Movie prime

ବାପାଙ୍କ ମୃ-ତ୍ୟୁ ପରେ ମୁଁହ ଖୋଲିଲେ ଝିଅ ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

 
Vf
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି । ଜଣେ ଯୁବତୀ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି । ଏହି ଯୁବତୀ ଜଣଙ୍କର ବାପାଙ୍କ ଦେହାନ୍ତ ହୋଇଯାଇଛି । ଆଉ ଏହି ବିଷୟରେ ସେ କଣ ସବୁ କହିଛନ୍ତି ତାହା ଜାଣି ରଖନ୍ତୁ ।
Bb
ଏହି ଯୁବତୀ ଜଣକ କହିଛନ୍ତି ତାଙ୍କ ବାପାଙ୍କ ଚିକିତ୍ସା ଏବଂ କଣ ସବୁ ହୋଇଥିଲା । ଏହି ଯୁବତୀ ଜଣକ ତାଙ୍କ ବାପାଙ୍କୁ ଏକ ମାସ ପୂର୍ବରୁ କେୟାର ହସ୍ପିଟାଲ ନେଇ କରି ଆସିଥିଲେ । କେୟାର ହସ୍ପିଟାଲରେ ଭଲଭାବରେ ଚିକିତ୍ସା କରାଯାଏ ବୋଲି ସେମାନେ ଏଠାକୁ ଆସିଥିଲେ । ଏହି ଯୁବତୀ ଜଣଙ୍କର ବାପାଙ୍କ ହାର୍ଟ ବ୍ଲକ ହୋଇ ଯାଇଥିଲା । ଆଉ ତାଙ୍କର ଦୁଇଟି ଯାକ ହାର୍ଟ ବ୍ଲକ ହୋଇଥିଲା । ସେମାନେ ହସ୍ପିଟାଲ ଆସିବା ପରେ ତାଙ୍କର ଗୋଟିଏ ସାଇଟ୍ ହାର୍ଟ ଅପରେସନ ହେଲା ଏବଂ ଆଉ ଗୋଟିଏ ସାଇଟ୍ ମାସେ ପରେ କରିବେ ବୋଲି କହିଥିଲେ । 
Bb
ଏକାଥରକେ ଦୁଇଟି ହାର୍ଟ ଅପରେସନ ହୋଇ ପାରିଥାନ୍ତା କିନ୍ତୁ ପଇସା ଖାଇବା ଚକରରେ ଡାକ୍ତର ଏକାବେଳେ ଦୁଇଟି ଯାକ ହାର୍ଟ ଅପରେସନ କରିଲେ ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି ଏହାପରେ ଏକ ମାସ ପରେ ସେମାନେ ଆସିଥିଲେ ।ଆଉ ମେଡ଼ିକାଲରେ ସବୁ ଟେଷ୍ଟ କରାଯିବା ପରେ ଯୁବତୀ ଜଣଙ୍କ ବାପାଙ୍କୁ ଓଟି ଭିତରକୁ ନିଆ ଯାଇଥିଲା । ଆଉ ଏହାପରେ ଅପରେସନ ହୋଇଥିଲା ଆଉ ଅପରେସନ ପାଇଁ ଦେଢ଼ ଘଣ୍ଟା 
ଲାଗିଥିଲା । ଏହାପରେ ଯୁବତୀଙ୍କ ବାପାଙ୍କୁ ଭେଣ୍ଟିଲିଟରରେ ରଖା ଯାଇଥିଲା ।
ଆଉ ଏହାପରେ ଏହି ଯୁବତୀଙ୍କ ବାପାଙ୍କ ଦେହ ଭଲ ହୋଇ ନଥିଲା ଆଉ ଏବେ ସେ ମୃ-ତ୍ୟୁବରଣ କରିଛନ୍ତି । ଯୁବତୀ ଜଣକ କହିଛନ୍ତି ତାଙ୍କ ବାପା ସୁସ୍ଥ ଥିଲେ ହଠାତ୍ ତାଙ୍କ ସହିତ ଏଭଳି ହୋଇଗଲା ଯାହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ଡାକ୍ତର ଅନେକ କଥା କହିଛନ୍ତି । ସବୁବେଳେ ଡାକ୍ତର କଥା ବଦଳାଇ ଦେଉଛନ୍ତି ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି । ଏବେ ଯୁବତୀଙ୍କ ବାପାଙ୍କ ମର ଶରୀର ଆଇସିୟୁରେ ଅଛି । ତାଙ୍କ ବାପାଙ୍କର ମୃ-ତ୍ୟୁର କାରଣ ଭୁଲ ଅପରେସନ ହୋଇପାରେ ବୋଲି ସେ ସନ୍ଦେହ କରିଛନ୍ତି । ନା ଆଜିକାଲି ଯେଉଁ କିଡନୀ ଆଦି ନେଉଛନ୍ତି ତାହା ଏହାର କାରଣ ଅଟେ, ଏହା ତଦନ୍ତ ପରେ ହିଁ ଜଣାପଡ଼ିବ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.