Movie prime

ବାପାର ଗୋଡ଼ହାତ ବାନ୍ଧି ଝିଅକୁ ଦୁ-ଷ୍କ-ର୍ମ କରି ମା-ରିଦେଲା ପଡ଼ିଶାଘର ଭାଇ

 
Gg
ଝିଅ ସୀମା ର ମାଆ ନଥିଲା ସେ ତାର ବାପା ସହ ରହି ଆସୁଥିଲା। ଆଉ ବାପାର ସବୁବେଳେ ଏହା ଇଛା ଥିଲା କି ସେ ତାର ଝିଅର ବାହାଘର ଏକ ଭଲ ପିଲା ସହ କରିବ ବୋଲି। ଏଭଳି ଭାବି ବାପା ନିଜ ଝିଅର ବାହାଘର ମଧ୍ୟ କରାଇ ଦେଇଥିଲା ଏହାପରେ ଦିନେ ବାପା ପାଖକୁ ଝିଅର ଏକ କଲ୍ ଆସିଥିଲା କି ତାର ସ୍ବାମୀ ତାକୁ ଖୁବ ମାରପିଟ କରୁଛି ବୋଲି। ଏହାପରେ ଝିଅ ତାର ବାପ ଘରକୁ ଆସି ବାପା ସହ ରହୁଥିଲା।
Bb
ଏହାପରେ ସୀମାର ଚନ୍ଦ୍ରିକା ସହ ଦେଖା ହୋଇଥିଲା। ଯିଏକି ତାକୁ ପିଲାବେଳୁ ଜାଣିଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଏକାଠି ରହିବାକୁ ଲାଗିଥିଲେ। ସୀମା ଙ୍କ ବାପା ମଧ୍ୟ ଏସବୁ ଘଟଣା ସମ୍ପର୍କରେ ଜାଣିଥିଲେ କି ହେଲେ ସେ ନଜାଣିଲା ଭଳି ରହୁଥିଲେ।ଏହାପରେ କିଛିଦିନ ପରେମହିଳା ସୀମା ନିଖୋଜ ହୋଇ ଯାଇଥିଲେ ଏହାପରେ ଯେତେବେଳେ ଝିଅ ସୀମା ସହ ବାପା କୌଣସି ପ୍ରକାରର ଯୋଗାଯୋଗ କରି ପାରି ନଥିଲେ।
Gg
ସେତେବେଳେ ସେ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ।ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା। ଏହାପରେ ସୀମା ଲିଭ୍ ଇନ୍ ରେ ରହୁଥିବା ମଧ୍ୟ ଜାଣିବାକୁ ପାଇଥିଲେ। ପୋଲିସ ର ସନ୍ଦେହ ଚନ୍ଦ୍ରିକା ଉପରେ ହେବାରୁ ସେ ତାଙ୍କୁ ନେଇ ପଚରା ଉଚରା ମଧ୍ୟ କରିଥିଲା। ପ୍ରଥମେ ପ୍ରେମିକ ଚନ୍ଦ୍ରିକା କିଛି ମାନି ନଥିଲା ହେଲେ ପରେ ପୋଲିସ ଆଗରେ ମୁଣ୍ଡ ନୁଆଇଁ ଥିଲା ଚନ୍ଦ୍ରିକା। 
ଏହାପରେ ଗୋଟି ଗୋଟି କରି ସବୁ ସତ କଥା ମଧ୍ୟ କହି ଦେଇଥିଲା।ସେ କହିଥିଲେ କି ସୀମା ର ଅନ୍ୟ କୌଣସି ବ୍ୟକ୍ତି ସହ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ସେ ସନ୍ଦେହ କରିଥିଲେ ଏହାପରେ ସେ ପାଲଟି ଯାଇଥିଲେ ନର ରାକ୍ଷସ। ପ୍ରେମ କରୁଥିବା ସୀମା ଙ୍କୁ ହ-ତ୍ୟା କରି ଚନ୍ଦ୍ରିକା ନେଇ ତାଙ୍କୁ ଜଙ୍ଗଲରେ ପୋତି ଦେଇଥିଲେ। ଘଟଣାର ଦଶ ମାସ ପରେ ହିଁ ପୋଲିସ ସୀମା ର ହ-ତ୍ୟା ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କର ଶବ କୁ ପୋତା ଯାଇଥିବା ସ୍ଥାନରୁ ଉଦ୍ଧାର କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.