Movie prime

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ୧୭ ତାରିଖରୁ ରାଜ୍ୟରେ ହେବ ବର୍ଷା

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗ ବିଶେଷଜ୍ଞ ଦେଇଥିବା ସୁଚନା ବିଷୟରେ ଆପଣମାନେ ଜାଣିପାରିବେ । ପାଣିପାଗ ଦେଇଥିବା ସୁଚନା ଅନୁସାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ କେଉଁ ଜିଲ୍ଲାରେ ବା ରାଜ୍ୟରେ କେତେ ବର୍ଷା ହେବ । ଏହାସହ ପାଗ କେମିତି ରହିବ ଏବଂ କେତେ ପରିମାଣର ବର୍ଷା ହେବ ସେହିସବୁ ସୂଚନା ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । 
Hg
୧୭ ରୁ ୧୯ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ୧୭ ତାରିଖରେ ପୁରୀ , ଗଞ୍ଜାମ, ରାୟଗଡ଼ା, ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବ । ଆଉ ଏହାସହ ୧୮ ତାରିଖରେ କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ୧୮ ତାରିଖରେ ୬ ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାରେ ବର୍ଷା ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨ ଦିନ ମଧ୍ୟରେ ତାମିଲନାଡୁ ରାଜ୍ୟ ଆଡ଼କୁ ଏହି ଲଘୁଚାପ ଯିବ ବୋଲି ସମ୍ଭାବନା ରହିଛି । 
Nh
୧୭ ତାରିଖରୁ ୧୯ ତାରିଖ ମଧ୍ୟରେ ଏହି ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । କାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବ ଓଡ଼ିଶାରେ ଅଧିକ ଦେଖାଯିବ ନାହିଁ ବୋଲି ସୂଚନା ମିଳିଥିବା ବେଳେ ଏନେଇ ଅନେକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ୧୭ ରୁ ୧୯ ତାରିଖ ବେଳକୁ ରାଜ୍ୟରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏନେଇ ଅନେକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । 
ବଙ୍ଗୋପସାଗରରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବ । ଏବେ ଚାଷ ଅମଳ ସମୟ ରହିଛି । ଆଉ ଏହି ଖବର ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି । ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ୧୮ ତାରିଖରେ ବର୍ଷାର ପ୍ରଭାବ ଉପକୂଳ ଅଞ୍ଚଳରେ ପଡ଼ିବ ବୋଲି ସୂଚନା ମିଳିଥିବା ବେଳେ ୧୯ ତାରିଖରେ ମଧ୍ୟ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । କିନ୍ତୁ କେତେ ପରିମାଣରେ ବର୍ଷା ହେବ ଏହା ସୂଚନା ମିଳିନାହିଁ । ଏହି ଲଘୁଚାପ ଯୋଗୁଁ ଶୀତ କମିପାରେ ବୋଲି ସୂଚନା ମିଳିଛି ।

Around The Web