Movie prime

ସାବଧାନ ରୁହ ଏହିସବୁ ଜିଲ୍ଲା ଦେଖନ୍ତୁ ଆସୁଛି ପ୍ରବଳ ବର୍ଷା ପାଣିରେ ଭାଷିବ ସାରା ଓଡ଼ିଶା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ପାଣିପାଗ ବିଷୟରେ ଆସିଥିବା ଖବର ସବୁ ଜାଣିପାରିବେ । ଏବେ ପାଣିପାଗକୁ ନେଇ ଆସିଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ୨୪ ଘଣ୍ଟା ଭିତରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Bh
ପୁଣି ଆସୁଛି ଆଉ ଏକ ଲଘୁଚାପ । ଆଉ ଏହି ଲଘୁଚାପ ହେଲେ ପୁରା ଓଡ଼ିଶା ବୁଡି ଯିବ । ଓଡ଼ିଶା ଭାସିଯିବ ବୋଲି ସୂଚନା ମିଳୁଛି । ଆସନ୍ତା ପାଞ୍ଚଦିନ ଯାଏଁ ପ୍ରବଳ ଛେଚିବ ବର୍ଷା । ସବୁଆଡେ ଖାଲି ପାଣି ଆଉ ପାଣି ହେବ । ଘର ଭିତରେ ପାଣି ପଶି ଯାଇପାରେ ଆଉ ଏହାସହ ରାସ୍ତାରେ ମଧ୍ୟ ପାଣି ଚାଲିପାରେ ବୋଲି ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ମଣିଷ ଉଚ୍ଚାର ପାଣି ରାସ୍ତାରେ ଚାଲିବ । ୨୪ ଘଣ୍ଟା ଭିତରେ ବର୍ଷା ହେବା ସହ ଘଡଘଡି ମଧ୍ୟ ମାରିବ । 
Bb
ଆସନ୍ତା ପାଞ୍ଚ ଦିନ ଯାଏଁ ଏଭଳି ପାଗ ରହିବ । ବର୍ଷାରେ ଭିଜିବ ସାରା ଓଡ଼ିଶା । ଆସନ୍ତା ୨୪ ଘଣ୍ଟା ପାଇଁ ହାଇ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟର ସବୁ ଜିଲ୍ଲାକୁ ହାଇ ଆର୍ଲଟ ଜାରି କରିଛି । ଏହି ଲଘୁଚାପ ରହିଲେ ବନ୍ୟା ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା ୨୬ ତାରିଖ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଫଳରେ ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଉ କିଛି ଜିଲ୍ଲା ପାଇଁ ଆର୍ଲଟ ଜାରି କରାଯାଇଛି । ରାଜ୍ୟର ସବୁ ଜିଲ୍ଲାକୁ ମୌସୁମୀ ଛୁଇଁବା ପରେ ମଧ୍ୟ ଏବେବି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ପ୍ରବଳ ହୋଇପାରେ ଆଉ ଏପର୍ଯ୍ୟନ୍ତ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେଉଛି ବୋଲି ସୂଚନା ମିଳିଛି । ୨୭ ଏବଂ ୨୮ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ଏବଂ ବରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୮ ତାରିଖରେ କୋରାପୁଟ ଆଉ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।