁଛି । ଆଉ ଏହି ଦୁର୍ଗାପୂଜାରେ ପୂଜା କରିବାକୁ ବାରଣ କରିଛନ୍ତି ବଙ୍ଗଳାଦେଶୀମାନେ । ଦୁର୍ଗାପୂଜା ହେବ ନାହିଁ ବୋଲି ମନା କରି ଦେଇଛନ୍ତି । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କିଭଳି ଆକ୍ରମଣ କରୁଛନ୍ତି ମାଆ ଦୁର୍ଗାଙ୍କ ମନ୍ଦିରରେ । ମାଆ କାଳୀଙ୍କ ମନ୍ଦିରରେ ନିଆଁ ଲଗେଇ ଦେଇଛନ୍ତି ବଙ୍ଗଳାଦେଶୀମାନେ । ହିନ୍ଦୁମାନେ ଦୁର୍ଗାପୂଜା କରିବେ ନାହିଁ ବୋଲି ଏଭଳି କରିଥିଲେ ବଙ୍ଗଳାଦେଶର ବାସିନ୍ଦା । ଏବେବି ବଙ୍ଗଳାଦେଶରେ ହିଂସା ଲାଗି ରହିଛି । ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ କିଛି କହୁ ନାହାଁନ୍ତି ବଙ୍ଗଳାଦେଶ ସରକାର । ସେଠାରେ ପୋଲିସ କି ସେନା ହିନ୍ଦୁମାନଙ୍କର ସହାୟତା କରୁନାହିଁ ।