Movie prime

ସାବିତ୍ରୀ ପୂଜା କରିବା ଆଗରୁ ଚାଲିଗଲା ସ୍ଵାମୀଙ୍କ ଜୀବନ ଦେଖନ୍ତୁ ଘଟିଲା କେତେବଡ ଅଘଟଣ

 
Yg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ସ୍ତ୍ରୀ'ର ଅଧାରେ ରହିଗଲା ସାବିତ୍ରୀ ବ୍ରତ। ସାବିତ୍ରୀ ଓଷା ଏକାଠି ପାଳନ କରିବେ ବୋଲି କଥା ହେଇଥିଲେ ସ୍ବାମୀ ସ୍ତ୍ରୀ।
କିନ୍ତୁ ହଠାତ ସ୍ୱାମୀଙ୍କର ହେଇଗଲା ମୃ-ତ୍ୟୁ। ମୃ-ତ ଚନ୍ଦନଙ୍କ ପାଇଁ କହୁଛନ୍ତି, ପୁଅ ଋଣ ନସୁଝି ପାରି ମୃ-ତ୍ୟୁବରଣ କରିଛି ବୋଲି। ସ୍ବାମୀଙ୍କର ଏଭଳି ମୃ-ତ୍ୟୁକୁ ନେଇ ସ୍ତ୍ରୀ କଲେ ସଙ୍ଗୀନ ଅଭିଯୋଗ। ନିଜ ପରିବାର ଲୋକେ ସ୍ୱାମୀର ଜୀବନ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ତ୍ରୀ। 
Gy
ବନ୍ଧୁଗଣ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚୋରପଡା ଗାଁରେ। ମୃ-ତ ସ୍ବାମୀ ହେଲେ ଚନ୍ଦନ କଳେଇ ତାଙ୍କର ବୟସ ୩୦ ବର୍ଷ ହେଇଥିବା ଜଣାପଡିଛି। ମାତ୍ର ବିବାହକୁ ଦୁଇବର୍ଷ ପୁରିଛି। ପ୍ରଥମ ସାବିତ୍ରୀ ଓଷା ଦୁହେଁ ସ୍ବାମୀ ସ୍ତ୍ରୀ ମିଶି ପାଳନ କରିଥିଲେ। ହେଲେ ଏଥର ଦୁହେଁ ମିଶି ଦ୍ୱିତୀୟ ସାବିତ୍ରୀ ଓଷା କରିପାରିଲେ ନାହିଁ।
ସୂଚନା ଅନୁସାରେ ଗତକାଲି ରାତିରେ ହିଁ ଚନ୍ଦନଙ୍କର ମୃ-ତ୍ୟୁ ହେଇଥିଲା। ସେ ପୁଣି ନିଜ ଘରେ। ସ୍ବାମୀଙ୍କର ଏଭଳି ମୃ-ତ୍ୟୁକୁ ସ୍ତ୍ରୀ ସହଜରେ ଗ୍ରହଣ କରିପାରୁନାହିଁ।ସକାଳୁ ସକାଳୁ ବୋହୂକୁ ନିଜ ଶଶୁର ବାପା ହିଁ ଖବର ଦେଇଥିଲେ। କିନ୍ତୁ ଶଶୁର ବୋହୂକୁ ମିଛ କହିଥିଲେ ଯେ, ପୁଅକୁ ହାର୍ଟଟାକ ହେଇଛି ବୋଲି। ତା'ପରେ ଘରକୁ ଆସି ସ୍ତ୍ରୀ କିଛି ଭିନ୍ନ ଚିତ୍ର ଦେଖି ସ୍ତବ୍ଧ ହେଇଯାଇଥିଲା।
ସ୍ୱାମୀର ବେକରେ ଦାଗ ଥିବାରୁ ସ୍ତ୍ରୀର ସନ୍ଦେହ ହେଇଥିଲା। ଟଙ୍କା ପାଇଁ ହିଁ ଚନ୍ଦନଙ୍କର ଜୀବନ ନେଇଗଲେ ନିଜ ପରିବାର ଲୋକେ ଏଭଳି କହିଛନ୍ତି ମୃ-ତ ଚନ୍ଦନଙ୍କ ସ୍ତ୍ରୀ। ହଠାତ ଏଭଳି ମୃ-ତ୍ୟୁକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ମୃତ ଚନ୍ଦନଙ୍କ ସ୍ତ୍ରୀ। ତେବେ ତଦନ୍ତ ପରେ ହିଁ ପୁରା ସତ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ।