ବାଙ୍ଗାଲୁରରୁ ବାରିପଦା ଛୁଆ ସ୍ବାମୀକୁ ଛାଡ଼ି ପ୍ରେମରେ ପାଗଳ ସ୍ତ୍ରୀ ଆଉ ତାପରେ
Feb 16, 2025, 16:14 IST

ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି କିଛି ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ଵାମୀ ଏବଂ ଛୁଆଙ୍କୁ ଛାଡି ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଯୁବତୀ ଜଣକ ଏଭଳି କାମ କରିବା ପୂର୍ବରୁ ସେ ବିବାହିତା ବୋଲି ଜାଣିବା କଥା । ଏହି ମହିଳା ଜଣକ ନିଜ ସ୍ଵାମୀ ଆଉ ଛୁଆଙ୍କୁ ଛାଡି ବେଙ୍ଗାଲୁରୁରୁ ବାରିପଦା ପଳେଇ ଆସିଛି । ଏବେ ଏହି ସ୍ତ୍ରୀ ଜଣଙ୍କୁ ନେବାକୁ ସ୍ଵାମୀ ଆଉ ଭାଇ ପହଁଚିଗଲେ ।

ମହିଳା ଜଣକର ୮ ବର୍ଷର ଛୁଆ ଆଉ ୮ ବର୍ଷର ଛୁଆ ଆଉ ସ୍ବାମୀଙ୍କୁ ଛାଡି ମାଆ ଜଣକ ଓଡ଼ିଶା ଆସିଛି । ମୁସଲିମ ଯୁବକ ଜଣଙ୍କୁ ପ୍ରେମ କରି ମହିଳା ଜଣକ ଆଜି ଏଭଳି କାଣ୍ଡ କରିଛନ୍ତି । ଏହି ମହିଳା ଜଣକ ବିବାହ କରିବା ଜାଣି ମଧ୍ୟ ପ୍ରେମ କରିଥିଲେ । ଆଉ ପ୍ରେମ କରି ଆଜି ଓଡିଶା ପଳାଇ ଆସିଛନ୍ତି । ଏହି ପ୍ରେମିକ ଜଣକ ଓଡ଼ିଶାର ବୋଲି ସୂଚନା ମିଳିଛି । ବିବାହିତା ମହିଳାଙ୍କୁ ପ୍ରେମ କରିବାକୁ ପ୍ଲାନ୍ କରିଲେ ଯୁବକ ଜଣକ । ଆଉ ଯୁବକ ଜଣକ ପ୍ରେମ କରି ମହିଳାଙ୍କ ଭାଇଙ୍କ ଦୋକାନରେ କାମ କରିଲେ ।

ଆଉ ପରିବାର ଲୋକଙ୍କ ବିପକ୍ଷରେ ଏହି ମହିଳା ଜଣଙ୍କୁ ଅନେକ କଥା କହିଲେ । ଆଉ ତାଙ୍କୁ ଏଭଳି କରି ଫସାଇଲେ । ଏବେ ଏହି ମହିଳା ଜଣଙ୍କୁ ନେଇ ଓଡ଼ିଶା ଚାଲି ଆସିଛନ୍ତି ଯୁବକ ଜଣକ । ଏହି ଘଟଣା ବାରିପଦା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ମୁସଲିମ ଯୁବକ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ହିନ୍ଦୁ ପରିବାରର ମହିଳାଙ୍କୁ ଫସାଇ ସେ ଏବେ ବାରିପଦା ନେଇ ଆସିଛି । ଯୁବକ ଜଣକ ବାଙ୍ଗାଲୁରୁ କାମ ଅନ୍ବେଷଣରେ ଯାଇଥିଲେ । ଆଉ ସେଠାରେ ଏକ ହିନ୍ଦୁ ହୋଟେଲରେ କାମ ପାଇଁ ରହିଥିଲେ ।
ଏହି ମହିଳା ଜଣକ କ୍ୟାସ୍ ରଖନ୍ତି ଆଉ ତାଙ୍କ ସହ କଥା ହୋଇ ଷଡ଼ଯନ୍ତ୍ର କରି ମହିଳା ଜଣଙ୍କୁ ଫସାଇ ଦେଇଥିଲେ ଯୁବକ ଜଣକ । ଆଉ ଫେବୃଆରୀ ୧୧ ତାରିଖରେ ଏହି ଯୁବକ ଏବଂ ତାଙ୍କ ସାଙ୍ଗମାନେ ମିଶି ଏହି ମହିଳାଙ୍କୁ ଓଡ଼ିଶା ନେଇ ଆସିଥିଲେ । ବଜରଙ୍ଗୀ ଦଳ ସେଠାରେ ପହଞ୍ଚିଛନ୍ତି । ଏବେ ଏହି ମହିଳାଙ୍କ ଭାଇ ଏବଂ ସ୍ଵାମୀ ବାରିପଦା ଅଞ୍ଚଳରେ ପହଞ୍ଚି ତାଙ୍କ ସ୍ତ୍ରୀକୁ ନେବାକୁ ଚାହୁଁଛନ୍ତି । ସ୍ତ୍ରୀ ଜଣକ ସ୍ବାମୀଙ୍କ ସହିତ ଯିବାକୁ ମନା କରିଥିଲେ । କିନ୍ତୁ ବେଙ୍ଗାଳୁରୁର ପୋଲିସ ଥାନାର ମହିଳା କର୍ମଚାରୀ ଆସି ଯୁବତୀଙ୍କୁ ନେଇ ଯାଇଛନ୍ତି । ଆଉ ଏବେ ଏହି ପ୍ରେମିକ ଜଣକ ଥାନାରେ ଭର୍ତ୍ତି ହୋଇଛନ୍ତି ।