ବେଦୀ ଉପରେ ବରକୁ ଛାଡ଼ି ଗାଁ ପ୍ରେମିକ ପାଖକୁ ହଠାତ୍ ଦୌଡ଼ି ଆସିଲା କନ୍ୟା
Updated: Mar 9, 2025, 13:01 IST

ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଘଟୁଥିବା ଘଟଣା ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ପାଇପାରିବେ ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଖବର ହେଉଛି ଜଣେ ଯୁବତୀ ବିବାହ କରିବାକୁ ବେଦିରେ ବସିଥିଲେ । ଆଉ ଏହି ଯୁବତୀ ଜଣକ ବେଦୀ ଉପରେ ସ୍ବାମୀଙ୍କୁ ଛାଡି ନିଜ ପ୍ରେମିକ ପାଖକୁ ଧାଇଁ ଆସିଥିଲା ।

ଆଉ ପ୍ରେମିକ ଜଣଙ୍କୁ ଛାଡି ସେ ବଞ୍ଚିପାରିବ ନାହିଁ ବୋଲି କହିଥିଲା । ହାତଗଣ୍ଠି ପଡ଼ିବା ପୂର୍ବରୁ ଯୁବତୀ ଜଣକ ଏଭଳି କିଛି କରି ଦେଇଥିଲେ । ଏହି ଯୁବତୀ ଜଣଙ୍କର ଏଭଳି କାମକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଯୁବତୀ ଜଣକ ଏବେ ବିବାହ ମଣ୍ଡପରୁ ଉଠିବା ଘଟଣା ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ବର ବେଶରେ ବର ଘରେ ଯାଇ ପହଞ୍ଚି ସାରିଛି । ଆଉ ଏପଟେ କନ୍ୟା ତାର ପ୍ରେମିକ ପାଖରେ ପହଂଚିଛି ।

ଆଉ ଏହି ପ୍ରେମିକ ଜଣକ ଯେତେବେଳେ ଜାଣିଥିଲା ତାର ପ୍ରେମିକାର ବିବାହ ହେବ ସେତେବେଳେ ସେ ମରିବାକୁ ଉଦ୍ୟମ କରିଥିଲା । ଆଉ ସେ ଏବେ ହସ୍ପିଟାଲ ବେଡ଼ରେ ଥିଲା । ଏହି ଖବର ଯୁବତୀ ଜଣକ ପାଇବା ପରେ ସେ ସିଧା ବିବାହ ମଣ୍ଡପ ଛାଡି ପଳାଇ ଯାଇଥିଲା । ଏହି ପ୍ରେମିକା ଜଣକ ଜାଣିଥିଲା ତାର ବିବାହ ଆଜି ହେବ କିନ୍ତୁ ସେ ବିବାହ ମଣ୍ଡପ ଛାଡି ଏଭଳି କାମ କରିବ ତାହା କେହି ଜାଣି ନଥିଲେ । ଏହି ପ୍ରେମିକ ଜଣକ ପାଖକୁ ଦୌଡ଼ି ଆସିଥିଲା ପ୍ରେମିକା । ନିଜ ବାହାଘର ପାଇଁ ବେଦୀ ସଜା ହୋଇସାରିଥିଲା ।
କିନ୍ତୁ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଏହି ଯୁବତୀ ଜଣକ ତାର ପ୍ରେମିକ ହାତରୁ ସିନ୍ଦୂର ପିନ୍ଧୁଛି । ପ୍ରେମିକ ଜଣକ ହସ୍ପିଟାଲ ବେଡ଼ରେ ପ୍ରେମିକା ଜଣଙ୍କୁ ସିନ୍ଦୂର ପିନ୍ଧାଉଛନ୍ତି । ଏହି ବିବାହ ଏବେ ସବୁଠି ଚର୍ଚ୍ଚା ହେଉଛି ।ଏହି ଘଟଣା ଝାଡ଼ଖଣ୍ଡ ରାଜ୍ୟରେ ଘଟି ଯାଇଛି । ଏବେ ଏହି ବିବାହକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଲୋକମାନେ ଏହାକୁ ନେଇ ଅନେକ କଥା କହୁଛନ୍ତି । ଏବେ ଏହି ନିଆରା ପ୍ରେମ କାହାଣୀକୁ ନେଇ ଲୋକମାନେ ଅନେକ କଥା କହୁଛନ୍ତି । ଏବେ ଏହି ବିବାହ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।