ବେଡରୁମ ଖଟରେ ଏମିତି କଣ ଘଟିଥିଲା ପୁଅ 0Y0 ଛାତରୁ ଡେଇଁପଡିଲା...!
Dec 18, 2024, 15:40 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଖବର ପାଇପାରିବେ କି ପ୍ରେମରେ ଏଭଳି କିଛି ଘଟଣା ଘଟିଲା ଯେଉଁଥିପାଇଁ ସବୁଦିନ ପାଇଁ ଆଖି ବୁଜି ଦେଇଛି ପ୍ରେମିକ । ପୁଣି ସାମ୍ନାକୁ ଆସିଲା ଏକ ତରଫା ପ୍ରେମର କରୁଣ ପରିଣତି । ପ୍ରେମ କରିବାକୁ ମନା କରିବାରୁ ଏଭଳି କାଣ୍ଡ କରିଲା ପ୍ରେମିକ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ହୋଟେଲ ତଳେ ପଡି ରହିଥିଲା ଶବ । ତିନିଦିନ ଧରି ପ୍ରେମିକ ଜଣଙ୍କର ଶବ ଓୟୋ ହୋଟେଲ ତଳେ ପଡ଼ିଥିଲା । ଯାହାର ଲାଇଭ ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଯୁବକ ଜଣକ ବାଙ୍ଗାଲୋରରେ ରହୁଥିଲେ । ଏହି ପ୍ରେମିକ ଜଣଙ୍କର ସମ୍ପର୍କୀୟ କହିଛନ୍ତି ସେ ବାଙ୍ଗାଲୋରରେ ରହୁଥିଲେ ଆଉ କେବେ ସେ ସେଠାକୁ ଆସିଛନ୍ତି କେହି ଜାଣି ନାହାଁନ୍ତି । ଏହି ପ୍ରେମିକ ଜଣକ ତାଙ୍କ ପ୍ରେମିକା ଜଣଙ୍କୁ ନେଇ ଓୟୋ ହୋଟେଲକୁ ଅନେକ ଥର ଯାଇଥିଲେ ବୋଲି ସୂଚନା ମିଳିଥିବା ବେଳେ ପ୍ରେମ ନିବେଦନକୁ ମନା କରିଥିଲେ ପ୍ରେମିକା ।
ଆଉ ଏହାପରେ ଏଭଳି କିଛି କରିଥିଲା ପ୍ରେମିକ ଜଣକ । ମହିଳା ଜଣକ ପ୍ରେମକୁ ସ୍ବୀକାର ନ କରିବାରୁ ଏଭଳି କରିଥିଲା ପ୍ରେମିକ । ଭଡ଼ାରେ ରହୁଥିବା ଓୟୋ ହୋଟେଲରୁ ତଳକୁ ଡେଇଁ ପଡ଼ିଥିଲା ପ୍ରେମିକ । ଏହି ପ୍ରେମିକ ଜଣକ ନାମ ହେଉଛି ଦିପକ କୁମାର । ଏହି ପ୍ରେମିକ ଜଣକ ଓୟୋ ଛାତ ଉପରୁ ତଳେ ପଡ଼ି ଯାଇଥିଲେ ଆଉ ସେ ମୃ-ତ୍ୟୁବରଣ କରିବାର ତିନିଦିନ ପରେ ଶବରୁ ଦୁର୍ଗନ୍ଧ ବାହାରି ଥିବାରୁ ପୋଲିସକୁ ଖବର ଦିଆ ଯାଇଥିଲା । ଏହାପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ କରିଥିଲା ।
ପୋଲିସ ମୃତକ ଜଣଙ୍କ ମୋବାଇଲରୁ ପରିବାର ଲୋକଙ୍କ ଖବର ପାଇ ପରିବାର ଲୋକଙ୍କୁ ଏନେଇ ଖବର ଦେଇଥିଲେ । ଏହାପରେ ପରିବାର ଲୋକେ ଦିପକଙ୍କୁ କେହି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । କିନ୍ତୁ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ଦେଖିବାକୁ ମିଳିଛି କି ଦିପକ ଛାତ ଉପରକୁ ଯାଇଥିଲେ ଏବଂ ସେଠାରେ ଏପଟ ସେପଟ ଦେଖିଥିଲେ । ଆଉ ସେଠାରୁ ତଳକୁ ଡେଇଁ ପଡ଼ିଥିଲେ । ପରିବାର ଲୋକେ କହିଛନ୍ତି କି ଛାତରୁ ଯିଏ ଡେଇଁଥାଏ ସେ ଏପଟ ସେପଟ ଦେଖି ନଥାଏ । ଦିପକ ଜଣେ ଡ୍ୟାନ୍ସ ଗାର୍ଲଙ୍କୁ ଭଲ ପାଇଥିଲେ । ଆଉ ଏହି ମହିଳା ଜଣକ ପୂର୍ବରୁ ଦୁଇଥର ବିବାହ କରିଥିଲେ । ତାଙ୍କୁ ଦିପକ ବହୁତ ଭଲ ପାଉଥିଲେ । ଆଉ ଏବେ ପରିବାରଲୋକେ ଅଭିଯୋଗ କରିଛନ୍ତି କି ତାଙ୍କ ପୁଅକୁ ସେହି ଝିଅ ମାରିଛି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।